Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ବିଦେଶରେ କରୋନାର ଭୟଙ୍କର ରୂପ ଓମ୍ରିକନ୍ ଭାରତରେ ଚିହ୍ନଟ – ଓଡ଼ିଶାରେ ସତର୍କ ରହିବା ପାଇଁ ମୁଖ୍ୟ ଶାସନ…
କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ପ୍ରତିହତ କରିବା ଲାଗି ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ସେ ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା!-->…
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି- ରାଜ୍ୟରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି…
ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ!-->…
ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ
ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏହା କରୋନା କଟକଣା ଅନୁପାଳନ କରି ଚାଲିବ ବୋଲି ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ବିଧାୟିକାମାନଙ୍କର ଆସନ୍ତା ୨୮, ୨୯ ଓ ୩୦ ତାରିଖରେ କରୋନା!-->!-->!-->…
ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍ ଟିକେଟ ସୁବିଧା ପ୍ରଚଳନ
ପୂର୍ବତଟ୍ଟ ରେଳପଥ ପରିସୀମା ମଧ୍ୟରେ ପୁଣି ସିଜିନ୍ ଟିକେଟ ସୁବିଧା ପ୍ରଚଳନ କରାଯାଇଛି । ଏଥିରେ ୧୧ ଯୋଡା ଆନ୍ତଃଜୋନ୍ ଏକ୍ସପ୍ରେସ୍, ୮ ଯୋଡ଼ା ଲୋକାଲ ସ୍ୱତନ୍ତ୍ର ଟ୍ରେନ୍ ଏବଂ ୫ ଯୋଡା ଅନ୍ତଃଜୋନ୍ ସ୍ୱତନ୍ତ୍ର ଟ୍ରେନ୍ ସହିତ ମୋଟ ୨୪ ଯୋଡା ଟ୍ରେନ୍ରେ ଏହି ସିଜିନ୍ ଟିକେଟ୍ ବ୍ୟବସ୍ଥା!-->…
ଓଡ଼ିଶା ସମେତ ଦେଶର ଲକ୍ଷ ଲକ୍ଷ ଗରିବ ପରିବାର ଉପକୃତ -ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଆଉ ୪ ମାସ…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଆଉ ୪ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଏହି!-->…
ବ୍ୟବସାୟରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ
ସମସ୍ତଙ୍କ ମନରେ ଇଚ୍ଛା ଥାଏ ଯେ, ସେ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳ ହୁଅନ୍ତୁ। ବ୍ୟବସାୟୀଙ୍କ ମନରେ ଥାଏ ଯେ ତାଙ୍କ ଦୋକାନ ଠିକ ଭାବେ ଉନ୍ନତି ଦିଗକୁ ଅଗ୍ରସର ହେଉ। ବେଳେବେଳେ ବ୍ୟବସାୟୀମାନଙ୍କୁ କିଛି କାରଣ ଯୋଗୁଁ ଅନେକ କ୍ଷତି ସହିବାକୁ ପଡିଥାଏ। ତେଣୁ ବ୍ୟବସାୟ!-->!-->!-->…
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚାଲେଞ୍ଜ୍ କରି ହୋଇଥିବା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ…
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ଚାଲେଞ୍ଜ୍ କରି ଦାଖଲ ହୋଇଥିବା ମାମଲାରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୦!-->…
ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ
ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଦୋଳବେଦୀ କୋଣ ଉତ୍ତରପାଶ୍ୱର୍ ମଠ ସମ୍ମୁଖରେ ନିମି ର୍ତ ମହାଯଜ୍ଞ ପିଣ୍ଡି ଠାରେ ଗଜପତି ମହାରାଜାଙ୍କ ଦ୍ୱାରାଗତକାଲି ଶ୍ରୀନଅର ଠାରେ ବରଣ ହୋଇଥିବା ୩୨ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଏହି ଯଜ୍ଞ!-->…
ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି- ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ
ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହୁଥିବାରୁ ଶୀତର ପ୍ରକୋପ ହ୍ରାସ ପାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା!-->…
ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ
ପବିତ୍ର କାର୍ତ୍ତିକ ମାସ ହିନ୍ଦୁ ଧର୍ମଧାରାରେ ଶ୍ରେଷ୍ଠ । ପୁରାଣରେ କୁହାଯାଇଛି, କାର୍ତ୍ତିକ ପରି ମାସ, ସତ୍ୟ ପରି ଯୁଗ, ବେଦ ପରି ଶାସ୍ତ୍ର ଓ ଗଙ୍ଗା ପରି ତୀର୍ଥ ସଂସାରରେ ଦୁର୍ଲଭ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ର ପାଲଟିଯାଏ ସ୍ୱର୍ଗ । ଓଡ଼ିଶାର କୋଣ ଅନୁକୋଣରୁ ହଜାର ହଜାର!-->!-->!-->…