Browsing Tag

ODISHA NEWS

୩୩ ଜିଲାର ବିଜେଡି ସଭାପତିଙ୍କ ତାଲିକା- କିଏ ହେଲେ କେଉଁଠି

ଭୁବନେଶ୍ୱର -- ବି.ଜେ.ଡି.ର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲାପାଇଁ ଘୋଷଣା ହୋଇଥିବା ୩୩ ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବାବେଳେ ୧୯ ନୂଆମୁହଁ ରହିଛନ୍ତି। ଭୁବନେଶ୍ୱରପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଶ ସାମନ୍ତରାୟ,…

ହିମାଳୟ ରାଜ୍ୟ ଆଂଚଳିକ ପରିଷଦ ଗଠିତ

ନୂଆଦିଲ୍ଲୀ . - ଭାରତୀୟ ହିମାଳୟ ଅଂଚଳରେ ନିରନ୍ତର ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ “ହିମାଳ ରାଜ୍ୟ ଆଂଚଳିକ ପରିଷଦ” ଗଠନ କରିଛନ୍ତି । ନିର୍ଦ୍ଦିଷ୍ଟି କ୍ଷେତ୍ରରେ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଲାଗି ୫ଟି କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଥିଲା । ଏହି ଗୋଷ୍ଠୀ…

ଲୋକ ପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ,

ଭୁବନେଶ୍ୱର . – ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଚିତ୍ତଜେନାଙ୍କର ପରଲୋକ ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨ ସମୟରେ ତାଙ୍କର ପରଲୋକ ହୋଇଛି । ହୃଦ ଯନ୍ତ୍ର ଜନିତ ସମସ୍ୟା ଯୋଗୁଁ ୨ ବର୍ଷ ତଲେ ତାଙ୍କର ଛାତିରେ ଅସ୍ତ୍ରପୋଚାର କରାଯାଇଥିଲା । ଚିତ୍ତଜେନାଙ୍କ ମୃତ୍ୟୁ ଶଯ୍ୟା ନିକଟରେ…

ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି ଭାରତ, ରୁଷୀୟ ସଂଘ ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ .-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟଙ୍କୁ ରୁଷ ସହିତ 05 ଅକ୍ଟୋବର, 2018ରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ର (MOU) ଏବଂ ଏକ ସହଯୋଗ ବୁଝାମଣା (MOC)ନେଇ ଅବଗତ କରାଯାଇଛି । i). ପରିବହନ ଶିକ୍ଷା କ୍ଷେତ୍ରରେ ସହଯୋଗର ବିକାଶ ଲାଗି…

ମୋଦି  ପ୍ରଶଂସା କଲେ ଓଡ଼ିଶାର ପର୍ଯ୍ୟଟନ ଓ ହକି  ଖେଳକୁ

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌କି ବାତ୍‌  କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନର ଭୂରି ଭୂରି ପ୍ରଶଂସା କରିବା ସହ , କଳିଙ୍ଗଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା   ହକି ବିଶ୍ୱକପ୍‌ କଥା ବି କହିଛନ୍ତି ।   ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଅତି ଉନ୍ନତ । ଏଠାରେ…

ମଙ୍ଗଳବାରରୁ ଲଘୁଚାପ , ୪ ଦିନ ଧରି ବର୍ଷିବ

ଭୁବନେଶ୍ୱର  .- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣୀବଳୟ  ସମୁଦ୍ର ପତ୍ତନଠାରୁ୫.୮  କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୮ ତାରିଖରୁ ଲଗୁଚାପ ସୃଷ୍ଟି ହେବା ସହ ୪ ଦିନ ଧିର ବର୍ଷା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ…

୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ . - ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସରକାର ପ୍ରତିବଦ୍ଧ । ଉତ୍ପାଦକତା ବୃଦ୍ଧି, ଚାଷ ବାବଦ ବ୍ୟୟ ହ୍ରାସ ଏବଂ ବଜାର ବ୍ୟବସ୍ଥା ସମେତ ଫସଲ ପରବର୍ତ୍ତୀ ପରି ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ବଜାର ସଂସ୍କାର କାର୍ୟ୍ୟକାରୀ…

ଉପଗ୍ରହ ଓ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଓ ଟେଲିକମାଣ୍ଡ ଷ୍ଟେସନ ପରିଚାଳନା, ମହାକାଶ ଗବେଷଣା, ବିଜ୍ଞାନ ଏବଂ…

ନୂଆଦିଲ୍ଲୀ  . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଉପଗ୍ରହ ଏବଂ ଉତକ୍ଷେପଣ ଯାନ ଲାଗି ଟେଲିମାଟ୍ରି ଏବଂ ଟେଲିକମାଣ୍ଡ ଷ୍ଟେସନର ପରିଚାଳନା ଏବଂ ମହାକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରୟୋଗ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ବ୍ରୁନେଇ ଦାରୁସ୍ସଲାମ…

“ସ୍ୱଚ୍ଛତା ହିଁ ସେବା” ଅଭିଯାନରେ ଅଂଶୀଦାର ହେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛତା ହିଁ ସେବା ଅଭିଯାନ’ ର ଅଂଶବିଶେଷ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨ ରେ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀର ଆରମ୍ଭ ହେବ । ଏହି ଦିନ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଚାରି ବର୍ଷ ପୂରଣ ହେବ । ଏହି…

ସାରିଡନ୍‌ ସହ ୩୨୮ଟି ଔଷଧ  ଭାରତରେ  ବିକ୍ରି ବନ୍ଦ କଲେ ସରକାର, ପାନ୍‌ଡ୍ରେମ୍‌ ବି ନିଷିଦ୍ଧ

ନୂଆଦିଲ୍ଲୀ . – ପ୍ରସିଦ୍ଧ ପେନ୍‌କିଲର ସାରିଡନ୍‌ ସହ ୩୨୮ଟି ଔଷଧକୁ  ବାରତ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । କେତକ ଔଷଧର ମିଶ୍ର ବା କମ୍ବିନେସନ୍‌ ଓ ଏପ୍‌ଡିସିକୁ ବି ନିଷେଧ କରାଯାଇଛି । କେତକ ଔଷଧକୁ ଅଲଗା କାମରେ ବ୍ୟବହରା କରାଯାଉଥିବାରୁ ତାହାକୁ ନିଷେଧ କରାଯାଇଛି । ମାତ୍ର ଭିକ୍ସ…