Browsing Category

ଖବର

ଇଣ୍ଡୋର୍‍ ଷ୍ଟାଡିୟମ୍‍ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ର ପାଇଁ ୬୪୦ କୋଟି ୬୫ଲକ୍ଷ ଟଙ୍କାର…

ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିକାଶ, ସହରାଞ୍ଚଳରେ ଇଣ୍ଡୋର୍‍ ଷ୍ଟାଡିୟମ୍‍ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ର ପାଇଁ ୬୪୦ କୋଟି ୬୫ଲକ୍ଷ ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ମୁଖ୍ୟ ପର୍ବ ଶାରଦୀୟ ଦୁର୍ଗୋତ୍ସବ ଆସନ୍ତା ୨୮ ତାରିଖରୁ ଆରମ୍ଭ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ମନ୍ଦିରର ମୁଖ୍ୟ ପର୍ବ ଶାରଦୀୟ ଦୁର୍ଗୋତ୍ସବ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ । ଏହି ଦିନ ମାଆଙ୍କ ଘଟ ନିମର୍ଜ୍ଜନ ମହାସ୍ନାନ ଓ ଶାରଦୀୟ ପୂଜା ଆରମ୍ଭ ହେବ । ସେହିଭଳି ଆସନ୍ତା ୫ ତାରିଖରେ ମାଆଙ୍କ ରଥଯାତ୍ରା ଅନୁଷ୍ଠିତ ହେବ । ସିଂହଧ୍ୱଜ

୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ

ଭାରତର ଖାଦ୍ୟ ସୁରକ୍ଷାମାନକ କର୍ତ୍ତୃପକ୍ଷ (ଏଫ୍‍.ଏସ୍‍.ଏସ୍‍.ଏ.ଆଇ.) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖଲାଲ ମାଣ୍ଡବୀୟ ଉନ୍ମୋଚନ କରିଥିବା ରିପୋର୍ଟ ଅନୁଯାୟୀ ଖାଦ୍ୟ

ମୋଟ ୨୯ ଜଣ ରୋଗୀଙ୍କର ବ୍ଲାକଫଙ୍ଗସ୍‍ରେ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

କରୋନାର ତୃତୀୟ ଲହର ଆସିବା ନେଇ ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଥିବାବେଳେ ରାଜ୍ୟରେ ଦ୍ୱିତୀୟ ଲହରର ପ୍ରାର୍ଦୁଭାବ କମିବାରେ ଲାଗିଛି । ତେବେ କରୋନା ପ୍ରଭାବିତ ରୋଗୀ ଏବଂ ଅନ୍ୟ ସାଧାରଣ ଲୋକଙ୍କଠାରେ ସମ୍ପ୍ରତି ଦେଖାଦେଇଥିବା ବ୍ଲାକ ଫଙ୍ଗସ୍‍ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାର

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତା୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ୪ଟି ଜିଲ୍ଲା – କେନ୍ଦୁଝର,…

ଆସନ୍ତା ୨୫ ତାରିଖରେ ପୂର୍ବ କେନ୍ଦ୍ରୀୟ ଓ ଏହାର ନିକଟବର୍ତ୍ତୀ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଏହା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ

ସି.ବି.ଏସ୍‍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ - ସି.ବି.ଏସ୍‍.ଇ. ଦଶମ ଓ ଦ୍ୱାଦଶ ଶ୍ରେଣୀର ପ୍ରଥମ ସେମିଷ୍ଟାର ପରୀକ୍ଷା ଆସନ୍ତା ନଭେମ୍ବରରେ ହେବା ନେଇ ବୋର୍ଡ଼ ପକ୍ଷରୁ ଘୋଷଣା କରାଯାଇଛି । ଏହି ପରୀକ୍ଷାରେ ପ୍ରତ୍ୟେକ ବିଷୟ ପାଇଁ ସମୟ ଅବଧି ୯୦ ମିନିଟ୍‍ ରହିବ । ଅତି ସଂକ୍ଷିପ୍ତମୂଳକ ପ୍ରଶ୍ନ

ଦେଶରେ ସେରୋଟାଇପ୍‍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ…

ଦେଶରେ ସେରୋଟାଇପ୍‍-୨ ଡେଙ୍ଗୁ ବ୍ୟାପିବାର ଆଶଙ୍କା ନେଇ ଓଡ଼ିଶା ସମେତ ୧୧ଟି ରାଜ୍ୟକୁ କେନ୍ଦ୍ର ସରକାର ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ରୋଗର ନିୟନ୍ତ୍ରଣ ପାଇଁ ଆନୁଷଙ୍ଗିକ ପଦକ୍ଷେପ ନେବାଲାଗି ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ, ବରିଷ୍ଠ

ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ – ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରସୂଚନା ଦେଇଛି । ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖଠାରୁ ରାଜ୍ୟରବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପ୍ରବଳ

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ । ଆଜିଠାରୁ ପ୍ରଚାର ପାଇଁ ମାତ୍ର ୭ ଦିନ ମିଳିଥିବାରୁ ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ତାଙ୍କର ପ୍ରଚାର ଅଭିଯାନକୁ ଜୋର୍‍ଦାର କରିବାର ସମ୍ଭାବନା ରହିଛି । ରୋଡ୍‍ ଶୋ’, ସାଇକେଲ୍‍

ଜଗତ୍‍ସିଂହପୁର ଜିଲ୍ଲାରେ ମହାନଦୀର ତଳିଆ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପ୍ରବେଶ

ଜଗତ୍‍ସିଂହପୁର ଜିଲ୍ଲାରେ ମହାନଦୀର ତଳିଆ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପ୍ରବେଶ କରିଥିବାରୁ ସେଠାକାର ଲୋକମାନେ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟାଜଳ ମହାନଦୀରେ କ୍ରମଶଃ ହ୍ରାସ ପାଉଥିବାରୁ ପରିସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପନ୍ନ