Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍ ଥାନା ପ୍ରତିଷ୍ଠା ହେବ
ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍ ଥାନା ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ସମୁଦାୟ ୩୪ଟି ପୁଲିସ୍ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୁଲିସ୍ ଥାନା ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ!-->!-->!-->…
ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍ ବିନା…
ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଏଫଆଇଏଚ୍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍ ବିନା ଦର୍ଶକରେ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଓ କୋଭିଡ୍ ପ୍ରୋଟୋକଲ ମାଧ୍ୟମରେ ଏହି ମ୍ୟାଚ!-->…
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ!-->!-->!-->…
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ…
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ଆଜିଠାରୁ ରୋଗୀଙ୍କ ନାମ ପଞ୍ଜିକରଣ କରାଯିବ । ଏହି ବ୍ୟବସ୍ଥାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଯକୃତ ପ୍ରତିରୋପଣ ସହିତ ଶିଶୁରୋଗ ବର୍ହିବିଭାଗରେ ଏକ ଆଲାର୍ଜି!-->…
ରାଜ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ…
ରାଜ୍ୟ ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢ଼ା ଆଜିଠାରୁ ଆରମ୍ଭ ହେବ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ଇତିମଧ୍ୟରେ ସ୍କୁଲଗୁଡ଼ିକୁ ପରିଷ୍କାର!-->…
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ
ରାଜ୍ୟର ୧୧ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀରୁ ହ୍ରାସ ପାଇଛି । ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ୧୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ସେହିପରି ନୟାଗଡ଼, ସୁବର୍ଣ୍ଣପୁର, ଟିଟିଲାଗଡ଼, ଫୁଲବାଣୀ, କୋରାପୁଟଠାରେ ମଧ୍ୟ ତାପମାତ୍ରା ହ୍ରାସ ପାଇ ଶୀତ ଅନୁଭୂତ ହେଉଛି ।!-->…
ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ
ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବା ସହ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ତାପମାତ୍ରା ୧୧ଡିଗ୍ରୀ ସେଲ୍ସିୟସ୍କୁ ଖସି ଆସିଛି । ଗୋଟିଏ ଦିନ ମଧ୍ୟରେ ଏହା ୫ ଡିଗ୍ରୀ ଖସିବା ସହ ଶୀତର ପ୍ରଭାବ ବୃଦ୍ଧି ପାଇଛି । ଅନ୍ୟ!-->…
ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକକ ଗଣନା (ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ୍) କରାଯିବ
ରାଜ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକକ ଗଣନା (ସେଣ୍ଟ୍ରାଲ୍ କାଉଣ୍ଟିଙ୍ଗ୍) କରାଯିବ । ମତଦାନ ସରିବା ପରେ ଭୋଟ୍ ବାକ୍ସଗୁଡ଼ିକୁ ବ୍ଲକ୍ ସ୍ତରରେ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯିବ । ଏକକ ଗଣନା ପାଇଁ ଅଧିକ ବାଲାଟ୍ ବକ୍ସର ଆବଶ୍ୟକ ପଡ଼ିବ ବୋଲି ରାଜ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ!-->…
ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍ ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ
ଝାନ୍ସୀରେ ଚାଲିଥିବା ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍ରେ ଗତକାଲି ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଦୀପ୍ତି ଲାକ୍ରା ଏକାକୀ ୬ଟି ଗୋଲ୍ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଗତକାଲି ଖେଳାଯାଇଥିବା ଅନ୍ୟ!-->!-->!-->…
ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ ୧୦୧ କୋଟି ୫୦ ଲକ୍ଷ ୯୪ କୋଭିଡ ଟିକା ଦିଆଯାଇଛି
ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି!-->…