Sign in
Sign in
Recover your password.
A password will be e-mailed to you.
Browsing Category
ଖବର
୬୪ତମ ସିଜିପିବି ବୈଠକରେ ଭାରତର ଖଣିଜ ଓ ଖଣିକ୍ଷେତ୍ରରେ ଉଦ୍ଭାବନ, ସ୍ଥାୟୀତା ଏବଂ ଅଭିବୃଦ୍ଧିପାଇଁ ସାମୂହିକ ପ୍ରୟାସ…
ଭୁବନେଶ୍ୱର: କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟ ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ କାନ୍ତ ରାଓ ଅଧ୍ୟକ୍ଷତା କରିଥିଲେ । ଏହି!-->!-->!-->…
ଭାରତରେ ‘ମେଡ୍ ଇନ୍ ଇଣ୍ଡିଆ’ ଫାଷ୍ଟ ଏଭର ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ ଅଲ ଇଲେକ୍ଟ୍ରିକର ବଜାର ପ୍ରବେଶ
ଭୁବନେଶ୍ୱର : ବିଏମଡବ୍ଲୁ ଇଣ୍ଡିଆ ଅଟୋ ଏକ୍ସପୋ ୨୦୨୫ରେ ଫାଷ୍ଟ-ଏଭର ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍ ଇଲେକ୍ଟ୍ରିକ୍ର ଶୁଭାରମ୍ଭ କରିଛି। ଆଜିଠାରୁ ସାରା ଭାରତରେ ଥିବା ବିଏମଡବ୍ଲୁ ଡିଲରସିପରେ ଏହି କାର ବୁକ୍ କରାଯାଇପାରିବ ।
ବିଏମଡବ୍ଲୁ ଏକ୍ସ ୧ ଲଙ୍ଗ ହ୍ୱିଲବେସ୍ ଅଲ୍!-->!-->!-->!-->!-->…
ଭିଭିତ୍ସା ୱାର୍ଲ୍ଡ ସ୍କୁଲର ନୂଆ ଲୋଗୋ ଉନ୍ମୋଚିତ, ଉତ୍କର୍ଷତା ଦିଗରେ ଏକ ବଡ଼ ପଦକ୍ଷେପ
କ୍ୟୁରିଅସ୍ କବ୍ସ ପ୍ରିସ୍କୁଲର ଗୌରବମୟ ୧୦ ବର୍ଷ ପାଳନ
ସମ୍ବଲପୁର : କ୍ୟୁରିଅସ କବ୍ସ, ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ ଘୋଷଣା କରି ବେଶ୍ ଆନନ୍ଦିତ, ଯାହାକି ଶିକ୍ଷା କ୍ଷେତ୍ରରେ ଏହାର ଆଗାମୀ ଉଚ୍ଚାଭିଳାଷୀ ଅଧ୍ୟାୟ । ସମ୍ବଲପୁରରେ ଶିକ୍ଷାର!-->!-->!-->…
ବିଏନଆଇ ଭୁବନେଶ୍ୱର ପକ୍ଷରୁ ସଫଳତାର ସହ ବିଏନଆଇ ଭୁବନେଶ୍ୱର କ୍ରିକେଟ ଚାମ୍ପିଅନସିପ୍ ୪.୦ ଆୟୋଜନ
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଏନ୍ଆଇ ଭୁବନେଶ୍ୱର କ୍ରିକେଟ୍ ଚାମ୍ପିଅନସିପ୍ ୪.୦ (ବିସିସି ୪.୦)ର ସଫଳ ଆୟୋଜନ ଭୁବନେଶ୍ୱର ହାଇଟେକ୍ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି । ଏହି ରୋମାଂଚକର କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ବିଏନଆଇର ଗତିଶୀଳ ବ୍ୟବସାୟୀ ସମୁଦାୟକୁ କ୍ରିକେଟ,!-->…
ଓଡ଼ିଶାରେ ପରିବର୍ତନଶୀଳ ଜି୨ସି ପ୍ରୋଗ୍ରାମଗୁଡିକ ସମ୍ପର୍କରେ ଆଲୋଚନା
ଭୁବନେଶ୍ୱର : ୟୁନିକ୍ ଇନ୍ଫୋ ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀ ପ୍ରକାଶ ଶାହା ଓଡିଶାରେ ପରିବର୍ତନଶୀଳ ଗଭର୍ଣ୍ଣମେଂଟ-ଟୁ-ସିଟିଜେନ (ଜି୨ସି) ପ୍ରୋଗ୍ରାମଗୁଡିକର କାର୍ଯ୍ୟକାରିତା ଉପରେ ଏକ ତଥ୍ୟପୂର୍ଣ୍ଣ ଆଲୋଚନାରେ ନିଜର ମତାମତ ବ୍ୟକ୍ତ କରିଛନ୍ତି । ୱାନ ନେଶନ ୱାନ୍ ଷ୍ଟୁଡେଂଟ ଆଇଡି!-->!-->!-->…
