Sign in
Sign in
Recover your password.
A password will be e-mailed to you.
Browsing Category
ଖବର
କନେଷ୍ଟବଳ ଶାରିରୀକ ଦକ୍ଷତା ପରୀକ୍ଷା ବେଳେ ଯୁବକ ମୃତ, ୨ ଗୁରୁତର
ବୌଦ୍ଧ: ବୌଦ୍ଧ ଜିଲାରେ ଥିବା ଇଣ୍ଡିଆନ୍ ରିଜର୍ଭ ବାଟାଲିୟନର ରିଜର୍ଭ ପୁଲିସ ଲାଇନ ପଡିଆରେ ଅନୁଷ୍ଠିତ ହେଉଥିବା କନେଷ୍ଟବଳ ନିଯୁକ୍ତି ପରୀକ୍ଷାର ଶାରୀରିକ ଦକ୍ଷତା ପରୀକ୍ଷା ବେଳେ ଅଘଟଣ । ଏହି ସମୟରେ ୫ କିଲୋମିଟର ଦୌଡ ପ୍ରତିଯୋଗିତା ପରୀକ୍ଷା ସମୟରେ ଅସୁସ୍ଥ ହୋଇ ପଡିଥିବା ଜଣେ…
ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା!
ଭୁବନେଶ୍ୱର.- ଓଡିଶାର ଉପକୂଳର ଉତ୍ତର ପଶ୍ଚିମ ଦିଗରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଅଧିକ ଘନୀଭୂତ ହେବା ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ୨୧ ତାରିଖ ମଙ୍ଗଳବାରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
ଡି ବଦର୍ସର ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍
କଟକ.- ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇଥିବା ଡି ବଦର୍ସ ଦୁଇ ଧଳ ସାମନ୍ତ ଭାଇଙ୍କ ମଧ୍ୟରୁ ସୁଶାନ୍ତ ଧଳ ସାମନ୍ତକୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ପୁଲିସ ଉପରକୁ ଗୁଳି ଚଳାଇବା ମାମଲରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । କଟକ ମୁଖ୍ୟ ଦୌରାଜଜ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୧୯୯୯…
ଆଡଭାନୀଙ୍କ ପାଇଁ ଜେଲ୍ରେ ରୋଷେଇ କରୁଥିଲେ ବାଜପେୟୀ, ଜରୁରୀକାଳୀନ ପରିସ୍ଥିତିରେ ଦୁଇ ଜଣ ଏକାଠି ଜେଲ୍ରେ ଥିଲେ
ନୂଆଦିଲ୍ଲୀ.- ବରିଷ୍ଠ ବିଜେପି ନେତା ଲାଲ୍ କୃଷ୍ଣ ଆଡଭାନୀଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ରୋଷେଇ କରୁଥିଲେ । ଆଡଭାନୀ ନିଜର ଏକ ଲେଖାରେ ଏହି କଥାକୁ ପ୍ରକାଶ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତ ବେଳେ ଦୁଇଜଣଙ୍କୁ ବାଙ୍ଗାଲୋର ଜେଲ୍ରେ ବନ୍ଦୀ କରାଯ।ଇଥିଲା…
ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ହେଲେ ଯୁବକ
ରାୟପୁର.- ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲମାନ ଯୁବକ ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ମହମ୍ମଦ ଇବ୍ରାହିମ୍ ସିଦ୍ଦିକି ନାମକ ୩୩ ବର୍ଷିୟ ଯୁବକ ୨୩ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି । ଏବେ ସେ ଧର୍ମ…
