Browsing Category

ଆଶାର ଆଲୋକ

ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ

ସମ୍ବଲପୁର ସହରର ଦୁର୍ଗାପାଲି ସ୍ଥିତ ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା ମନ୍ଦିରର ଶୀତଳଷଷ୍ଠୀ ଯାତ୍ରାପାଇଁ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ସଚ୍ଚିଦାନନ୍ଦ ମିଶ୍ର ଓ ସମୀର ଶତପଥୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ତଥା ବରପିତା ସାମ୍ବାଦିକ ହେମନ୍ତ

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍‍ ପାଇଁ ଟିକେଟ୍‍ ବିକ୍ରି ଆରମ୍ଭ

କଟକ ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ୍‍ ପାଇଁ ଟିକେଟ୍‍ ବିକ୍ରି ଆରମ୍ଭ ହୋଇଛି । ଅନ୍‍ଲାଇନ୍‍ରେ ୫ ହଜାର ଟିକେଟ୍‍ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି । ଗ୍ୟାଲେରୀ ନମ୍ବର ୨, ୪, ୭, ସ୍ପେଶାଲ ଏନ୍‍କ୍ଲୋଜର୍‍, ନ୍ୟୁ-ପାଭିଲିୟନ୍‍ ଏବଂ ଏ.ସି.ବକ୍ସ ପାଇଁ ଟିକେଟ୍‍ ବିକ୍ରି କରାଯିବ ।

ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ-ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିରେ ସର୍ବଦା ଲୋକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଆସିଛି । କିଛି ଟ୍ୱିଟ୍‍ କରି ସେ କହିଛନ୍ତି ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ ରହିଛି । ଜନସାଧାରଣଙ୍କ ହିତ ପାଇଁ କୁଟନୀତିକୁ

ବାୟୋଲୋଜିକାଲ୍‍ ଇ ଲିମିଟେଡ୍‍ କୋଭିଡ୍‍ ଟିକା କୋର୍ବେଭାସ୍କ୍‍ର
ମୂଲ୍ୟ ୮୪୦ ଟଙ୍କାରୁ ୨୫୦ ଟଙ୍କାକୁ ହ୍ରାସ କରିଛି

ହାଇଦ୍ରାବାଦ୍‍ ସ୍ଥିତ ଟିକା ନିର୍ମାଣକାରୀ କମ୍ପାନୀ ବାୟୋଲୋଜିକାଲ୍‍ ଇ ଲିମିଟେଡ୍‍ କୋଭିଡ୍‍ ଟିକା କୋର୍ବେଭାସ୍କ୍‍ର ମୂଲ୍ୟ ୮୪୦ ଟଙ୍କାରୁ ୨୫୦ ଟଙ୍କାକୁ ହ୍ରାସ କରିଛି । ଏହି ମୂଲ୍ୟ ଘରୋଇ ଟିକାକରଣ କେନ୍ଦ୍ର ପାଇଁ ପ୍ରଯୁଜ୍ୟ ହେବ । ଏକ ବିଜ୍ଞପ୍ତିରେ କମ୍ପାନୀ କହିଛି, ଜି.ଏସ୍‍.ଟି. ଏବଂ

ବୁଦ୍ଧ ହେଉଛନ୍ତି ମାନବତାକୁ ବୁଝିବାର ଏକ ଶ୍ରେଷ୍ଠ ମାଧ୍ୟମ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ବନ୍ଧୁତା ଏବଂ ନିବିଡ଼ ସଂପର୍କ ବିଶ୍ୱର ସମସ୍ତ ମାନବ ଜାତିର କଲ୍ୟାଣ ସାଧନ ସହିତ ଓ ସାଂପ୍ରତିକ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ । ଗତକାଲି ନେପାଳର ଲୁମ୍ବିନିଠାରେ ବୁଦ୍ଧପୂର୍ଣ୍ଣିମା ଅବସରରେ ଆୟୋଜିତ

ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ବିଭିନ୍ନ କୋଠାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି

ଅଗ୍ନିଶମ ନିରାପତ୍ତା ଆଇନ୍‍-୨୦୧୭କୁ କଡାକଡି ପାଳନ କରିବା ପାଇଁ ବିଭାଗୀୟ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗତକାଲି କଟକ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ବିଭିନ୍ନ କୋଠାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି-କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ସୋନପୁରଠାରେ ସର୍ବୋଚ୍ଚ ତାପମାତ୍ରା ୪୩ ଦଶମିକ ୩ ଡିଗ୍ରୀ ସେଲ୍‍ସିୟସ ରେକର୍ଡ କରାଯାଇଥିଲା । ଏଥିସହ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର

ରାଜ୍ୟର ଗ୍ରାମାଞ୍ଚଳରେ ଥିବା କ୍ରିକେଟ୍‍ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କେଟି ଗ୍ଲୋବାଲ୍‍ ସ୍କୁଲ୍‍ ଦ୍ୱାରା…

ରାଜ୍ୟର ଗ୍ରାମାଞ୍ଚଳରେ ଥିବା କ୍ରିକେଟ୍‍ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ କେଟି ଗ୍ଲୋବାଲ୍‍ ସ୍କୁଲ୍‍ ଦ୍ୱାରା ଖୋର୍ଦ୍ଧାର ବରୁଣେଇଠାରେ ଆଇଆଇଜି କ୍ରିକେଟ୍‍ ଏକାଡେମୀ ଆରମ୍ଭ କରାଯିବ । ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ଏହା ଖୋଲିବାର ସମ୍ଭାବନା ରହିଛି । ଗତକାଲି ଭାରତୀୟ