Browsing Category

ଓଡିଶା

ସରକାରୀ ଅର୍ଥ ହଡପ ଅଭିଯୋଗରୋ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର - ଲୋକଙ୍କ ପାଇଁ ଆସୁଥିବା ସରକାରୀ ଯୋଜନାର ଅର୍ଥ ହଡପ ଅଭିଯୋଗରେ ଜଣେ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ରାଜ୍ୟ ପଞ୍ଚାୟତି ରାଜ ବିଭାଗ ତାଙ୍କୁ ନିଲମ୍ବିତ କରିଛି । ବିଭିନ୍ନ ଉନ୍ନୟନ ଯୋଜନା ପାଇଁ ଦିଆଯାଉଥିବା ସରକାରୀ ଟଙ୍କୁ ଆତ୍ମସାତ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ…

ସାପ କାମୁଡ଼ାରେ ଦୁଇ ମୃତ

ଅନୁଗୋଳ . - ଅନୁଗୋଳ ଜିଲ୍ଲା ଛେଣ୍ଡି ଦା ଅଞ୍ଚଳରେ ସାପ କାମୁଡ଼ାରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁବାର ରାତିରେ ଜିଲ୍ଲାର ତେଣ୍ଟୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି…

ପାଟକୁରା ନିର୍ବାଚନ

ପାଟକୁରା . - ପାଟକୁରା ବିଧାନସଭା ଆସନ ଲାଗି  ଭୋଟ୍‍ ଗ୍ରହଣ କରାଯାଇଛି । ଏହି ନିର୍ବାଚନ ଲାଗି ପ୍ରଚାରକାର୍ଯ୍ୟ ଗୁରୁବାର ସଂଧ୍ୟାରେ ଶେଷ ହୋଇଛି । ପାଟକୁରା ବିଧାନସଭା ମଣ୍ଡଳୀରେ ୨ଲକ୍ଷ ୪୭ ହଜାର ୭୪୭ଜଣ ଭୋଟର ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ହଜାର ୪୩୧ଜଣ ପୁରୁଷ, ୧ଲକ୍ଷ ୭ହଜାର…

ଶୁକ୍ରବାରର ମୁଖ୍ୟ ସମ୍ବାଦ

--ରାଜ୍ୟରେ ଦେଖାଦେଇଥିବା ମରୁଡ଼ି ପରିସ୍ଥିତି ସଂପର୍କରେ ଆସନ୍ତା ୨ଦିନ ମଧ୍ୟରେ ବିଧାନସଭାରେ ବିବୃତ୍ତି ଦେବାକୁ ବିଭାଗୀୟ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ। -- ପାଟକୁରା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ - ରବିବାର ମତଦାନ -ସମ୍ବେଦନଶୀଳ ବୁଥ୍‍ରେ ବ୍ୟାପକ…

ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ . - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଗୁରୁବାରରେ କଟକ ବଡ଼ ମେଡିକାଲ୍‍ରେ ଚିକିତ୍ସାଧୀନ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ପଦ୍ମଶ୍ରୀ ରାଓଙ୍କ…

ରାଜ୍ୟରେ ମିଳିବ ଉନ୍ନତ ଧରଣ ର ପାଣିପାଗ ସୂଚନା, ଲାଗିବ ଆଉ ଦୁଇଟି ଡପଲର୍‌ ରାଡାର୍‌

ଭୁବନେଶ୍ୱର . - ରାଜ୍ୟରେ ବର୍ତ୍ତମାନ ପାରାଦ୍ୱୀପ ଓ ଗୋପାଳପୁରଠାରେ ଡପ୍ଲର ରାଡାର୍‍ ସ୍ଥାପନ କରାଯାଇଛି । ବାଲେଶ୍ୱର ଓ ସମ୍ବଲପୁରଠାରେ ମଧ୍ୟ ଏଭଳି ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାରରେ ବିଧାନସଭାରେ ଏହି ସୂଚନା…

ଓଡିଶୀ ନୃତ୍ୟଗୁରୁ ସୋନାଲ୍‍ ମାନ୍‍ସିଂ ପାଇବେ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର

ନୂଆଦିଲ୍ଲୀ . - ଓଡିଶୀ ନୃତ୍ୟଗୁରୁ ସୋନାଲ୍‍ ମାନ୍‍ସିଂ ସଙ୍ଗୀତ ନାଟକ ଏକାଡେମୀ ରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଡିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେହିପରି ଓଡିଶୀ ନୃତ୍ୟଶିଳ୍ପୀ ସୁରୁପା ସେନ୍‍ ଓ ଛଉନୃତ୍ୟ ପାଇଁ ତପନ କୁମାର…

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଭୁବନେଶ୍ୱର . - ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଶ୍ୱ ଭୂଷଣ ହରିଚନ୍ଦନଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ବିଶ୍ୱ ଭୂଷଣ ହରିଚନ୍ଦନ ୧୯୭୧ ମସିହାରେ ରାଜନୀତିରେ ଯୋଗଦେଇଥିଲେ ତେବେ…

୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର - ରାଜ୍ୟରେ ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବା ସହ ପଶ୍ଚିମ, ଦକ୍ଷିଣଓଡ଼ିଶାରେ କୋହଲା ପାଗ ରହିବ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ ବର୍ଷାର ଆଶଙ୍କା ନାହିଁ…

କଟକରେ କମନ୍‌ଓ୍ୱେଲଥ୍‌ ଟେବୁଲ ଟେନିସ୍‍ ପ୍ରତିଯୋଗିତା ଉଦ୍‌ଘାଟିତ

କଟକ- କଟକରେ କମନ୍‌ଓ୍ୱେଲଥ୍‌ ଟେବୁଲ ଟେନିସ୍‍ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଜବାହରଲାଲ ନେହେରୁ ଇନ୍‍ଡୋର ଷ୍ଟାଡିୟମରେ ୧ତମ ଅନ୍ତର୍ଜାତିୟ ଟେବୁଲ୍‍ ଟେନିସ୍‍ ଚାମ୍ପିୟନସିପ୍‍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଉଦ୍‍ଘାଟନ କରିଥିଲେ। ଏହି ଏହି ପ୍ରତିଯୋଗିତାରେ ଭାରତ,…