ନେତାଜୀଙ୍କର ଚିତାଭସ୍ମ ଆଣିବା ପାଇଁ ଦାବି କଲେ ଝିଅ ଅନୀତା ବୋଷ
ନୂଆଦିଲ୍ଲୀ.- ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତାଭସ୍ମକୁ ଜାପାନରୁ ଭାରତ ଆଣିବା ପାଇଁ ତାଙ୍କର ଏକମାତ୍ର ଝିଅ ଅନୀତା ବୋଷ ପାଫ୍ ଦାବି କରିଛନ୍ତି । ନେତାଜୀଙ୍କର ଚିତାଭସ୍ମ ଜାପାନର ରେଙ୍କୋଜୀ ମନ୍ଦିରରେ ରହିଥିବା ବିଶ୍ୱାସ କରାଯାଉଛି । ଏହା ଜାପନର ରାଜଧାନୀ ଟୋକିଓରେ ରହିଛି । ନେତାଜୀ…
ଜିଲାପାଳ କହିଲେ ସରକାରୀ ବଙ୍ଗଳାରେ ଭୁତ ଅଛନ୍ତି
ହାଇଦ୍ରାବାଦ.- ଅନେକ ଲୋକ ଭୁତକୁ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ଏଥିରେ ବିଶ୍ୱାସ କରନ୍ତି ନାହିଁ । ମାତ୍ର ଜଣେ ଜିଲାପାଳ ଏକ ସାକ୍ଷାତକାରରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାର ପ୍ରଥମ ମହଲାରେ ଭୁତ ରହୁଥିବା କଥା କହିବାପରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଏହାର…
ଅଟଳ ବିହାରୀ ବାଜପେୟୀଙ୍କୁ ଫେସ୍ବୁକ୍ରେ ସମାଲୋଚନା କରି ଛେଚା ଖାଇଲେ ସହ ପ୍ରଧ୍ୟାପକ
ପାଟଣା.- ଜନ ନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ନିଜ ଫେସ୍ବୁକ୍ ଆକାଉଣ୍ଟରେ ସମାଲୋଚନା କରିବା ଜଣେ ସହ ପ୍ରଧ୍ୟାପକ( ଆସିଷ୍ଟାଣ୍ଟ ପ୍ରଫେସର)ଙ୍କୁ ମହଙ୍ଗା ପଡିଛି । କିଛି ଛାତ୍ର ଓ ଅନ୍ୟ ଲୋକ ତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି ।
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନିଧନ…
ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମରାନ୍ ଖାନ୍, ଶପଥ ଗ୍ରହଣ ଉତ୍ସବରେ ନବଜୋତ ସିଂ ସିଦ୍ଧୁ…
ଇସଲାମବାଦ. ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ କ୍ରିକେଟିୟରଇମରାନ୍ ଖାନ୍ ଶପଥ ଗ୍ରହଣ କରିଛନ୍ତି । । ସେ ପାକିସ୍ତାନ ତେହରିକ୍ ଇ ଇନସାଫ୍ ଦଳର ମୁଖ୍ୟ । ଗତ ନିର୍ବାଚନରେ ତାଙ୍କ ଦଳ ସର୍ବାଧିକ ଆସନ ଜିତିଥିଲା । ଶୁକ୍ରବାରରେ ଜାତୀୟ ଆସମ୍ବ୍ଲିରେ ଅନୁଷ୍ଠିତ ନିର୍ବାଚନରେ…
ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପୁରୁଷ ବନ୍ଧୁ ନିକଙ୍କ ବିବାହ ପୂର୍ବ ରୋକା ପର୍ବରେ ନେଲେ ବଡଙ୍କ ଆଶୀର୍ବାଦ
ମୁମ୍ବାଇ. ପ୍ରିୟଙ୍କା ଚୋପ୍ରା ତାଙ୍କର ପୁରୁଷ ବନ୍ଧୁ ନିକ୍ଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଅନୁଷ୍ଠିତ ହେଉଥିବା ରୋକା ରୀତି ବା ବଡଙ୍କ ଠାରୁ ଆଶୀର୍ବାଦ ନେବାର ରୀତିନୀତି ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇରେ ଥିବା ପ୍ରିୟଙ୍କା ଚୋପ୍ରାଙ୍କର ବାସ ଗୃହରେ ଏହି ଉତ୍ସବ…