Sign in
Sign in
Recover your password.
A password will be e-mailed to you.
ଏହି ଆଶ୍ରମକୁ ମହିଳା ପ୍ରବେଶ ମନା, ବିଧାୟିକା ପ୍ରବେଶ କରିବାରୁ ଗଙ୍ଗାଜଳରେ ଧୋଇଲେ
ଲକ୍ଷ୍ନୌ : ଉତ୍ତରପ୍ରଦେଶର ଏକ ପ୍ରାଚୀନ ମନ୍ଦିରରେ ଜଣେ ବିଜେପି ବିଧାୟିକା ପ୍ରବେଶ କରିବାରୁ ମନ୍ଦିରର ପୂଜକମାନେ ଗଙ୍ଗା ଜଳରେ ମନ୍ଦିରକୁ ସଫା କରିଛନ୍ତି । ଏହାକୁ ନେଇ ସାରା ରାଜ୍ୟରେ ବିବାଦ ସୃଷ୍ଟି ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ ଗତ ୧୨ ତାରିଖରେ ଉତ୍ତରପ୍ରଦେଶର ବିଜେପି…
ସ୍ମାର୍ଟଫୋନ୍ ବ୍ଲାଇଣ୍ଡନେସ୍ ବା ଅନ୍ଧତ୍ୱ,ନିଜକୁ ଏଥିରୁ ରକ୍ଷା କରିବେ କିପରି
ଏବେ ଏକ ନୂଆ ପ୍ରକାର ଚକ୍ଷୁ ରୋଗ ବା ଅନ୍ଧତ୍ୱ ଦେଖା ଦେଇଛି । ଆଖି ଉପରେ ଏହାର ଖରାପ ପ୍ରଭାବ ପଡୁଛି । ବେଳେ ବଳେ ସ୍ୱାର୍ଟଫୋନ୍ ବ୍ୟବହାରକାରୀ ସାମୟିକ ଭାବେ ନିଜର ଦୃଷ୍ଟି ଶକ୍ତି ହରାଉଛନ୍ତି । ଏହାକୁ ଟ୍ରାଜିଂଟ୍ ସ୍ମାର୍ଟ ଫୋନ୍ ବ୍ଲାଇଣ୍ଡିନେସ୍ କୁହାଯାଉଛି । ଏହାକୁ ଅସ୍ଥାୟୀ ଦୃଷ୍ଟି…
ରକ୍ତବର୍ଣ୍ଣ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ, ରାଶିର ଶୁଭ ଅଶୁଭ ଫଳ ସହ ଅନ୍ୟାନ୍ୟ ନୀତି ନିୟମ
ଜୁଲାଇ ୨୭ ରାତିଖ ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମାରେ କେତୁଗ୍ରସ୍ତ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହେବ । ଏହି ଚନ୍ଦ୍ର ଗ୍ରହଣ ସମୟରେ ରକ୍ତ ବର୍ଣ୍ଣ ବା ଲାଲ୍ ରଙ୍ଗର ଚନ୍ଦ୍ର ଦେଖା ଯିବ ଭାରତ ସମେତ ଓଡିଶାରେ ଏହା ଦୃଶ୍ୟମାନ ହେବ । ଭାରତୀୟ ସାଧାରଣ ସମୟ ଅନୁସାରେ ଏହା ୨୭ ତାରିଖ…
ନ୍ୟୁଜ୍ଫ୍ୟୁଜ୍ ଛାଡିବେ କୁନା ତ୍ରିପାଠୀ,ହେଲେ ନିଉଜ୍ଓ୍ୱାର୍ଲଡ୍ର ପରିଚାଳାନା ନିର୍ଦେଶକ !
