Browsing Category

ମୁଖ୍ୟ ଖବର

ଦୀପାବଳୀପରେ ଖୋଲିବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ – ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‍ ଖୋଳିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ହେଲେ କେବେ ସ୍କୁଲ୍‍ ଖୋଲିବ, ସେନେଇ ବିଚାରବିମର୍ଶ ଚାଲିଥିବା ସେ କହିଛନ୍ତି । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢ଼ା ପାଇଁ ମଧ୍ୟ ସ୍କୁଲ୍‍ ଖୋଲିବ ।

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ପୀଠରେ ନିରାଡମ୍ବର ଭାବେ କାଳୀପୂଜା ଆରମ୍ଭ

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ପୀଠରେ ନିରାଡମ୍ବର ଭାବେ କାଳୀପୂଜା ଆରମ୍ଭ ହୋଇଛି । ଘଟସ୍ଥାପନ, ଶୁଭାଧିବାସ, ମଙ୍ଗଳଆଳତୀ, ଦ୍ୱାରପାଳପୂଜା, ସୂର୍ଯ୍ୟପୂଜୀ, ନିତିକାନ୍ତି ସ୍ଥାପନ ହେବା ସହ ଭଦ୍ରକାଳୀଙ୍କୁ ଆଜି ବେଦମାତା ବେଶରେ ସଜିତ କରାଯାଇଥିବାବେଳେ ଜିଲ୍ଲାର

ଆଉଟ୍‌ସୋରସିଂ ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟ୍‍ସୋରସିଂ ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ୱାରା ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ

ଦୀପାବଳୀ ଶ୍ରୀ ମନ୍ଦିର ଆଗରେ ଜଳାଯିବନି କାଉଁରିଆ – ବନ୍ଦ ରହିବ ଦର୍ଶନ ଶ୍ରୀମନ୍ଦିର ୧୪୪ ଧାରା ଜାରୀ

ଗତବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ପୁରୀ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ ଜଳାଇବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯିବା ସହିତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରୀ କରାଯାଇଛି । ତେବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକେ ସାମାଜିକ ଦୂରତା ରକ୍ଷା କରି

ପୁରୀ ଶ୍ରୀମନ୍ଦିର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ କୋଟି ୨୬ ଲକ୍ଷ ଟଙ୍କା ବଜେଟ ଅନୁମୋଦିତ

ପୁରୀ ଶ୍ରୀମନ୍ଦିର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ କୋଟି ୨୬ ଲକ୍ଷ ଟଙ୍କା ବଜେଟ ଅନୁମୋଦିତ ହୋଇଛି । ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜସ୍ୱ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା

ଦୀପାବଳୀ ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲଗୃହ ପାଠପଢ଼ା ଆରମ୍ଭ ହେବାର ସମ୍ଭାବନା ରହିଛି । ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କରୋନାର ତୃତୀୟ ଲହରର ସମ୍ଭାବନା କମ୍‍ଥିବାରୁ ପର୍ଯ୍ୟାୟକ୍ରମେ ଏହି

ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ସହିତ ଚାରିପଟେ ୧୪୪ ଧାରା ଜାରି

ପବିତ୍ର ଦୀପାବଳି ଓ ପୟା ଶ୍ରାଦ୍ଧ ଆସନ୍ତା ୪ ତାରିଖ ଦିନ ଅନୁଷ୍ଠିତ ହେବ । କୋଭିଡ୍‍ କଟକଣା ଦୃଷ୍ଟିରୁ ଚଳିତବର୍ଷ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ସହିତ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଜାରି କରାଯିବ । ପରମ୍ପରା ଅନୁଯାୟୀ ଏହିଦିନ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚାରିପଟେ

ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି

ରାଜ୍ୟ ସରକାର ନଭେମ୍ବର ମାସ ପାଇଁ କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି । ଏହା ଆସନ୍ତା ଡିସେମ୍ବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକାରେ ଧର୍ମାନୁଷ୍ଠାନରେ ପର୍ବପର୍ବାଣି ପାଳନ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ

ଲଘୁଚାପ ପ୍ରଭାବରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର ଗୋଟିଏଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର