Sign in
Sign in
Recover your password.
A password will be e-mailed to you.
ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରିବା ମାନବ ନିର୍ମିତ ଏହି ଯାନ, ନାସା ରବିବାରରେ କଲା ଉତ୍କ୍ଷେପଣ
ନ୍ୟୁୟର୍କ: ମଣିଷ ନିର୍ମିତ ପ୍ରଥମ ଯାନ ସୂର୍ଯ୍ୟଙ୍କ ମଧ୍ୟରେ ପ୍ରବେଶ କରିବ । ନାସା ପକ୍ଷରୁ ନିର୍ମିତ ପାର୍କର ନାମକ ଯାନକୁ ରବିବାରରେ ଉତ୍କ୍ଷେପଣ କରାଯାଇଛି । ଏହା ସୂର୍ଯ୍ୟଙ୍କ ମଧ୍ୟରେ ଥିବା କେନ୍ଦ୍ରସ୍ଥଳକୁ ଯାଇ କେତକ ବୈଜ୍ଞାନିକ ଗବେଷଣା କରିବାର ଅଛି । ସୂର୍ଯ୍ୟଙ୍କ କେନ୍ଦ୍ରସ୍ଥଳ ବା…
ପଦ୍ମ ପତ୍ର ଓ ହଳଦୀ ପତ୍ରରେ ଖାଇବାର ଉପକାରିତା
ପଦ୍ମପତ୍ର: ଏବେ ବି ରାସ୍ତାକଡର କେତେକ ଝୁମ୍ପୁଡି ହୋଟେଲରେ ପଦ୍ମପତ୍ରରେ ଖାଇବାକୁ ଦିଆଯାଉଛି। ପଦ୍ମ ଏପରି ଏକ ଉଦ୍ଭିଦ ଯାହାର ପ୍ରତ୍ୟେକ ଭାଗ ମଣିଷର ଉପକାର କରେ। ପଦ୍ମପତ୍ରରେ ଥିବା ଆଲ୍କାଲଏଡ ଡାଇରିଆ ରୋଗର ପ୍ରାକୃତିକ ଔଷଧ କହିଲେ ଭୁଲ୍ ହେବନାହିଁ। ଏଗୁଡିକ ମଧ୍ୟ ହୃଦ୍ଯନ୍ତ୍ରର…
ଅବପାତର ରୂପ ନଲା ଲଘୁଚାପ , ଓଡିଶାରେ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ବେଲେଶ୍ୱର ଓ ଚାନ୍ଦବାଲିର ଉତ୍ତର ପୂର୍ବ ଦିଗରେ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ରାତି ସୁଦ୍ଧା ଏହି ଓଡିଶା ଓ ପଶ୍ଚିମବଙ୍ଗ…
ସାବଧାନ!ବର୍ଷାଦିନେ ମୂଷାଠାରୁ ବ୍ୟାପୁଛି ମାରାତ୍ମକ ରୋଗ ଲେପ୍ଟୋସ୍ପାୟରୋସିସ୍
ମୁମ୍ବଇରେ ଲଗାଣ ବର୍ଷା ଯୋଗୁ ସମ୍ପ୍ରତି ଏକ ମାରାତ୍ମକ ରୋଗ ବ୍ୟାପିଥିବା ଦେଖାଯାଇଛି। ମୂଷାଠାରୁ ମଣିଷଙ୍କୁ ବ୍ୟାପୁଥିବା ଏହି ରୋଗର ନାମ ଲେପ୍ଟୋସ୍ପାୟରୋସିସ୍। ଲେପ୍ଟୋସ୍ପିରା ଜୀବାଣୁ ଏହି ରୋଗର କାରଣ ହୋଇଥିବା ବେଳେ ମଣିଷ ସହିତ ପଶୁମାନେ ମଧ୍ୟ ଏହାର ଶିକାର ହେଉଛନ୍ତି। ବର୍ଷାଜଳ ଜମିବା…
ଶିଶୁଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ବିଲ୍ ସଂସଦରେ ଗୃହୀତ
ନୂଆଦିଲ୍ଲୀ : ଶିଶୁଙ୍କୁ ବଳାତ୍କାର କଲେ ଏବେ ବଳାତ୍କାରୀ ଅପରାଧି ମୃତ୍ୟୁ ଦଣ୍ଡ ପାଇବ । ଏହି ବିଲ୍ ସଂସଦର ଉଭୟ ଗୃହରେ ଗୃହୀତ ହୋଇଯାଇଛି । ଏହା ସହ ପୂର୍ବରୁ ବଳାତ୍କାରୀକୁ ଅତିକମରେ ୭ ବର୍ଷ ଜେଲ ଦଣ୍ଡାଦେଶ ଥିଲା । ଏବେ ତାହାକୁ ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି । ୧୨ ବର୍ଷରୁ ସାନ…
