Browsing Category

ମୁଖ୍ୟ ଖବର

ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥି ଠାରୁ ପଞ୍ଚକ ବ୍ରତ ଆରମ୍ଭ

ପବିତ୍ର କାର୍ତ୍ତିକ ମାସର ବଡ ଏକାଦଶୀ ତିଥି ଠାରୁ ପଞ୍ଚକ ବ୍ରତ ଆରମ୍ଭ ହୋଇଛି । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦେବ ଉତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଲକ୍ଷ୍ମୀ-ନାରାୟଣ ବେଶରେ ସଜ୍ଜିତ କରାଯାଇଛି । କୋଭିଡ୍‍

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୀବନରେ କେଉଁ ଭୁଲ୍‌ ପାଇଁ ପଡେ କେଉଁ ଗ୍ରହଙ୍କ ପ୍ରଭାବ ଜାଣନ୍ତୁ

ଜାଣନ୍ତୁ, କେଉଁ ଭୁଲ ପାଇଁ ଜୀବନରେ ପଡେ ଗ୍ରହମାନଙ୍କ କୁପ୍ରଭାବ କିଛି ଅଭ୍ୟାସ ଏପରି ହୋଇଥାଏ ଯାହା କାରଣରୁ ଗ୍ରହର ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ । ଯେପରି କି ଅଯଥା ପାଣି ନଷ୍ଟ କରିବା । ପାଣି ଅଯଥା ନଷ୍ଟ କରିବା ଦ୍ୱାରା ଚନ୍ଦ୍ରଙ୍କ ଦୋଷ ବଢିଥାଏ । ଚନ୍ଦ୍ରଙ୍କ ଅଶୁଭ ଦୃଷ୍ଟି ପଡିବା

ଆଜି କେତେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା

ଭୁବନେଶ୍ୱର -ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଆଜି କେତେକ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ଜିଲ୍ଲାଗୁଡ଼ିକ ହେଉଛି

ଆଜି ପଞ୍ଚୁକ ବ୍ରତ ଆରମ୍ଭ-ଶ୍ରୀଜୀଉଙ୍କର ଦେବୋତ୍ଥାପନ

କାତ୍ତିକ ମାସ ବଡଏକାଦଶୀ ତିଥିରେ ପଞ୍ଚୁକ ବ୍ରତ ଆରମ୍ଭ ହେଉଛି । ଏଥିସହ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଦେବୋତ୍ଥାପନ ଯାତ୍ରାର ମଧ୍ୟ ଆୟୋଜନ କରାଯାଉଛି । ଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବୋତ୍ଥାପନ ଯାତ୍ରା ଅନ୍ୟତମ । ଆଷାଢ ଶୁକ୍ଲ ଏକାଦଶୀରେ ଶୟନ କରିଥିବା ଶ୍ରୀହରି

ରାଜ୍ୟରେ ୧୩୮ଟି ସରକାରୀ ସ୍ମାର୍ଟ ସ୍କୁଲ୍‌କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୪ଟି ଜିଲ୍ଲାର ୧୩୮ଟି ରୂପାନ୍ତରିତ ହାଇସ୍କୁଲ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି । ସେଥିମଧ୍ୟରେ କେନ୍ଦୁଝର ଜିଲ୍ଲାର ୧୦୦ଟି, ଭଦ୍ରକର ୧୭, ସୋନପୁରର ୧୧ ଏବଂ ବୌଦ୍ଧର ୧୦ଟି ରୂପାନ୍ତରିତ ହାଇସ୍କୁଲ୍‍ ଏଥିରେ ଅନ୍ତର୍ଭୁକ୍ତ । ଗତ ୧୧ ତାରିଖରୁ

୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…

ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି । ଗତ ତିନିଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଛତ୍ରପୁରଠାରେ ସର୍ବାଧିକ ୧୪ ସେଣ୍ଟିମିଟର ବର୍ଷା

ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ – ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହେବ ବୋଲି ଭାରତୀୟ…

ବଙ୍ଗୋପସାଗରର ଉତ୍ତର ତାମିଲ୍‍ନାଡ଼ୁ ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହର ପ୍ରଭାବରେ ତାମିଲ୍‍ନାଡ଼ୁଠାରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା

ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ – ହେଲେ ହାଇକୋର୍ଟ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ

ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ଜୋର୍‍ ଜବରଦସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ । ଗଣତନ୍ତ୍ର ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିପାରିବେ ବୋଲି ହାଇକୋର୍ଟ ତାଙ୍କ

ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ

ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ - ଅଭିଷେକ ଲାକ୍ରା, ସୁନିଲ୍‍ ଜୋଜୋ ଓ ସୁଦିପ୍‍ ଚିର୍‍ମାକୋ । ଏହି ଦଳର ନେତୃତ୍ୱ ବିବେକ ସାଗର ପ୍ରସାଦ ନେବେ । ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରର