Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ଓଏଏସ ପରୀକ୍ଷାରେ କାକ୍ସର ଅଦ୍ଭୂତପୂର୍ବ ସଫଳତା ; ଶୀର୍ଷ ୧୦ରେ ଦୁଇ ଜଣ, ସହ ମୋଟ ୯୨ ଜଣ ସଫଳ
ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ୨୦୨୨ ମସିହା ପାଇଁ ଅନୁଷ୍ଠିତ ଓଡ଼ିଆ ସିଭିଲ ସର୍ଭିସେସ ପରୀକ୍ଷାର ଫଳ ପ୍ରକାଶ ପାଇଛି ଓ ଏଥିରେ ଚୂଡାନ୍ତ ରାଉଣ୍ଡରେ ଇଣ୍ଟରଭିଉ ଦେଇଥିବା ୧୩୬୭ ପରୀକ୍ଷାର୍ଥୀ ମଧ୍ୟରୁ ମୋଟ ୭୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେଇଛନ୍ତି ଓ ଏଥି ମଧ୍ୟରୁ କଳିଙ୍ଗ!-->…
ଆଲେକଜାଣ୍ଡାରଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ ଶିକ୍ଷାବିତ ସମ୍ମାନ
ଇଣ୍ଟରଭ୍ୟୁ ଟାଇମ୍ସ ଦ୍ଵାରା ସମ୍ମାନିତ କରାଯାଇଥିବା ଶ୍ରେଷ୍ଠ ୨୦ ଜଣ ବ୍ୟକ୍ତିତ୍ଵଙ୍କ ଭିତରେ ଆଲେକ୍ସ୍ ଅନ୍ୟତମ
ଭୁବନେଶ୍ଵର : ଯାଜପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସଙ୍କୁ ଶ୍ରେଷ୍ଠ ପ୍ରେରଣାଦାୟକ!-->!-->!-->!-->!-->…
ଇନୋଭେଟ ଓଡିଶା ୨.୦ ହ୍ୟାକାଥନର ଉଦ୍ଯାପନୀ ସମାରୋହ
“ରାଜ୍ୟ ସରକାର ଓଡିଶାର ଯୁବପିଢିଙ୍କ ପ୍ରୟାସଗୁଡିକୁ ସମର୍ଥନ କରିବେ: ଏମ୍ଏସ୍ଏମ୍ଇ ମନ୍ତ୍ରୀ
ଭୁବନେଶ୍ୱର : ଚନ୍ଦକାସ୍ଥିତ ନାଳନ୍ଦା ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ଓଡିଶାର ସର୍ବବୃହତ ନିର୍ମାତା ହ୍ୟାକାଥନ ଇନୋଭେଟ ଓଡିଶା ୨.୦ ତଥ୍ୟପୂର୍ଣ୍ଣ ଆଲୋଚନା ଓ ନୂତନ ସମାଧାନଗୁଡିକର!-->!-->!-->…
କଟକ ଶାନ୍ତି ମେମୋରିଆଲ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ
ଭୁବନେଶ୍ୱର: କଟକ ଶାନ୍ତି ମେମୋରିଆଲ ହସ୍ପିଟାଲରେ ସେପ୍େଟମ୍ବର ୨୮ ଓ ୨୯ ତାରିଖରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ୨୮ ତାରିଖରେ ହସ୍ପିଟାଲ ପରିସରରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ପରାମର୍ଶଦାତା ହୃଦ୍ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠୀ ଏବଂ ମେଡିସିନ!-->…
ଇନୋଭେଟ୍ ଓଡ଼ିଶା ୨.୦ ଉଦଘାଟିତ
‘ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଭାବନ ଗୁରୁତ୍ୱପୂର୍ଣ୍ଣ’- ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଉଦ୍ଭାବନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଲନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ଏବଂ କାରଖାନା!-->!-->!-->!-->!-->…