ଭୁବନେଶ୍ୱରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍ଶୋ ଆୟୋଜିତ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତର ପ୍ରଦେଶ ସରକାର ମହାକୁମ୍ଭ ୨୦୨୫କୁ ଭାରତର ସାଂସ୍କୃତିକ ଏକତାର ଏକ ଆନ୍ତର୍ଜାତୀୟ ପ୍ରତୀକରେ ପରିଣତ କରିବା ପାଇଁ ସମର୍ପିତ ରହିଛନ୍ତି । ଏହି ପ୍ରୟାସ ଓ ଲକ୍ଷ୍ୟର ଅଂଶ ଭାବେ ଉତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନୀଲ!-->…
ଭୁବନେଶ୍ୱରରେ ରଣନୈତିକ ସମ୍ପ୍ରସାରଣ ସହ ବୀମା କଭରେଜ ବିସ୍ତାର କରିଛି ପିବିପାର୍ଟନର୍ସ
ଭୁବନେଶ୍ୱର : ପଲିସି ବାଜାର ଅଧିନସ୍ଥ ଏକ ବ୍ରାଣ୍ଡ, ପିବିପାର୍ଟନର୍ସ ଏଜେଂଟ ଅଂଶୀଦାରମାନଙ୍କର ଏକ ଶକ୍ତିଶାଳୀ ନେଟୱାର୍କକୁ ଆକର୍ଷିତ କରିଛି, ଯାହା ମୋଟର ବୀମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଛି । ଓଡ଼ିଶା ଭଳି ପ୍ରମୁଖ ବଜାର ଏବଂ ଭୁବନେଶ୍ୱର ଭଳି ସହରରେ ରଣନୈତିକ ଭାବେ ବିସ୍ତାର!-->!-->!-->…
ଏନ୍ଆଇଏଫ୍ ଗ୍ଲୋବାଲ ଭୁବନେଶ୍ୱରର ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟୁୟର୍କ ଓ ଲଣ୍ଡନର ଫ୍ୟାଶନ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର…
ଭୁବନେଶ୍ୱର: ନ୍ୟୁୟର୍କ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ- ଏନ୍ଆଇଏଫ୍ ଗ୍ଲୋବାଲ ପକ୍ଷରୁ ନ୍ୟୁୟର୍କ ଲଣ୍ଡନ ବିଶେଷଜ୍ଞମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଓ ଉତ୍ସାହଜନକ ଫ୍ୟାଶନ ସିରିଜ ଅଣାଯାଇଛି ଯାହା ଭାରତରେ ଏହାର ଛାତ୍ରଛାତ୍ରୀଙ୍କୁ ଅପ୍ରତ୍ୟାଶିତ ଏକ୍ସପୋଜର ପ୍ରଦାନ କରୁଛି । ନଭେମ୍ବର ୧୪ରୁ!-->…
୨୦୨୫ ସୁଦ୍ଧା ଜାତୀୟ ଶିକ୍ଷାନୀତି ଲାଗୁ କରିବ ଓଡିଶା : ଶିକ୍ଷାମନ୍ତ୍ରୀ
ଡଃ ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍ ଟାଇମ୍ ଆଚିଭମେଂଟ ଆୱାର୍ଡ ପ୍ରଦାନ
ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଆସୋଚାମ୍) ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ସମାରୋହରେ ଓଡିଶା ଏଡୁମିଟ୍ସ ଆଣ୍ଡ ଏକ୍ସିଲେକ୍ସ ଆୱାର୍ଡସ ୨୦୨୪କୁ ସଫଳତାର ସହ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ!-->!-->!-->…
‘ଆଇ ଆମ୍ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ମିଳିଛି ଦୁଇଟି ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର
ଭୁବନେଶ୍ୱର , ୧୮ ନଭେମ୍ବର ୨୦୨୪: ଲୋକପ୍ରିୟ ଚଳଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ ନିଜର ଚଳଚିତ୍ର ପାଇଁ ୩୪ତମ ଓଡିଶା ରାଜ୍ୟ ଚଳଚିତ୍ର ସମ୍ମାନ ସମାରୋହରେ ଦୁଇଟି ପୁରସ୍କାର ଜିତିଛନ୍ତି । ଓଡିଶା ସରକାରଙ୍କ!-->!-->!-->…