ଏକା ପରି ଦେଖାଯାଉଥିବା ଯାଆଁଳା ଭଉଣୀ, ଯାଆଁଳା ଭାଇଙ୍କୁ ବାହା ହେଲେ
ନ୍ୟୁୟର୍କ: ଦୁଇ ଜଣ ଯାଆଁଳା ଭଉଣୀ , ଦେଖିବାକୁ ଏକ ପ୍ରକାର , ଉଚ୍ଚତା ଗଢଣ ସବୁ ସମାନ , ସେମାନେ ବି ଏକ ପ୍ରକାର ଦେଖାଯାଉଥିବା ଯାଆଁଳା ଭାଇଙ୍କୁ ବାହା ହୋଇଛନ୍ତି । ଏହି ଦୁଇ ଭଉଣୀଙ୍କ ନାମ ବ୍ରିଟାନୀ ଓ ବ୍ରିଆନା ଡାନେ
ବ୍ରିଟାନୀ ଓ ବ୍ରିଆନା ଜୋଶ୍ ଓ ଜର୍ମି ସ୍ଲେୟାର ନାମକ ଦୁଇଜଣ…
ପେଟ ଓ ମୋଟାପଣ କମାଇବାର ଘରେ ମିଳୁଥିବା ୨ ଟି ପାନୀୟ
ବରଫ ପାଣି: ଏପରି ପାଣି ପିଇଲେ ଶରୀରର ମେଟାବଲିକ୍ ପ୍ରକ୍ରିୟା ଦ୍ରୁତ ହୁଏ ଏବଂ ସେହି ବେଗରେ କ୍ୟାଲୋରୀ କ୍ଷୟ ହୋଇଥାଏ। କେବଳ ଏକ ଗ୍ଲାସ୍ ସାଦା ପାଣିରେ ଖଣ୍ଡେ ଆଇସ୍କ୍ୟୁବ୍ ପକାଇ ପିଇବା ଉଚିତ। ଯଦି ଓଜନ କମାଇବାକୁ ଚାହୁଁଥାନ୍ତି, ତେବେ ପ୍ରତିଦିନ ପ୍ରାୟ ଅଧା ଲିଟର ଏପରି ପାଣି ପିଇବାକୁ…
ସହିଦ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ବିଦେଶୀ ଚାକିରି ଛାଡି ଗାଁକୁ ଫେରିଲେ ୫୦ କାଶ୍ମୀର ଯୁବକ
ଶ୍ରୀନଗର: ଦୁଇ ମାସ ତଳେ ଆତଙ୍କବାଦୀଙ୍କ ଦ୍ବାରା କରାଯ଼ାଇଥିବା ବିଏସଏଫ ଯ଼ବାନ ଔରଙ୍ଗଜେବଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ତାଙ୍କ ଗାଁର ୫୦ ଜଣ ଯୁବକ ଆଗେଇ ଆସିଛନ୍ତି । ସେମାନେ ସାଉଦି ଆରବରେ ଚାକିରି ଛାଡି ଭାରତୀୟ ସେନା, ବିଏସଏଫ ବା ସିଆରପିଏଫରେ ଯୋଗ ଦେଇ ନିଜ ଗାଁ ପିଲାର ହତ୍ୟାର…
୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲକ୍ଷ୍ୟ ହାସଲ
ନୂଆଦିଲ୍ଲୀ - ଧାର୍ଯ୍ୟ ସମୟର ୮ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ଲକ୍ଷ୍ୟ ହାସଲ ହୋଇଛି । ୨୦୧୯ ମାର୍ଚ୍ଚ ସୁଦ୍ଧା ୫ କୋଟି ଉଜ୍ଜଳା ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଲାଗି ଲକ୍ଷ୍ୟ ରଖାଯାଇଥିବାବେଳେ ତାହା ଆଜି ହାସଲ ହୋଇଯାଇଛି । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ…
ଏହି ସବୁ ଫଳ ଖାଇଲେ ପତଳା ହେବା ସହ ଚର୍ବି କମିବ
ମେଦବହୁଳତା ଏବେ ଅଧିକାଂଶଙ୍କୁ ଏପରି ଆକ୍ରାନ୍ତ କରିଛି ଯେ ସେମାନେ ପତଳା ହେବା ଲାଗି ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକେ ଡାଏଟିଂ ବା ଖାଦ୍ୟ ନିୟନ୍ତ୍ରଣ କରୁଛନ୍ତି। ତେବେ କେବଳ ଖାଦ୍ୟ ଛାଡିବାରେ ମନମୁତାବକ ଫଳ ମିଳିନଥାଏ। କେତେକ ଜିନିଷ ଖାଇବା ଦ୍ୱାରା ବି ଓଜନ…