ଓଡ଼ିଶାର ଷ୍ଟାର୍ଟଅପ ବନଭି ଏରୋ ପକ୍ଷରୁ ଲଦାଖର ସର୍ବୋଚ୍ଚ ଗିରିଶୃଙ୍ଗରେ ୟୁଏଭି ହୋଭରର ପରୀକ୍ଷଣ ସହ ବିଶ୍ୱ ରେକର୍ଡ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍ଚରିଂ ଫାର୍ମ ତଥା ଓଡ଼ିଶାର ବନ୍ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍ମ୍ୟାନ୍ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଂଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରିଛି ।!-->…
ଆଇଏସ୍ବି ପକ୍ଷରୁ ନୂଆ ପାଠ୍ୟକ୍ରମ ପିଜିପି ୱାଇଏଲ୍ର ଶୁଭାରମ୍ଭ
ଭୁବନେଶ୍ୱର : ୨୦୦୧ରେ ଏହାର ଆରମ୍ଭ ପରଠାରୁ ମ୍ୟାନେଜମେଂଟ ଶିକ୍ଷା କ୍ଷେତ୍ରରେ ନୂଆ ବେଂଚ୍ମାର୍କ ସୃଷ୍ଟି କରିବା ପାଇଁ ପରିଚିତ ଇଣ୍ଡିଆନ ସ୍କୁଲ ଅଫ୍ ବିଜ୍ନେସ୍ (ଆଇଏସ୍ବି) ପକ୍ଷରୁ ପିଜିପି ୱାଇଏଲ୍ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ହେଉଛି ଯୁବ ଲିଡରମାନଙ୍କ ପାଇଁ ମ୍ୟାନେଜମେଂଟ୍!-->…
ଭଲ ଭାବରେ ରନ୍ଧା ହୋଇଥିବା ଚିକେନ ଖାଇବା ପାଇଁ ହୋଇଥାଏ ସୁରକ୍ଷିତ
ରନ୍ଧା ଯାଇଥିବା ଖାଦ୍ୟ ମାଧ୍ୟମରେ ସଂକ୍ରମିତ ହୋଇପାରିବ ନାହିଁ ଫ୍ଲୁ ଭାଇରସ୍: ଅନୁସନ୍ଧାନଭୁବନେଶ୍ୱର : କେଏଫ୍ସି ଇଣ୍ଡିଆ ଗ୍ରାହକଙ୍କୁ ଖାଦ୍ୟ ସୁରକ୍ଷାର ସର୍ବୋଚ୍ଚ ସ୍ତର ପ୍ରଦାନ କରିବା ପାଇଁ ଦୃଢ ଭାବେ ପ୍ରତିବଦ୍ଧ ରହିଛି । ଭାରତର ସବୁଠାରୁ ବିଶ୍ୱସନୀୟ ରେଷ୍ଟୁରାଂଟ ବ୍ରାଣ୍ଡ ଭାବେ!-->…
ଓଡିଶାର ଡିଜାଇନ ଛାତ୍ରୀଙ୍କ ଅଭିନବ ପୋର୍ଟେବୁଲ ଇନ୍ସୁଲିନ କୁଲର୍କୁ ମିଳିଲା ପୁରସ୍କାର
ଭୁବନେଶ୍ୱର : ଓଡିଶାର କୋମଲ ପଣ୍ଡାଙ୍କୁ ଜେମ୍ସ ଡାଇସନ ଆୱାର୍ଡ ୨୦୨୪ ପାଇଁ ଭାରତର ଜାତୀୟ ବିଜେତା ଘୋଷଣା କରାଯାଇଛି । ତାଙ୍କର ଉଦ୍ଭାବନ ‘ନୋଭୋକ୍ୟାରୀ’ -ଏକ ପୋର୍ଟେବୁଲ କୁଲିଙ୍ଗ କ୍ୟାରିୟରକୁ ଦେଶବ୍ୟାପୀ ଏକାଧିକ ଉଦ୍ଭାବନଗୁଡିକ ମଧ୍ୟରେ ଚୟନ କରାଯାଇଛି, ଯାହା ଇନ୍ସୁଲିନ ଓ ଅନ୍ୟାନ୍ୟ!-->…
ଅମ୍ବି ଓ ବିନ୍ଦୁ ସୁବ୍ରମଣ୍ୟମ୍ଙ୍କ ବାଦ୍ୟ ସଂଚାଳନ (ମ୍ୟୁଜିକାଲ୍ ଫ୍ୟୁଜନ୍)ରେ ଦର୍ଶକ ମନ୍ତ୍ରମୁଗ୍ଧ
ଭୁବନେଶ୍ୱର : ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ସଙ୍ଗୀତଜ୍ଞ ଅମ୍ବି ଏବଂ ବିନ୍ଦୁ ସୁବ୍ରମଣ୍ୟମ୍!-->…