ମୋଦି  ପ୍ରଶଂସା କଲେ ଓଡ଼ିଶାର ପର୍ଯ୍ୟଟନ ଓ ହକି  ଖେଳକୁ

0 551

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌କି ବାତ୍‌  କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନର ଭୂରି ଭୂରି ପ୍ରଶଂସା କରିବା ସହ , କଳିଙ୍ଗଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା   ହକି ବିଶ୍ୱକପ୍‌ କଥା ବି କହିଛନ୍ତି ।   ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଅତି ଉନ୍ନତ । ଏଠାରେ ପର୍ଯ୍ୟଟନ କ୍ଷେତ୍ର ବି ବେଶ୍‌ ବିକଶିତ । ଲୋକମାନେ ହକି ବିଶ୍ୱକପ୍‌କୁ ସଫଳ କରିବା ସହ ପର୍ଯ୍ୟଟନ କ୍ଷେତ୍ର ବି ବୁଲିବା ଦରକାର ବୋଲି ସେ  ପ୍ରକାଶ କରିଛନ୍ତି ।  ହକି ବିଶ୍ୱ କପ୍‌ର ସଫଳତା ବି ସେ କାମନା କରିଛନ୍ତି ।

ମନ୍‌ କି ବାତରେ ସେ ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଚିଲିକା ହ୍ରଦ କଥା ପ୍ରକାଶ କରିଛନ୍ତି ।

Leave A Reply