Sign in
Sign in
Recover your password.
A password will be e-mailed to you.
ପୁରୀର ମହୋଦଧୀରେ ହେବ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ
ଭୁବନେଶ୍ୱର.- ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମକୁ ଶ୍ରୀକ୍ଷେତ୍ରର ମହୋଦଧୀରେ ବିସର୍ଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନୂଆଦିଲ୍ଲୀରେ ସ୍ୱାର୍ଗତଃ ବାଜପେୟୀଙ୍କର ଅସ୍ଥି କଳସକୁ ପ୍ରଦାନ କରିଛନ୍ତି । ଦେଶର ଅଧିକାଂଶ ରାଜ୍ୟର…
ଫଳ କରିବ ପତଳା
ମେଦବହୁଳତା ଏବେ ଅଧିକାଂଶଙ୍କୁ ଏପରି ଆକ୍ରାନ୍ତ କରିଛି ଯେ ସେମାନେ ପତଳା ହେବା ଲାଗି ବିଭିନ୍ନ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ଅନେକେ ଡାଏଟିଂ ବା ଖାଦ୍ୟ ନିୟନ୍ତ୍ରଣ କରୁଛନ୍ତି। ତେବେ କେବଳ ଖାଦ୍ୟ ଛାଡିବାରେ ମନମୁତାବକ ଫଳ ମିଳିନଥାଏ। କେତେକ ଜିନିଷ ଖାଇବା ଦ୍ୱାରା ବି ଓଜନ…
କନେଷ୍ଟବଳ ଶାରିରୀକ ଦକ୍ଷତା ପରୀକ୍ଷା ବେଳେ ଯୁବକ ମୃତ, ୨ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲାରେ ଥିବା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ରିଜର୍ଭ ପୁଲିସ ଲାଇନ ପଡିଆରେ ଅନୁଷ୍ଠିତ ହେଉଥିବା କନେଷ୍ଟବଳ ନିଯୁକ୍ତି ପରୀକ୍ଷାର ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ଅଘଟଣ । ଏହି ସମୟରେ ୫ କିଲୋମିଟର ଦୌଡ ପ୍ରତିଯୋଗିତା ପରୀକ୍ଷା ସମୟରେ ଅସୁସ୍ଥ ହୋଇ ପଡିଥିବା ଜଣେ…
କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ
ତ୍ରିଭେନ୍ଦ୍ରମ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ଅନେକ ସ୍ଥାନରେ ବହୁ ଲୋକ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧରକରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣାଯାଉଛି । କେଉଁଠାରେ ଉଦ୍ଧାରକାରୀମାନେ ଗର୍ଭବତୀ ମହିଳାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କରୁଛନ୍ତି ତ କେଉଁଠାରେ ଛୋଟ ପିଲାକୁ ସେନାର ଜବାନ…
କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟପାଇଁ ମହାକାଶରେ ଭାରତର ୫ କୃତ୍ରିମ ଉପଗ୍ରହ କାମ କରୁଛନ୍ତି
ନୂଆଦିଲ୍ଲୀ.- କେରଳରେ ୧୦୦ ବର୍ଷରେ ପରେ ଏପରି ପ୍ରଳୟଙ୍କରୀ ବନ୍ୟା ଆସିଛି । ଏବ ବର୍ଷା କମିଥିବା ବେଳେ ବିଭନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ମାତ୍ର ବନ୍ୟାର ପ୍ରକୋପ ଏପରି ଥିଲା ଯେ କେରଳର ଅଧିକାଂଶ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଅନେକସ୍ଥାନରେ ଏକ ମହଲା ଘର…
୧୬ ବର୍ଷିୟ ସୌରଭ ଭାରତ ପାଇଁ ବନ୍ଧୁକ ଚାଳନାରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ
ନୂଆଦିଲ୍ଲୀ.- ୧୬ ବର୍ଷିୟ ବନ୍ଧୁକ ଚାଳକ ସୌରଭ ଚୌଧୁରୀ ଭାରତ ପାଇଁ ଏସିଆନ୍ କ୍ରୀଡାରେ ବନ୍ଧୁକ ଚାଳନାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ବିଶ୍ୱ କନିଷ୍ଠ ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରେକର୍ଡ କରିଥିଲେ । । ସେ ସର୍ବମୋଟ ୨୪୦.୭ ପଏଣ୍ଟ ସ୍କୋର…
ଯୋଗ ଧ୍ୟାନ କଲେ ପୁରୁଷତ୍ୱ ସହ ସ୍ମାର୍ଟନେସ୍ ବୃଦ୍ଧି ପାଏ
ଧ୍ୟାନ କରୁଥିବା ବ୍ୟକ୍ତି ସୁସ୍ଥ ସବଳ ରହିଥାଆନ୍ତି । ସେମାନଙ୍କର ମନ ସ୍ଥିର ରହିଥାଏ । ଧ୍ୟାନକଲେ ପୁରୁଷ୍ୱତ ବୃଦ୍ଧି ପାଇଥାଏ । କେବଳ ନାରୀମାନଙ୍କ ପାଇଁ ବି ଧ୍ୟାନ ଅତି ଉତ୍ତମ । ଅନେକ ବୈଜ୍ଞାନିକ ଗବେଷଣାରୁ ଏହି ତଥ୍ୟ ପ୍ରମାଣିତ ହୋଇଛି । ଧ୍ୟାନ କରିବା ଦ୍ୱାରା ବିଭିନ୍ନ ଇନ୍ଦ୍ରୀୟ…
ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା!
ଭୁବନେଶ୍ୱର.- ଓଡିଶାର ଉପକୂଳର ଉତ୍ତର ପଶ୍ଚିମ ଦିଗରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହେବା ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ୨୧ ତାରିଖ ମଙ୍ଗଳବାରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
ଡି ବଦର୍ସର ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍
କଟକ.- ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇଥିବା ଡି ବଦର୍ସ ଦୁଇ ଧଳ ସାମନ୍ତ ଭାଇଙ୍କ ମଧ୍ୟରୁ ସୁଶାନ୍ତ ଧଳ ସାମନ୍ତକୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ପୁଲିସ ଉପରକୁ ଗୁଳି ଚଳାଇବା ମାମଲରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । କଟକ ମୁଖ୍ୟ ଦୌରାଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୯…
କଲେଜ(ମହାବିଦ୍ୟାଳୟ)ରେ ମୋବାଇଲ୍ ନିଷେଧ!
ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ମୋବାଇଲ୍ ନିଷେଧ କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳରେ ମୋବାଇଲ୍ ନିଷେଧ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ୍ ବ୍ୟବହାର ନକରନ୍ତି…