Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ : ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନବଭାରତ ନୂଆ ନୂଆ କ୍ଷେତ୍ରକୁ ସମ୍ପ୍ରସାରିତ ହେବା ସହ ବିଶ୍ୱରେ ଏକ ଛାପ ଛାଡ଼ିଛି । ସେ କହିଛନ୍ତି, କୋଭିଡ୍ ହେଉଛି ଏହାର ସର୍ବବୃହତ ଉଦାହରଣ । ପ୍ରଧାନମନ୍ତ୍ରୀ କହିଛନ୍ତି, କୋଭିଡ୍ ସମୟରେ ଦେଶର ସାମର୍ଥ୍ୟକୁ ନେଇ କିଛି ଲୋକ ସନ୍ଦିହାନ ଥିଲେ!-->…
ଆଜାଦୀ କା ଅମୃତ ମହୋତ୍ସବ ପାଳନ
।
ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆସନ୍ତାକାଲିଠାରୁ ନାଟକ ଉତ୍ସବ ଆରମ୍ଭ ହେଉଛି । ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ୫ ଜଣ ବରପୁତ୍ରଙ୍କ ଜୀବନୀକୁ ନେଇ ଏହି ନାଟକଗୁଡ଼ିକ ମଞ୍ଚସ୍ଥ ହେବ । ସନ୍ଥକବି ଭୀମଭୋଇ, ମଧୁସୂଦନ!-->!-->!-->…
ଓଡ଼ିଶା ଝାଡ଼ଖଣ୍ଡ ପରେ ଦେଶର ଦ୍ୱିତୀୟ ରାଜ୍ୟ -ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍ ନିର୍ମାଣ…
ଢେଙ୍କାନାଳ ଜିଲ୍ଲା କପିଳାସ ନିକଟରେ ହାତୀଙ୍କ ଯାତାୟତକୁ ସୁରକ୍ଷିତ କରିବାପାଇଁ ଏକ ରେଳ ଓଭରବ୍ରିଜ୍ ନିର୍ମାଣ କରାଯିବ । ଜାତୀୟ ବନ୍ୟାପ୍ରାଣୀ ସଂସ୍ଥା ଏଥିପାଇଁ ଅନୁମତି ଦେଇଛି । ଇତିମଧ୍ୟରେ ବିଭାଗୀୟ ଅଧିକାରୀ କ୍ଷେତ୍ର ପ୍ରଦର୍ଶନ କରିସାରିଛନ୍ତି । ରେଳବାଇ ଓ ଢେଙ୍କାନାଳ ବନଖଣ୍ଡ!-->…
ଚଳିତ ବର୍ଷ ଖରିଫ୍ ଫସଲ ପାଇଁ ରାଜ୍ୟ ସରକାର୯ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବେ
ଚଳିତ ବର୍ଷ ଖରିଫ୍ ଫସଲ ପାଇଁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ତଥା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏବଂ ବିଭିନ୍ନ ପ୍ରାଥମିକ କୃଷିଋଣ ସମବାୟ ସମିତି ମାଧ୍ୟମରେ!-->!-->!-->…
ଫିନ୍ଟେକ୍ ସମ୍ପର୍କିତ ନୂତନ ଷ୍ଟାର୍ଟ ଅପ୍ଗୁଡ଼ିକ ଏବେ ଦେଶବ୍ୟାପୀ ଉତ୍ତମ କାର୍ଯ୍ୟ କରୁଛନ୍ତି – ମୋଦି
ଦେଶବ୍ୟାପୀ ଡିଜିଟାଲ୍ ନେଣଦେଣ ବୃଦ୍ଧି ପାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଆକାଶବାଣୀର ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଦୁର୍ଗମ ଅଞ୍ଚଳ, ଛୋଟ ସହର ସମେତ!-->…
ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର
ସର୍ଭେ କାର୍ଯ୍ୟ ପ୍ରାୟ ଶେଷ
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି-ଭଦ୍ରାଚଳମ୍ ରେଳ ପ୍ରକଳ୍ପ ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଜୁନାଗଡ଼ଠାରୁ ନବରଙ୍ଗପୁର-ଜୟପୁର–ମାଲକାନଗିରି ଓ ଭଦ୍ରାଚଳମ ପର୍ଯ୍ୟନ୍ତ ରେଳପଥର ସର୍ଭେ କାର୍ଯ୍ୟ ପ୍ରାୟ ଶେଷ ହୋଇଆସିଲାଣି ବୋଲି ମନ୍ତ୍ରୀ କହିଛନ୍ତି!-->…
ଆଗାମୀ ମାସ ୩ – ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା
ଆଗାମୀ ମାସ ୩ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ ଦିନ ବ୍ୟାପୀ ଚନ୍ଦନ ଯାତ୍ରା । ଚନ୍ଦନ ଯାତ୍ରା ଠାରୁ ତିନିରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ଯାତ୍ରାରେ ସର୍ବସାଧାରଣ ଭକ୍ତ ସାମିଲ ହେବା ଲାଗି ଅନୁମତି ମିଳିବା ସହିତ!-->…
କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍ ୧୨ ତାରିଖରେ ଟି-୨୦ମ୍ୟାଚ୍
କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଜୁନ୍ ୧୨ ତାରିଖରେ ଟି-୨୦ ମ୍ୟାଚ୍ ଖେଳାଯିବ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ!-->…
ଅମୃତ ସରୋବର କାର୍ଯ୍ୟକ୍ରମ ଆରମ୍ଭ- ଜଳାଶୟର ଚାରିପଟେ ନିମ୍ବ, ଓସ୍ତ ଓ ବରଗଛ
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟରେ ଅମୃତ ସରୋବର କାର୍ଯ୍ୟକ୍ରମ ଆରମ୍ଭହୋଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରତି ଜିଲ୍ଲାରେ ୭୫ଟି ଅମୃତ ସରୋବର ବାଜଳାଶୟ!-->!-->!-->…
ନାଲ୍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍ସିଏଲ୍, କେନ୍ଦ୍ର
ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି…
ନାଲ୍କୋକୁ କୋଇଲା ଯୋଗାଣ ନେଇ ହାଇକୋର୍ଟ ଏମ୍ସିଏଲ୍, କେନ୍ଦ୍ର ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ଏଥିସହିତ ହାଇକୋର୍ଟ କହିଛନ୍ତି ଯେ ଏମ୍ସିଏଲ୍ର ଭରତପୁର ଖଣିରୁ କୋଇଲା ପରିବହନ ପାଇଁ ପୂର୍ବତଟ ରେଳବାଇକୁ ୪ଟି ରେକ୍ ବ୍ୟବସ୍ଥା କରିବା ପାଇଁ ଯଦି ନାଲ୍କୋ!-->…