Browsing Category

ଆଶାର ଆଲୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥୋମାସକପ୍‍ ଟ୍ରଫି ହାସଲ କରି ଇତିହାସ ରଚନା କରିଥିବା ଭାରତୀୟ ବ୍ୟାଡ୍‍ମିଣ୍ଟନ୍‍…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥୋମାସକପ୍‍ ଟ୍ରଫି ହାସଲ କରି ଇତିହାସ ରଚନା କରିଥିବା ଭାରତୀୟ ବ୍ୟାଡ୍‍ମିଣ୍ଟନ୍‍ ଟିମ୍‍ ସହ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା କରିଛନ୍ତି । ସେମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି, ଭାରତର ଏହି ଚମକ୍ରାର ବିଜୟକୁ କ୍ରୀଡ଼ା ବିଶ୍ଳେଷଣକାରୀମାନେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା, ସେଣ୍ଟ ଭିନ୍‍ସେଣ୍ଟ ଓ ଗ୍ରେନାଡିନ୍ସ ଗସ୍ତର ପ୍ରଥମ ଦଫାରେ ଜାମାଇକା ରାଜଧାନୀ…

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାମାଇକା, ସେଣ୍ଟ ଭିନ୍‍ସେଣ୍ଟ ଓ ଗ୍ରେନାଡିନ୍ସ ଗସ୍ତର ପ୍ରଥମ ଦଫାରେ ଜାମାଇକା ରାଜଧାନୀ କିଙ୍ଗ୍‍ଷ୍ଟନ୍‍ରେ ଯାଇ ଆଜି ବଡ଼ି ଭୋର୍‍ରୁ ପହଞ୍ଚିଛନ୍ତି । ଜାମାଇକାର ଗଭର୍ଣ୍ଣର ଜେନେରାଲ୍‍ ତାଙ୍କୁ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ । ସେଠାରେ ପହଞ୍ଚିବା ପରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ । ନେପାଳ ପ୍ରଧାନମନ୍ତ୍ରୀ ଶେର୍‍ ବାହାଦୂର ବେଓବାଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ସେଠାକୁ ଯାଉଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ମାୟାଦେବୀ

ଆଜି ବୁଦ୍ଧ ପୂର୍ଣ୍ଣିମା ହୋଇଥିଲ ଏହି ସବୁ ମହାନ ଘଟଣା

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହିଦିନ ଭଗବାନ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ । ଏଥିସହ ଏହିଦିନ ମଧ୍ୟ ଗୌତମବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ କରିବା ସହ ମୋକ୍ଷପ୍ରାପ୍ତ କରିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଉପରାଷ୍ଟ୍ରପତି ଏମ୍‍ ଭେଙ୍କିୟାନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା

୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ୨୦୨୨ ମସିହା ପାଇଁ ପ୍ରତିରକ୍ଷା ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ରାଷ୍ଟ୍ରପତିଙ୍କ ଠାରୁ ପରମ ବିଶିଷ୍ଟ ସେବା ପଦକ ଗ୍ରହଣ କରିଛନ୍ତି । ସେହିପରି

ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ
ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ

ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଆସନ୍ତା ୮ ତାରିଖରେ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ ହେବ । ମୁଖ୍ୟ କାର୍ଯ୍ୟକ୍ରମ କୁଷ୍ଟିଆ ଜିଲ୍ଲାର ରବୀନ୍ଦ୍ରକୁଠିବାଡ଼ିଠାରେ

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫
ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ

୨୦୨୩ ପଦ୍ମ ପୁରସ୍କାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ମନୋନୟନ ପତ୍ର ଦାଖଲ କରାଯାଇପାରିବ । ପଦ୍ମ ବିଭୁଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍‍ଲାଇନ୍‍ ଜରିଆରେ ମେ

ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍‍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ, ଯହା ଉଚ୍ଚ ସଫଳତା ହାସଲ କରିବା ପାଇଁ ଏବେ ପ୍ରସ୍ତୁତ ହୋଇସାରିଛି । ଗତକାଲି ଆଇଜଲ୍‍ଠାରେ ମିଜୋରାମ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ
ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀଙ୍କୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସାରା ଦେଶରେ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି
ବୈଠକ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରଥମ ପ୍ରସ୍ତୁତି ବୈଠକ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ତିନିରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ଖୁବ୍‍ ଶିଘ୍ର ପୁରୀରେ ପହଞ୍ଚିଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକାଶ