ବଦଳିବ Facebook ନାଁ ହେବ Meta

0 76

ଫେସ୍‌ବୁକ୍‌ର ନାମକୁ ପରିବର୍ତ୍ତନ କରି ମେଟା କରାଯାଇଛି । ଫେସ୍‌ବୁକର ମାଲିକା ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ସୂଚନା ଦେଇଛନ୍ତି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି ।

ଫେସ୍‌ବୁକ୍‌ର ଅଫିସିଆଲ୍ ସାଇଟ୍‌ରେ ଏହି ସୂଚନା ଦିଆଯାଇଛି । ଏହା ସହ ଏହାର ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ପୋଷ୍ଟ କରାଯାଇଛି ।

ଫେସ୍‌ବୁକ୍‌ର ନାମ ପରିବର୍ତନ ହେବ ବୋଲି କୁହାଯାଉଥିଲା। ଏହାକୁ ଟପ୍‌ ସିକ୍ରେଟ ବା ଗୁପ୍ତ ରଖାଯାଇଥିଲା। ଆମେରିକାର ସମୟ ଗୁରୁବାର ୨୮ ନଭେମ୍ବରରେ ଏହାର ଏକ ବୈଠକରେ ଏହି ସୂଚନା ଦିଆଯାଇଛି ।

Leave A Reply