Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର!-->!-->!-->…
ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଲାଗି ପ୍ରଶାସନ…
କୋଭିଡ୍ କଟକଣା ଲାଗି ଆସନ୍ତା ୧୨ ତାରଖରେ ହେବାକୁ ଥିବା ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀ ଗୋପୀନାଥଦେବଙ୍କ ମନ୍ଦିରରେ ଶ୍ରୀରାଧାଙ୍କ ପାଦଦର୍ଶନ ଲାଗି ପ୍ରଶାସନ ତରଫରୁ କଟକଣା ଜାରି କରାଯାଇଛି ।
ସେହିପରି ୧୪ ତାରିଖ ବଡ଼ ଏକାଦଶୀ ଅବସରରେ ଶ୍ରଦ୍ଧାଳୁମାନେ ଏହି!-->!-->!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ…
କଟକ ଜିଲ୍ଲାରର ଅରିଲୋଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍ଫେଡ୍ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନାକୁ ଉଦ୍ଘାଟନ କରିଛନ୍ତି । ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରାଯିବ ଏବଂ ଦୈନିକ ୨ଲକ୍ଷ ଲିଟର!-->…
ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ସ୍କୁଲଗୁଡ଼ିକରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ସ୍କୁଲଗୁଡ଼ିକରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି ।
ସୁବର୍ଣ୍ଣପୁର ସର୍କିଟ ହାଉସ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା!-->!-->!-->…
ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି
ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଜାତୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଏବଂ ଓକାକ୍ ର ବୈଷୟିକ ସହାୟତା କ୍ରମେ ଏହା କାର୍ଯ୍ୟକାରୀ ହେଉଛି ।
ଜାତୀୟ ଇବିଧାନ ଆପ୍!-->!-->!-->…
ଓଡ଼ିଶାର ପ୍ରଖ୍ୟାତ ପସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ପ୍ରଦାନ – ଡକ୍ଟର ରଜତ କର,…
ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ମସିହା ନିମନ୍ତେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଶାର ପ୍ରଖ୍ୟାତ ପସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ପ୍ରଦାନ କରିଛନ୍ତି । ସେହିପରି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍!-->…
୧୧ ତାରିଖରେ ନାମଲେଖାପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ
ଯୁକ୍ତ ଦୁଇ ସ୍ପଟ୍ ନାମଲେଖା ମେଧାତାଲିକା ପ୍ରକାଶ ପାଇଛି । ଆ ଦୁଇ ଦିନ ଧରି ଛାତ୍ରଛାତ୍ରୀମାନେ ନାମ ଲେଖାଇବାପାଇଁ ପଞ୍ଜୀକରଣ କରିପାରିବେ । ୧୧ ତାରିଖରେ ନାମଲେଖାପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ୧୧ ଓ ୧୨ ତାରିଖରେ ନାମଲେଖା ଅନୁଷ୍ଠିତ ହେବ ।
୧୩ ତାରିଖରେ ସବୁ!-->!-->!-->…
ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ବନ୍ଦ
ଚଳିତ ବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯଦିଓ ରାଜ୍ୟରେ ସଂକ୍ରମଣର ମାତ୍ରା ହ୍ରାସ ପାଉଛି ତେବେ ଅଧିକ ସଂକ୍ରମଣ ସମ୍ଭାବନାକୁ ଏଡାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି!-->…
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି -ତେବେ ଲଘୁଚାପର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ନାହିଁ
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୩୬ ଘଂଟା ମଧ୍ୟରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୧୧ ତାରିଖ ତାରିଖ ସୁଦ୍ଧା ଏହା ତାମିଲନାଡ଼ୁ ଉପକୂଳକୁ ଛୁଇଁବ ।
ତେବେ ଲଘୁଚାପର ପ୍ରଭାବ ଓଡିଶା ଉପରେ ବିଶେଷ ପଡିବ ନାହିଁ । ଆଗାମୀ ଦୁଇ ଦିନ!-->!-->!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନ୍ମୋହନ ରେଡ୍ଡୀଙ୍କ ମଧ୍ୟରେ ଏକ…
Cialis en ligne belgique
Un AVC peut survenir n'importe où dans le cerveau, le belgique fréquence des prélèvements sanguins. L'évaluation en kamagra blue www.viagrasansordonnancefr.com sildenafil citrate femme indian brands laboratoire peut…