Browsing Category

ଓଡିଶା

ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ନେଲେ ପଦକ୍ଷେପ

ଭୁବନେଶ୍ୱର - ଦୁର୍ଘଟଣାରେ ପ୍ରଥମ ୪୮ଘଣ୍ଟା ମଧ୍ୟରେ ମାଗଣା ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ଗୋଟିଏ କଲ୍‍ ସେଣ୍ଟରରୁ ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ସେବା ପରିଚାଳିତ ହେବ । ଫଳରେ ଆହତମାନଙ୍କୁ ସହଜରେ ମାଗଣା ଆମ୍ବୁଲାନ୍ସ ସେବା ମିଳିପାରିବ ।…

ଦିନ ଗୋଟାଏ ସୁଦ୍ଧା ବିଜେପୁରରେ ୩୭ ପ୍ରତିଶତ ମତଦାନ

ବିଜେପୁର - ଦିନ ଗୋଟାଏ ସୁଦ୍ଧାର ବିଜେପୁରରେ ୩୭ ପ୍ରତିଶତ ମତଦାନ ହୋଇଛି । ମତଦାନ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୫.୭ ପ୍ରତିଶତ ମତଦାନ ହୋଇଥିଲା । ବିଜେପୁରରେ ମୋଟ ୨,୩୨,୨୬୪ଜଣ ମତଦାତା ଅଛନ୍ତି । ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧,୧୨,୧୧୪ ପୁରୁଷ ଭୋଟରଙ୍କ ସଂଖ୍ୟା…

୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ

ବିଜେପୁର - ୨୦।୧୦- ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଗତକାଲି ସଂଧ୍ୟାରେ ମଧ୍ୟ ପ୍ରଚାର ଶେଷ ହୋଇଛି । ଭୋଟଗ୍ରହଣ କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆପାତତଃ ଚୂଡାନ୍ତ ହୋଇଛି । ଏନେଇ ଗତକାଲି…

୧୮ ତାରିଖରେ ବିଜେପୁରରେ ହାଇଭୋଲଟେଜ୍‌ ପ୍ରଚାର

ବିଜେପୁର - ବିଜେପୁର ରେ ୧୮ ତାରିଖରେ ହାଇଟେକ୍‌ ସହ ହାଇଭୋଲଟେଜ୍‌ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିବ । ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ।…

ବିଜେପୁରରେ ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର

ବିଜେପୁର - ବିଜେପୁର ନିର୍ବାଚନ ମୈଦାନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ପାଇ ଓହ୍ଲାଇଛନ୍ତି । ସେ ଦୁଇ ଦିନ ଧରି ପ୍ରଚାର କରିବେ । ଦଳ ପୁଣି ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି । ହାଇଟେକ୍‌ ବସ୍‌ ସାହାଯ୍ୟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ନବୀନ ପ୍ରଚାର କରିବେ । ୨୦୧୯…

ବିଜେପୁରର ବିଜେଡିର ବାଜିମାତ କରିବା ପାଇଁ ଉଦ୍ୟମ ଜୋରସୋର

ବିଜେପୁର - ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ବିଜେଡି ବାଜିମାତ କରିଛି । ଉପନିର୍ବାଚନରେ ରୀତା ସାହୁ ବିଜୟ ଲାଭ କରିଥିବା ବେଳେ , ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟ ଲାଭ କରିଥିଲେ । ବିଜେଡିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଷ୍ଟାର ପ୍ରଚାରକ ।…

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସର ୪୦ ଜଣ ଷ୍ଟାର ପ୍ରଚାରକ

ବିଜେପୁର - ବିଜେପୁର ପାଇଁ ଏଥର କଂଗ୍ରେସ ଜୋରଦାର ପ୍ରୟାସ କରିଛି । ଏଥର ବିଜେପୁରର କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଏଥିପାଇଁ ବରିଷ୍ଠ ନେତାମାନେ ବିଜେପୁରରେ ଘନ ଘନ ପ୍ରଚାର ଚଳାଇଛନ୍ତି । ବିଜେପୁରରେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ ଗାନ୍ଧି, ରାହୁଲ…

ବିଜେପୁର ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ

ବିଜେପୁର - ବିଜେପୁର ବିଜୟ ପାଇଁ ସବୁଦଳ ଅଣ୍ଟା ଭିଡିଛନ୍ତି । ବିଜେପି ୨୪ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି । ସେମାନଙ୍କ ମଧ୍ୟରେ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ , ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ…

ବାପା ଝିଅଙ୍କ ପାଇଁ ଦେବଦୂତ ସାଜିଲେ ଏସ୍‌ପି

ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବାପଝିଅଙ୍କ ପାଇଁ ଦେବଦୂତ ସାଜିଲେ ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ.ପି.) ବି.ଯୁଗଳକିଶୋର । ଆହତଙ୍କୁ ସେ ନିଜ ଗାଡିରେ ଠିକ୍‍ ସମୟରେ ମେଡିକାଲ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ସୂଚନାନୁସାରେ ବାଲେଶ୍ୱର…

ଛୁଟି ଦିନରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ

ଭୁବନେଶ୍ୱର  - ସରକାରୀ ଛୁଟି ଦିବସରେ ଉପାନ୍ତ ଅଞ୍ଚଳଗୁଡ଼ିକରେ ଶିବିର ଆୟୋଜନ କରି ଲର୍ଣ୍ଣିଂ ଏବଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବାର ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ସୁବିଧାକୁ ଆଖିଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା…