Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି, ନରେନ୍ଦ୍ର ମୋଦି
ସରକାର ‘ସବ୍କା ସାଥ୍, ସବ୍କା ବିକାଶ,…
ବି.ଜେ.ପି. ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି, ନରେନ୍ଦ୍ର ମୋଦି ସରକାର ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ’ର ମନ୍ତ୍ର ସହିତ କାର୍ଯ୍ୟ କରୁଛି । ସେ କହିଛନ୍ତି, ଦଳ ଓ ଦଳ ନେତୃତ୍ୱାଧୀନ ସରକାର ଏହାକୁ କାୟମନୋବାକ୍ୟର ସହ ପାଳନ କରୁଛନ୍ତି ।!-->…
ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର
ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ
ଶ୍ରୀଲଙ୍କାର ଅସ୍ଥାୟୀ ରାଷ୍ଟ୍ରପତି ରାନୀଲ ବିକ୍ରମା ସିଂଘେ ଦେଶର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ଗତକାଲି ଶ୍ରୀଲଙ୍କା ପାର୍ଲାମେଣ୍ଟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଶ୍ରୀଲଙ୍କା ବାଚସ୍ପତି ଏ ବିଷୟ ଜଣାଇଛନ୍ତି । ରାନୀଲ ବିକ୍ରମା ସିଂଘେ ୧୩୪ଟି ଭୋଟ୍!-->…
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ
ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୭୮୩ରେ ପହଞ୍ଚିଛି
ରାଜ୍ୟରେ ଗୋଟିଏ ଦିନରେ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୪୩ ଏବଂ ସ୍ଥାନୀୟ ଅଞ୍ଚଳରୁ୧୦୨ ଜଣ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୪୧ ଜଣ ଅଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ!-->…
ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା – ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି…
ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା ଆୟୋଜନ କରାଯାଉଥିବାରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀକୁ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି । ଶ୍ରୀଗୁଣ୍ଡିଚା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଓ ସୁନାବେଶକୁ ଦୃଷ୍ଟିରେ ରଖି!-->…
ଶେଷକରି ଦୁଇପକ୍ଷୀୟ, ଆଞ୍ଚଳିକ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ କ୍ଷେତ୍ର ଏହି ଆଲୋଚନା ମଧ୍ୟରେ ସ୍ଥାନ ପାଇଛି
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମାଲେସିଆର ବରିଷ୍ଠ ପ୍ରତିରକ୍ଷା ମନ୍ତ୍ରୀ ୱାଇ.ବି. ଡାଟୋ-ସେରି ହିସାମୁଦ୍ଦିନ ତୁନ୍ ହୁସେନଙ୍କ ସହିତ ଗତକାଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷକରି ଦୁଇପକ୍ଷୀୟ, ଆଞ୍ଚଳିକ ଏବଂ ପ୍ରତିରକ୍ଷା ଶିଳ୍ପ!-->…
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ ପାଇଁ ଆସନ୍ତାକାଲି
ଏବଂ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି
କଟକ ବାରବାଟୀ ଷ୍ଟାଡିୟମରେ ୧୨ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍ ମ୍ୟାଚ୍ ପାଇଁ ଆସନ୍ତାକାଲି ଏବଂ ଶୁକ୍ରବାର ଦିନ କାଉଣ୍ଟରରେ ଟିକଟ ବିକ୍ରି କରାଯିବ । ଓସିଏ ସମ୍ପାଦକ ସଂଜୟ ବେହେରା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି କାଉଣ୍ଟରରେ ୧୨!-->…
ପ୍ରାଣୀସେବା ଅନ୍ଲାଇନ୍ – ସହାୟତା ଦେବା ଲାଗି ଟୋଲ୍ ଫ୍ରି ନମ୍ବର-୧୯୬୨ର ପ୍ରଚଳନ
ଅନ୍ଲାଇନ ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ରାଜ୍ୟସ୍ତରୀୟ ପ୍ରାଣୀସେବା ଅନ୍ଲାଇନ୍ ଏବଂ ଅନ୍ୟ ଦୁଇ ବ୍ୟବସ୍ଥାର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ସର୍ବଦା ପ୍ରାଣୀଙ୍କ ପ୍ରତି ସମ୍ବେଦନଶୀଳ ରହିବା ଆବଶ୍ୟକ । ସେମାନଙ୍କୁ ସହାୟତା ଦେବା ଲାଗି!-->!-->!-->…
ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଗୁରୁଦାୟିତ୍ୱ ରହିଛି
ଯୁବପିଢ଼ିଙ୍କର ଆକାଂକ୍ଷାକୁ ପୂରଣ କରିବାରେ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକର ଗୁରୁଦାୟିତ୍ୱ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ଗତକାଲି ରାଷ୍ଟ୍ରପତି ଭବନରେ ଭିଜିଟର୍ସ ସମ୍ମିଳନୀ ୨୦୨୨କୁ ଉଦ୍ଘାଟନ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଉଚ୍ଚଶିକ୍ଷା ପାଇଁ ଦେଶରେ!-->…
ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ – ଶ୍ରୀ ପ୍ରଧାନ
ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ପରିସରରେ ଇଣ୍ଡିଆନ୍ ଅଏଲର ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୀରଗୋବିନ୍ଦପୁର ଓଡ଼ିଶା ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୋଲି!-->…
ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ
ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା ମନ୍ଦିରର ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ଓ ସମୀର ଶତପଥୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ବରପିତା ସାମ୍ବାଦିକ ହେମନ୍ତ!-->…