ରାଜ୍ୟର ୧୧ଟି ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀରୁ ହ୍ରାସ ପାଇଛି । ଦାରିଙ୍ଗବାଡ଼ିରେ ରାତିର ତାପମାତ୍ରା ୧୨ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି । ସେହିପରି ନୟାଗଡ଼, ସୁବର୍ଣ୍ଣପୁର, ଟିଟିଲାଗଡ଼, ଫୁଲବାଣୀ, କୋରାପୁଟଠାରେ ମଧ୍ୟ ତାପମାତ୍ରା ହ୍ରାସ ପାଇ ଶୀତ ଅନୁଭୂତ ହେଉଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ ବୋଲି
ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post