Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟୟଲେଟ୍ ବ୍ୟବସ୍ଥା
କଟକ ମହାନଗର ନିଗମ ପକ୍ଷରୁ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦ୍ଘାଟନ ହୋଇଛି । କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଏହି ଇ-ଟୟଲେଟ୍ ବ୍ୟବସ୍ଥା । ଲୋକଙ୍କୁ ଏକଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠି!-->…
ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ୨୨ ବର୍ଷ ପୂରଣ ହୋଇଛି
୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ମହାବାତ୍ୟାକୁ ଆଜି ୨୨ ବର୍ଷ ପୂରଣ ହୋଇଛି । ତେବେ ଏହି ମହାବାତ୍ୟାରେ ଉପକୂଳ ଜିଲ୍ଲା ଜଗତ୍ସିଂହପୁର ବେଶ୍ ପ୍ରଭାବିତ ହୋଇଥିଲା । ସମଗ୍ର ଜିଲ୍ଲାରେ ବିଶେଷ କରି ଏରସମା ବ୍ଲକରେ ଏହି ପ୍ରଳୟଙ୍କାରୀ ମହାବାତ୍ୟା!-->…
‘ଫିସର୍ ଫ୍ରେଣ୍ଡ୍ ମୋବାଇଲ୍ ଆପ୍ଲିକେସନ୍’ ବା ଏଫ୍.ଏଫ୍.ଏମ୍.ଏ. ବିକଶିତ
ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ‘ଫିସର୍ ଫ୍ରେଣ୍ଡ୍ ମୋବାଇଲ୍ ଆପ୍ଲିକେସନ୍’ ବା ଏଫ୍.ଏଫ୍.ଏମ୍.ଏ. ବିକଶିତ କରିଛନ୍ତି । ମତ୍ସ୍ୟଚାଷୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ମୋବାଇଲ୍ ଆପ୍କୁ ବିଭାଗୀୟ ମନ୍ତ୍ରୀ ଅରୁଣ!-->…
ବଦଳିବ Facebook ନାଁ ହେବ Meta
ଫେସ୍ବୁକ୍ର ନାମକୁ ପରିବର୍ତ୍ତନ କରି ମେଟା କରାଯାଇଛି । ଫେସ୍ବୁକର ମାଲିକା ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ସୂଚନା ଦେଇଛନ୍ତି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି ।
Announcing @Meta — the Facebook company’s new name. Meta is!-->!-->!-->!-->!-->…
ଗରୁଡ ପୁରାଣ ଅନୁସାରେ ଅପରିଷ୍କାର କପଡା ପିନ୍ଧିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ….
ଅପରିଷ୍କାର କପଡା ପିନ୍ଧିବା: ଗରୁଡ ପୁରାଣ ଅନୁସାରେ ଅପରିଷ୍କାର କପଡା ପିନ୍ଧିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି । ଏହି କାରଣରୁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି । ଏହି କାରଣରୁ ବ୍ୟକ୍ତି ଦରିଦ୍ରତାର ସମ୍ମଖୀନ ହୋଇଥାଏ । ପରିଷ୍କାର ରହୁ ନଥିବା!-->…
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ପହିଲାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ପହିଲାର ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ଚଳିତ ବର୍ଷ ମଧ୍ୟ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାରିପଦା ପଟୁ ପିଠାବଟା ଦେଇ ଏବଂ ଯଶୀପୁର ଆଡ଼ୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ।
ଚଳିତ ବର୍ଷ ଏହି!-->!-->!-->…
ଫିଫା ଓ କିସ୍ର ମିଳିତ ସହଯୋଗରେ କିସ୍ ପରିସରେ ‘ଫୁଟ୍ବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ…
ଫିଫା ଓ କିସ୍ର ମିଳିତ ସହଯୋଗରେ କିସ୍ ପରିସରେ ‘ଫୁଟ୍ବଲ୍ ଫର୍ ସ୍କୁଲ୍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋ୍ଡରେ ଉଦ୍ଘାଟନ କରିଛନ୍ତି । ପ୍ରଥମ ଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ା!-->…
ରାଜ୍ୟରେ ଆସନ୍ତା ପହିଲାରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ
ରାଜ୍ୟରେ ଆସନ୍ତା ପହିଲାରୁ ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କପାଇଁ ଶ୍ରେଣୀଗୃହରେ ପାଠପଢ଼ା ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ରେ ପାଠପଢ଼ା ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ସମସ୍ତ!-->…
ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ
ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । କୋଭିଡ୍ କଟକଣା ମଧ୍ୟରେ ଦୁଇ ଡୋଜ୍ ଟିକାର ପ୍ରମାଣପତ୍ର କିମ୍ବା!-->…
ମୋ’ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ…
ମୋ’ କଲେଜ ଅଭିଯାନ ଅଧୀନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ଟି ମହାବିଦ୍ୟାଳୟ ଓ ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ ଦେଢ଼କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ମୋ କଲେଜ ଅଭିଯାନ ସର୍ତ୍ତାବଳୀ ଅନୁଯାୟୀ ଏହିସବୁ ଅନୁଷ୍ଠାନକୁ ସହାୟତା ଆକାରରେ ଯେତେ ଅର୍ଥ ମିଳିଛି, ସରକାର ତା’ର ଦୁଇଗୁଣ!-->…