ଏକା ପରି ଦେଖାଯାଉଥିବା ଯାଆଁଳା ଭଉଣୀ, ଯାଆଁଳା ଭାଇଙ୍କୁ ବାହା ହେଲେ

0 486

ନ୍ୟୁୟର୍କ: ଦୁଇ ଜଣ ଯାଆଁଳା ଭଉଣୀ , ଦେଖିବାକୁ ଏକ ପ୍ରକାର , ଉଚ୍ଚତା ଗଢଣ ସବୁ ସମାନ , ସେମାନେ ବି ଏକ ପ୍ରକାର ଦେଖାଯାଉଥିବା ଯାଆଁଳା ଭାଇଙ୍କୁ ବାହା ହୋଇଛନ୍ତି । ଏହି ଦୁଇ ଭଉଣୀଙ୍କ ନାମ ବ୍ରିଟାନୀ ଓ ବ୍ରିଆନା ଡାନେ

ବ୍ରିଟାନୀ ଓ ବ୍ରିଆନା ଜୋଶ୍‌ ଓ ଜର୍ମି ସ୍ଲେୟାର ନାମକ ଦୁଇଜଣ ଯାଆଁଲା ଭାଇଙ୍କୁ ବିବାହ କରିଛନ୍ତି । ସବୁଠାରୁ ବଡ କଥା ହେଉଛି । ଯାଆଁଳା ପର୍ବ ପାଳନ କରାଯାଉଥିବା ଅବସରରେ ଏମାନେ ବିବାହ କରିଛନ୍ତି । ଓହିଓର ଟ୍ୱିଇନ୍‌ସ୍‌ବର୍ଗରେ ଏହି ପର୍ବ ପାଳନ କରାଯାଇଥାଏ । ଗତ ବର୍ଷ ଏହି ଯାଆଁଳା ଯୋଡା ଙ୍କର ଦେଖା ସାକ୍ଷାତ ହୋଇଥିଲା ଏ ବର୍ଷ ବିବାହ ହୋଇଛି ।

Leave A Reply