Browsing Category

ମୁଖ୍ୟ ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

ଉତ୍ତର ଓଡ଼ିଶାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ,

ଏଭଳି ପାଗ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି । ଏହାଛଡା କଟକ, ପୁରୀ, ଜଗତ୍‍ସିଂହପୁର, ବାଲେଶ୍ୱରରେ ମଧ୍ୟ ବର୍ଷା ହେଉଛି । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା

ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୩ ଲକ୍ଷ ୬୨ ହଜାର ୫୨୪ ଜଣ ଟିକା ନେଇଛନ୍ତି । ଏପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୨୩ ହଜାର ୧୪୬ ଜଣ ପ୍ରଥମ ଡୋଜ୍‍ ଟିକା

ଓଡ଼ିଶା ସବୁଠାରୁ ଆଗୁଆ-କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ…

କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସବୁଠାରୁ ଆଗୁଆ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଟୁଇଟ୍‍ ଯୋଗେ ଏହି ସୂଚନାଦେଇଛନ୍ତି । ସେ କହିଛନ୍ତି, ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ

ଜାଣନ୍ତୁ କେଉଁଥିରେ କେତେ ବଢିଛି ବସ୍‌ଭଡା

ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀବାହୀ ବସ୍‍ଭଡ଼ା ବୃଦ୍ଧି କରାଯାଇଛି । ତୈଳ ଦର ବୃଦ୍ଧି ପରିପ୍ରେକ୍ଷୀରେ ଏହି ଭଡ଼ା ବୃଦ୍ଧି କରାଯାଇଛି । ସାଧାରଣ ବସ୍‍ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧିକରାଯାଇଛି । ଏକ୍ସପ୍ରେସ୍‍ ବସ୍‍ଭଡ଼ା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି

ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍‍’ ଓଡ଼ିଶା ପରିକ୍ରମା:୧୯୭୧ ଭାରତ-ପାକିସ୍ତାନ ଯୁଦ୍ଦରେ ଦେଶର ଐତିହାସିକ ବିଜୟର ୫୦ ବର୍ଷ…

ଆସନ୍ତା ୨୦ ତାରିଖରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ମଶାଲ୍‍’ ଓଡ଼ିଶା ପରିକ୍ରମା କରିବ । ୨୦ ତାରିଖରେ ଏହା ଛତିଶଗଡ଼ର ରାୟପୁରରୁ ଆସି ଗଞ୍ଜାମର ଗୋପାଳପୁରଠାରେ ପହଞ୍ଚିବ । ୨୭ ତାରିଖରେ ଗୋପାଳପୁରରୁ ବାହାରି ୨୮ ତାରିଖରେ ଆଇ.ଏନ୍‍.ଏସ୍‍. ଚିଲିକାରେରହିବ ।

ଆଗାମୀ ୩ ଦିନ ପର୍ଯ୍ୟନ୍ତ ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର…

ଲଘୁଚାପ ପ୍ରଭାବରେ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି

ଦଶହରା ରେ ପାଠ କରନ୍ତୁ ଶକ୍ତିଶାଳୀ ଦେଵୀ ମହାତ୍ମ୍ୟଂ ଅର୍ଗଲା ସ୍ତୋତ୍ରମ୍

ଦେଵୀ ମହାତ୍ମ୍ୟଂ ଅର୍ଗଲା ସ୍ତୋତ୍ରମ୍ ଅସ୍ୟଶ୍ରୀ ଅର୍ଗଳା ସ୍ତୋତ୍ର ମଂତ୍ରସ୍ୟ ଵିଷ୍ଣୁଃ ଋଷିଃ। ଅନୁଷ୍ଟୁପ୍ଛଂଦଃ। ଶ୍ରୀ ମହାଲକ୍ଷୀର୍ଦେଵତା। ମଂତ୍ରୋଦିତା ଦେଵ୍ୟୋବୀଜଂ।ନଵାର୍ଣୋ ମଂତ୍ର ଶକ୍ତିଃ। ଶ୍ରୀ ସପ୍ତଶତୀ ମଂତ୍ରସ୍ତତ୍ଵଂ ଶ୍ରୀ ଜଗଦଂଦା ପ୍ରୀତ୍ୟର୍ଥେ ସପ୍ତଶତୀ ପଠାଂ ଗତ୍ଵେନ ଜପେ

ଦୂର୍ଗା ପୂଜାରେ ଶୁଣନ୍ତୁ ପାରମ୍ପରିକ ବାଦ୍ୟ

ଦୁର୍ଗା ପୂଜାରେ ମଣ୍ଡପ ସହ ପୂଜା ସ୍ଥଳରେ ପରମ୍ପରା ଅନୁସାରେ ପୂଜା ହୋଇଥାଏ । ସେଠାରେ ପରମ୍ପରା ଅନୁଯାୟୀ ମନ୍ତ୍ର ପାଠ ଭୋଗ ହୋଇଥାଏ । ବାଦ୍ୟ ବି ପାରମ୍ପାରିକ ହୋଇଥାଏ । ଶୁଣନ୍ତୁ ପାରମ୍ପରିକ ଡାକ ବ ଚାଙ୍ଗୁ ବାଦ୍ୟ https://youtube.com/shorts/UfcYQNC8OMc

ଜାଣନ୍ତୁ ମା ଦୁର୍ଗାଙ୍କର ଅଷ୍ଟ ମାତୃକା ରୂପ ପୂଜା ଏବଂ ବିଶେଷତ୍ୱ

ବିଶ୍ୱାସ କରାଯାଏ ଦେବୀଶକ୍ତି ବା ମାତୃଶକ୍ତିର ଉପାସନା ଯେକୌଣସି ସଭ୍ୟତାର ଆଦିମତମ ସଂସ୍କୃତିରେ ବିରାଜମାନ ଥିଲା । ପ୍ରାଚୀନ ମୂର୍ତ୍ତି ଉପରେ ଗବେଷଣା କରୁଥିବା ମୂର୍ତ୍ତିତତ୍ତ୍ୱବିଦ୍‌ମାନଙ୍କ ଅନୁସାରେ ବର୍ତ୍ତମାନ ସମୟରେ ଯେଉଁ ଦଶଭୁଜା ବା ଅଷ୍ଟଭୁଜା ଦୁର୍ଗାଙ୍କୁ ଦଶହରା ଅବସରରେ