Browsing Category

ଓଡିଶା

ଅତି ଭୀଷଣ ରୂପ ଧାରଣ କରୁଛି ସାମୁଦ୍ରିକ ଝଡ଼ ତିତଲି, ପବନର ବେଗ ଘଣ୍ଟା ପ୍ରତି ୧୬୫ କିମି ଛୁଇଁବା ଆଶଙ୍କା

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଝଡ଼ ‘ତିତଲି’  ବେଳକୁବେଳ ଅଧିକ ଭୀଷଣ ହେଉଛି । ପୂର୍ବରୁ ଏହାକୁ ଭୀଷଣ ସାମୁଦ୍ରିକ ଝଡ଼ କୁହାଯ଼ାଉଥିବାବେଳେ ଆଜି ତାହାକୁ ଅତି ଭୀଷଣ ସାମୁଦ୍ରିକ ଝଡ଼କୁ ବଦଳାଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଏହା ଗୋପାଳପୁରଠାରୁ…

ମାଡିଆସୁଛି ସାମୁଦ୍ରିକ ବାତ୍ୟା ତିତିଲି, ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ ପବନର ବେଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଏବେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ଦକ୍ଷିଣପୂର୍ବ ଦିଗରେ  କେନ୍ଦ୍ରୀଭୂତ ହୋଇରହିଛି ।…

ସହଜ ଜୀବିକା ନିର୍ବାହ ସୂଚକାଙ୍କ’, ସର୍ବୋକୃଷ୍ଟ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ , ଆନ୍ଧ୍ର ପ୍ରଥମ

ନୂଆଦିଲ୍ଲୀ .  -  ସହଜ ଜୀବିକା ନିର୍ବାହ ସୂଚକାଙ୍କ ମାନ୍ୟତାରେ ଆନ୍ଧ୍ର ପ୍ରଦେଶ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏ ସଂପର୍କୀତ ସୂଚନା ଜାରି କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଏବଂ ତୃତୀୟ ସ୍ଥାନରେ…

ଏଚଆଇଭି ଆକଳନ ୨୦୧୭ ଜାରି କଲା ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ 

ନୂଆଦିଲ୍ଲୀ  . - ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଶୁକ୍ରବାରେ ନୂଆଦିଲ୍ଲୀଠାରେ ଏକ କାର୍ୟ୍ୟକ୍ରମରେ ଏଚଆଇଭି ଆକଳନ ରିପୋର୍ଟ ୨୦୧୭ ଜାରି କରିଛି । ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ କାର୍ୟ୍ୟକ୍ରମ  ଅଧିନରେ ଏଚଆଇଭି ଆକଳନ ରିପୋର୍ଟ ଏଚଆଇଭି ଅନୁକ୍ରମର ୧୪ତମ ସଂସ୍କରଣ । ନାକୋ ଭାରତୀୟ…

ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ

ନୂଆଦିଲ୍ଲୀ  .-ନିକଟରେ ବିଭିନ୍ନ ସଙ୍ଗଠନ/ସଂସ୍ଥାରେ ଅନୁଷ୍ଠିତ ନିର୍ବାଚନରେ ବ୍ୟବହାର କରାଯାଇଥିବା ଇଭିଏମରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଖବର ଭାରତର ନିର୍ବାଚନ କମିସନ (ଋଉଓ)ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ବାବଦରେ ଭୁଲ୍ ଧାରଣା ସୃଷ୍ଟି କରିଛି । ଏହା ଭାରତର ନିର୍ବାଚନ…

ଭୀଷଣ ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର .- ପବୂ-ର୍କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ  ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପାରେ ଭୀଷଣ ଅବପାତ ର ରୂପ ନେଇଛି । ୨୦ ତାରିଖ ମଧ୍ୟରାତ୍ରୀ ପରେ ବା ୨୧ ତାରିଖ ସକାଳେ ଏହା  ଆନ୍ଧ୍ରର ଉତ୍ତର କିମ୍ବା ଓଡିଶାର ପୁରୀ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର…

ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏମର୍ଜେିନ୍ସି କଥା ମନେ ପକାଉଛି : ବୈଜୟନ୍ତ

ଭୁବନେଶ୍ୱର: କେବଳ ତାଙ୍କୁ ହଇରାଣ କରିବା ପାଇଁ ଓ ସେ ଯେପରି ଲୋକମାନଙ୍କ ଗହଣକୁ ଯାଇ ନପାରନ୍ତି, ସେଥିଲାଗି ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଏପରି ପ୍ରତିଶୋଧମୂଳକ କାର୍ଯ୍ୟ ପୂର୍ବରୁ ଜରୁରୀ ପରିସ୍ଥିତି…

ମଙ୍ଗଳବାରରୁ ଲଘୁଚାପ , ୪ ଦିନ ଧରି ବର୍ଷିବ

ଭୁବନେଶ୍ୱର  .- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣୀବଳୟ  ସମୁଦ୍ର ପତ୍ତନଠାରୁ୫.୮  କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୮ ତାରିଖରୁ ଲଗୁଚାପ ସୃଷ୍ଟି ହେବା ସହ ୪ ଦିନ ଧିର ବର୍ଷା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ…

ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ (ପିଏମ-ଆଶା) • ନୂତନ ଯୋଜନାରେ ବ୍ୟୟ ହେବ ୪୫,୫୫୦ କୋଟି ଟଙ୍କା

ନୂଆଦିଲ୍ଲୀ . - ସରକାରଙ୍କ କୃଷକ ସହଯୋଗୀ ପଦକ୍ଷେପକୁ ଏକ ବୃହତ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ଅନ୍ନଦାତା (କୃଷକ ସମାଜ)ଙ୍କ ପ୍ରତି ରହିଥିବା ସରକାରଙ୍କ ପ୍ରତିବଦ୍ଧତାକୁ ପୂରଣ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ନୂତନ…

ଏବେ ମୁହଁ ଖୋଲିବି, ଅପେକ୍ଷା କରନ୍ତୁ  : ଦାମ ରାଉତ

ବିଜୁ ଜନତା ଦଳରୁ ବହିଷ୍କାର ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମ ରାଉତ । ସେ କହିଛନ୍ତି ଯ଼େ ବହିଷ୍କାର ସଂପର୍କରେ ସେ ଲିଖିତଭାବେ କିଛି ପାଇନାହାନ୍ତି  ।  ତେବେ ପୂର୍ବରୁ ସେ ଦଳ ବିଭିନ୍ନ ପଦ ପଦବୀରୁ ଓ ମନ୍ତ୍ରୀ ପଦରୁ ବାହାରି ଯ଼ାଇଛନ୍ତି  ।  ଏଣୁ ପ୍ରକୃତରେ ଦଳରେ ସେ…