Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
Browsing Category
					
		
		ଓଡିଶା
ମୋଦି ପ୍ରଶଂସା କଲେ ଓଡ଼ିଶାର ପର୍ଯ୍ୟଟନ ଓ ହକି ଖେଳକୁ
					ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍କି ବାତ୍  କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନର ଭୂରି ଭୂରି ପ୍ରଶଂସା କରିବା ସହ , କଳିଙ୍ଗଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା   ହକି ବିଶ୍ୱକପ୍ କଥା ବି କହିଛନ୍ତି ।   ଓଡିଶାର କଳା ସଂସ୍କୃତି ଓ ପରମ୍ପରା ଅତି ଉନ୍ନତ । ଏଠାରେ…				
						ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା, ବଢିବ ଶୀତ
					କଟକ/ଭୁବନେଶ୍ୱର . – ବଙ୍ଗୋପସାଗରରେ ପଶ୍ଚିମ ଓ କେନ୍ଦ୍ର ଭାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ଥିବା ଭାରତୀୟ ପାଣିପାଗ ସୂଚନା ଦେଇଛି । ରବିବାରଠାରୁ  ବୁଧବାର ପର୍ଯ୍ୟନ୍ତ ଏହାର ପ୍ରଭାବରେ  ପୁରୀ,…				
						ଅତି ଭୀଷଣ ରୂପ ଧାରଣ କରୁଛି ସାମୁଦ୍ରିକ ଝଡ଼ ତିତଲି, ପବନର ବେଗ ଘଣ୍ଟା ପ୍ରତି ୧୬୫ କିମି ଛୁଇଁବା ଆଶଙ୍କା
					ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରକ ଝଡ଼ ‘ତିତଲି’  ବେଳକୁବେଳ ଅଧିକ ଭୀଷଣ ହେଉଛି । ପୂର୍ବରୁ ଏହାକୁ ଭୀଷଣ ସାମୁଦ୍ରିକ ଝଡ଼ କୁହାଯ଼ାଉଥିବାବେଳେ ଆଜି ତାହାକୁ ଅତି ଭୀଷଣ ସାମୁଦ୍ରିକ ଝଡ଼କୁ ବଦଳାଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଏହା ଗୋପାଳପୁରଠାରୁ…				
						ମାଡିଆସୁଛି ସାମୁଦ୍ରିକ ବାତ୍ୟା ତିତିଲି, ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ ପବନର ବେଗ
					ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ତିତଲି ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଏବେ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମଠାରୁ ଦକ୍ଷିଣପୂର୍ବ ଦିଗରେ  କେନ୍ଦ୍ରୀଭୂତ ହୋଇରହିଛି ।…				
						ସହଜ ଜୀବିକା ନିର୍ବାହ ସୂଚକାଙ୍କ’, ସର୍ବୋକୃଷ୍ଟ ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ , ଆନ୍ଧ୍ର ପ୍ରଥମ
					ନୂଆଦିଲ୍ଲୀ .  -  ସହଜ ଜୀବିକା ନିର୍ବାହ ସୂଚକାଙ୍କ ମାନ୍ୟତାରେ ଆନ୍ଧ୍ର ପ୍ରଦେଶ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏ ସଂପର୍କୀତ ସୂଚନା ଜାରି କରାଯାଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା ଏବଂ ତୃତୀୟ ସ୍ଥାନରେ…				
						ଏଚଆଇଭି ଆକଳନ ୨୦୧୭ ଜାରି କଲା ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ
					ନୂଆଦିଲ୍ଲୀ  . - ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଶୁକ୍ରବାରେ ନୂଆଦିଲ୍ଲୀଠାରେ ଏକ କାର୍ୟ୍ୟକ୍ରମରେ ଏଚଆଇଭି ଆକଳନ ରିପୋର୍ଟ ୨୦୧୭ ଜାରି କରିଛି । ରାଷ୍ଟ୍ରୀୟ ଏଡସ୍ ନିୟନ୍ତ୍ରଣ କାର୍ୟ୍ୟକ୍ରମ  ଅଧିନରେ ଏଚଆଇଭି ଆକଳନ ରିପୋର୍ଟ ଏଚଆଇଭି ଅନୁକ୍ରମର ୧୪ତମ ସଂସ୍କରଣ । ନାକୋ ଭାରତୀୟ…				
						ଅନ୍ୟାନ୍ୟ ସଂସ୍ଥାର ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମ୍ ଠାରୁ ନିର୍ବାଚନ କମିସନଙ୍କ ଇଭିଏମ୍ ସମ୍ପୂର୍ଣ୍ଣ ଭିନ୍ନ
					ନୂଆଦିଲ୍ଲୀ  .-ନିକଟରେ ବିଭିନ୍ନ ସଙ୍ଗଠନ/ସଂସ୍ଥାରେ ଅନୁଷ୍ଠିତ ନିର୍ବାଚନରେ ବ୍ୟବହାର କରାଯାଇଥିବା ଇଭିଏମରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଖବର ଭାରତର ନିର୍ବାଚନ କମିସନ (ଋଉଓ)ଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଇଭିଏମ୍ ବାବଦରେ ଭୁଲ୍ ଧାରଣା ସୃଷ୍ଟି କରିଛି । ଏହା ଭାରତର ନିର୍ବାଚନ…				
						ଭୀଷଣ ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ
					ଭୁବନେଶ୍ୱର .- ପବୂ-ର୍କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ  ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପାରେ ଭୀଷଣ ଅବପାତ ର ରୂପ ନେଇଛି । ୨୦ ତାରିଖ ମଧ୍ୟରାତ୍ରୀ ପରେ ବା ୨୧ ତାରିଖ ସକାଳେ ଏହା  ଆନ୍ଧ୍ରର ଉତ୍ତର କିମ୍ବା ଓଡିଶାର ପୁରୀ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର…				
						ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ଏମର୍ଜେିନ୍ସି କଥା ମନେ ପକାଉଛି : ବୈଜୟନ୍ତ
					 
ଭୁବନେଶ୍ୱର: କେବଳ ତାଙ୍କୁ ହଇରାଣ କରିବା ପାଇଁ ଓ ସେ ଯେପରି ଲୋକମାନଙ୍କ ଗହଣକୁ ଯାଇ ନପାରନ୍ତି, ସେଥିଲାଗି ଓଡ଼ିଶା ସରକାର କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଏପରି ପ୍ରତିଶୋଧମୂଳକ କାର୍ଯ୍ୟ ପୂର୍ବରୁ ଜରୁରୀ ପରିସ୍ଥିତି…				
						ମଙ୍ଗଳବାରରୁ ଲଘୁଚାପ , ୪ ଦିନ ଧରି ବର୍ଷିବ
					ଭୁବନେଶ୍ୱର  .- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣୀବଳୟ  ସମୁଦ୍ର ପତ୍ତନଠାରୁ୫.୮  କିଲୋମିଟର ଉଚ୍ଚରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୧୮ ତାରିଖରୁ ଲଗୁଚାପ ସୃଷ୍ଟି ହେବା ସହ ୪ ଦିନ ଧିର ବର୍ଷା ସମ୍ଭାବନା ଦେଖାଦେଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ…				
						