ଭୁବନେଶ୍ୱର: ଓଡିଶାର ଲୋକ ପ୍ରିୟ ତଥା ସମ୍ବାଦ ଭିତ୍ତିକ କାର୍ଯ୍ୟକ୍ରମ ହେଉଛି ଓ ଟିଭିର ନ୍ୟୁଜ୍ ଫ୍ୟୁଜ୍ । କୁନା ତ୍ରିପାଠୀଙ୍କ ଉପାସ୍ଥାପନା ଏହାକୁ ବେଶ୍ ଲୋକ ପ୍ରିୟ କରାଇ ଦେଇଛି । ଓଟିଭର୍ ଟିଆର୍ପି ବା ଜିଆରପି ବି ଏଥିଯୋଗୁଁ ଅଧିକ । ଅନ୍ୟ ଓଡିଆ ଚ୍ୟାନେଲ୍ମାନେ ଏପରି…
ନାକରୁ ରକ୍ତ ପଡିବାର ଚିକିତ୍ସା ବା ରକ୍ତପିତ୍ତର ଚିକିତ୍ସା
ରକ୍ତଜନିତ ବିକାର, ପେଟ ଗରମ ହେଲେ ନାକରୁ ରକ୍ତ ପଡ଼େ।
ଆୟୁର୍ବେଦ ଚିକିତ୍ସାବିଜ୍ଞାନରେ ଏହା ରକ୍ତପିତ୍ତ ନାମରେ ଜଣାଯାଏ।
ବେଳେବେଳେ ପାଟି, କାନ ବାଟେ ମଧ୍ୟ ରକ୍ତ ପଡ଼ିଥାଏ।
ଏପରି ହେଲେ ଖଟା, ଲୁଣ, ମସଲାମସଲି ଖାଦ୍ୟ ଓ ଗରିଷ୍ଠ ଖାଦ୍ୟ ନ ଖାଇବା ଉଚିତ।
ମୃଦୁପାନୀୟ ପିଇବା ବନ୍ଦ…
ବେକରେ ଯନ୍ତ୍ରଣାଓ ଏହାର ଉପଶମ
ତେବେ ବେକ ପଛପଟେ ମେରୁଦଣ୍ଡ ହାଡ ଦୁର୍ବଳ ହୋଇଗଲେ ଯନ୍ତ୍ରଣା ଲାଗିରହେ ଯାହାକୁ ସର୍ଭାଇକାଲ ସ୍ପଣ୍ଡିଲୋସିସ୍ ବୋଲି କହନ୍ତି। ଏଥିରେ ପ୍ରାୟ ଚାଳିଶ ବର୍ଷ ବୟସ ପରେ ବେକ ପାଖରେ ଥିବା ମେରୁଦଣ୍ଡର ହାଡ, ଗଣ୍ଠି, ଡିସ୍କ ସବୁଥିରେ ଗଣ୍ଠିବାତ (ଅଷ୍ଟିଓଆର୍ଥ୍ରାଇଟିସ୍) ଆରମ୍ଭ ହୋଇଥାଏ। ବେକ ଓ…
ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ ଫୋନ୍ ମନା, ହୋଇପାରେ ଘାତକ
ଭୋପାଳ: ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଭୋପାଳ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ।
ବିଜୁଳି ଘଡଘଡି ମାରିବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏହା ଘାତକ…
ଘୁଙ୍ଗୁଡି ସମସ୍ୟାରୁ ରକ୍ଷା ପାଇବେ ଏମିତି
-ରାତିରେ ଶୋଇବା ସମୟରେ ଅନେକ ଲୋକ ଘୁଙ୍ଗୁଡି ମାରିଥାଆନ୍ତି । ଏହା ଏକ ସାଧାରଣ ସମସ୍ୟା । ତେବେ କେତକ କାରଣ ଯୋଗୁଁ ଲୋକ ଘୁଙ୍ଗୁଡି ମାରି ଥାଆନ୍ତି । ସାଦାରଣତଃ ଶ୍ୱାସ ନଳୀରେ ବକ୍ରତା ଯୋଗୁଁ ଏହା ହୋଇଥା ଏ। ତେବେ ଏହି ଶ୍ୱାସ ନଳୀର ପ୍ରତିବନ୍ଧକକୁ ଅଣଦେଖା କରିବା ଉଚିତ୍ ନୁହେଁ । ଶୋଇବା…
ମସ୍କୋରେ ବିୟର ଅଭାବ, ଫୁଟବଲ ଫ୍ୟାନ ପିଇଯାଉଛନ୍ତି ଦିନକୁ ଶହ ଶହ ଲିଟର ବିୟର
ମସ୍କୋ : ଋଷିଆରେ ଏବେ ବିଶ୍ୱ ଫୁଟବଲର ମହାକୁମ୍ଭ ବିଶ୍ୱକପ ଫୁଟବଲ ଚାଲିଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଫୁଟବଲପ୍ରେମୀମାନେ ଏହି ଦେଶକୁ ଆସିଛନ୍ତି । କେତେକ ନିଜ ଦେଶର ଟିମକୁ ଚିୟର କରିବାକୁ ଆସିଥିବାବେଳେ ଆଉ କେତେକ କେବଳ ଫୁଟବଲକୁ ଉପଭୋଗ କରିବାକୁ ଆସିଛନ୍ତି । ଋଷିଆରେ ଏବର୍ଷ ଟିକିଏ…
ଏହି ତିନୋଟି ହାଇଏଣ୍ଡ ସ୍ମାର୍ଟଫୋନ୍ର ବିଲୁକୁଲ୍ ନୂଆ ଫିଚର୍, ୪୦ ଏମ୍ପି କ୍ୟାମେରା ସେନସ୍ର
ଏବେ ବଜାରରେ ଓ ଅନ୍ଲାଇନ୍ ବିଭିନ୍ନ ସ୍ମାର୍ଟଫୋନ୍ ଉପଲବ୍ଧ ହେଉଛି । ଏଥିରେ ନୂଆ ନୂଆ ଫିଚର ଆସୁଛି । ଅନ୍ୟ ଓଏସ୍ ଅପେକ୍ଷା ଆଣ୍ଡ୍ରଏଡ୍ ଓଏସ୍ ଥିବା ଫୋନ୍ମାନଙ୍କର ଚାହିଦା ବୃଦ୍ଧି ପାଉଛି । ତେବେ ସାମସଙ୍ଗ, ଭିଭୋ ଓ ହୁଓ୍ୱାଇ ସ୍ୱତନତ୍ର ଫିଚର ଥିବା ସ୍ମାର୍ଟ ଫୋନ୍ ଲଞ୍ଚ୍ …