Browsing Category

ଖବର

କେଏଫସିର ବୋନଲେସ ରେଞ୍ଜ ସହ କରନ୍ତୁ ଅଧିକ ଉପଭୋଗ

ଭୁୁବନେଶ୍ୱର: କେଏଫସିର ବୋନଲେସ ରେଞ୍ଜର ଅତୁଳନୀୟ, ସ୍ୱାଦିଷ୍ଟ କ୍ରଂଚ ସହ କିଛି ମଜାଦାର ସ୍ୱାଦ ପାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କେଏଫ୍‌ସିର କ୍ରିସ୍ପି, ଫିଙ୍ଗର ଲିକିନ ଗୁଡ ବୋନଲେସ ରେଞ୍ଜ ଆପଣଙ୍କର ସମସ୍ତ ପ୍ରକାରର କ୍ରେଭିଙ୍ଗ୍‌ସକୁ ପୂରା କରିପାରିବ। ଚିକେନ ପ୍ରେମୀମାନେ କେବଳ ୯୯

ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାୟୋଗ୍ରାଫି ଉନ୍ମୋଚିତ ଭୁବନେଶ୍ୱର : ଓଡିଶାର ଲୋକପ୍ରିୟ ସୁପରଷ୍ଟାର, ଯୁବ ଆଇକନ ତଥା ପ୍ରଭାବଶାଳୀ ରାଜନେତା ଶ୍ରୀ ଅନୁଭବ ମହାନ୍ତିଙ୍କୁ ତାଙ୍କର ବହୁପ୍ରତିକ୍ଷୀତ ବାୟୋଗ୍ରାଫିର ବିଶାଳ ଉନ୍ମୋଚନ ସହ ସମ୍ମାନିତ କରାଯାଇଛି । ଭୁବନେଶ୍ୱରର ହୋଟେଲ

ଜେଇଇ ମେନରେ ମଦର୍ସ ପବ୍ଲିକ ସ୍କୁଲର ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ଜେଇଇ ମେନ ୨୦୨୫ରେ ଉଲ୍ଲେଖନୀୟ ଫଳାଫଳ ହାସଲ କରି ସ୍କୁଲକୁ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରସ୍ଥିତ ମଦର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ । ଶିକ୍ଷାଗତ ଉତ୍କର୍ଷତା ପ୍ରତି ଏହି ସ୍କୁଲର ପ୍ରତିବଦ୍ଧତା ଏବଂ ସମର୍ପଣ ଯୋଗୁଁ ଏହି ଅସାଧାରଣ ଫଳାଫଳ ସମ୍ଭବ ହୋଇଛି । ସମସ୍ତ ଶୀର୍ଷ

ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୯ତମ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର: ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ)ଫେବୃଆରୀ ୧୨ ତାରିଖ ଦିନ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚଠାରେ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ସହ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି । ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ

ଚଳିତବର୍ଷ ବଜେଟ୍‍ରେ ରେଳବାଇରେ ଓଡ଼ିଶା ପାଇଁ ୧୦ହଜାର୫୯୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ନୂଆଦିଲ୍ଲୀରେ ଆଭାସୀଜରିଆରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଏହି ସୂଚନା ଦେଇଛନ୍ତି । ରାଜ୍ୟରେ ଗତ ୧୦ବର୍ଷରେ ୨ହଜାର ୪୬ କିଲୋମିଟର ନୂଆରେଲୱେ ଟ୍ରାକ୍‍

ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି

ଭୁବନେଶ୍ୱର: ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ ସହାୟତା

ଉତ୍କର୍ଷ ଓଡିଶା ୨୫ରେ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସରୁ ନିବେଶ ହାସଲ କରିଛି ବନ୍‌ଭି ଏରୋ

ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଡ୍ରୋନ ଟେକ୍ ଷ୍ଟାର୍ଟଅପ ବନ୍‌ଭି ଏରୋ, ଏକ ଟେକ୍ନୋଲୋଜି-କେନ୍ଦ୍ରିତ ଭେଂଚର ଫଣ୍ଡ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସଠାରୁ ନିବେଶ ହାସଲ କରିଛି । ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ଏହି ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ବନ୍‌ଭି ଏରୋ

ପ୍ରତିଦିନ ଏକ ମୁଠା କାଲିଫର୍ଣ୍ଣିଆ ଆଲ୍‌ମଣ୍ଡ: ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ସୁସ୍ଥ ରହିବା ପାଇଁ ଏକ ପ୍ରାକୃତିକ ଆଭିମୁଖ୍ୟ ଭୁବନେଶ୍ୱର : ଆଲମଣ୍ଡ ବୋର୍ଡ ଅଫ୍ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍‌ମଣ୍ଡସ ଏ ଡେ: ନ୍ୟାଚୁରାଲ

ଭୁବନେଶ୍ୱରରେ ସ୍ୱତନ୍ତ୍ର ବିଶ୍ୱସ୍ତରୀୟ ଫର୍ଟିଲିଟି ସେଂଟର ୯ଏମ ଫର୍ଟିଲିଟିର ଶୁଭାରମ୍ଭ

ଭୁବନେଶ୍ୱର: ବନ୍ଧ୍ୟାତ୍ୱ ସେବା ପାଇଁ ଏକ ଅତ୍ୟାଧୁନିକ ଓ ସ୍ୱତନ୍ତ୍ର ସୁବିଧା ୯ ଏମ ଫର୍ଟିଲିଟି ବର୍ତମାନ ଭୁବନେଶ୍ୱରରେ ଖୋଲାଯାଇଛି । ବ୍ୟାପକ ପ୍ରଜନନ ଯତ୍ନ ପ୍ରଦାନ କରିବା, ଆଶାୟୀ ପିତିମାତାଙ୍କ ବିବିଧ ଆବଶ୍ୟକତାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୂରଣ କରିବା ହେଉଛି ଉତ୍କ

ନୂତନ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ ସହିତ ଓଡିଶାରେ ପହଂଚ ବିସ୍ତାର କରିଛି ଜେକେ ସୁପର ସିମେଂଟ

ଭୁବନେଶ୍ୱର: ଭାରତର ଅନ୍ୟତମ ପ୍ରମୁଖ ସିମେଂଟ ବ୍ରାଣ୍ଡ ଜେକେ ସିମେଂଟ ଲିମିଟେଡ ଓଡିଶାରେ ଏହାର ଅତ୍ୟାଧୁନିକ ଉତ୍ପାଦ ଶୃଙ୍ଖଳାର ଶୁଭାରମ୍ଭ କରିଛି । ଯାହାକି ଦେଶର ପୂର୍ବାଂଚଳରେ କମ୍ପାନୀର ସ୍ଥିତିକୁ ମଜବୁତ କରିବା ଦିଗରେ ଏକ ବଡ ପଦକ୍ଷେପକୁ ଚିହ୍ନିତ କରୁଛି। ଏହି ଶୁଭାରମ୍ଭ ଓଡିଶାରେ