Browsing Category

ଖବର

ଫେବୃଆରୀ ୭ ତାରିଖରେ ତିନିଦିନିଆ ଓଡିଶା ଟ୍ରାଭେଲ ବାଜାର୍ ୨୦୨୩-୨୪ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ…

ଭୁବନେଶ୍ୱର : ଭାରତ ଓ ସମଗ୍ର ବିଶ୍ୱରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ମିଳିତ ଭାବେ ଆସନ୍ତା ଫେବୃଆରୀ ୭ରୁ୯ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍ କୋଣାର୍କଠାରେ ଓଡିଶା ଟ୍ରାଭେଲ

ତତ୍ୱ ଟେକ୍ନୋଲୋଜିସ୍ ପକ୍ଷରୁ ବିଭିନ୍ନ ସାମାଜିକ ଦାୟତ୍ୱବୋଧ କାର୍ଯ୍ୟକ୍ରମ

ଫେବୃଆରୀ ୪ ତାରିଖରେ ତତ୍ୱ ଟେକ୍ନୋଲୋଜିସ୍‌ର ୨୨ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଆଇଟି କମ୍ପାନି, ତତ୍ୱ ଟେକ୍ନୋଲୋଜିସ୍ ଉତ୍କର୍ଷର ୨୨ତମ ବର୍ଷ ପାଳନ କରୁଛି । ୨୦୨୪ ଫେବୃଆରି ୪ ତାରିଖରେ ଏହା ୨୨ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି । ତେବେ ଏହି ଉତ୍ସବ ପାଳନ

ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଗଜପତି : ଗଜପତି ଜିଲ୍ଲାର ଆବାସିଂ ଗ୍ରାମର ଜଣେ ୨୫ ବର୍ଷୀୟା ମହିଳା, ସଜନୀ ଭୂୟାଁ ଜ୍ୱରରେ ପୀଡିତ ଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ସଂକ୍ରାନ୍ତରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ତେବେ ଖରାପ ରାସ୍ତା କାରଣରୁ ତାଙ୍କୁ ହସ୍ପିଟାଲ ନେବାରେ ସମସ୍ୟା

ରାଜ୍ୟ ଇଲେକ୍ଟ୍ରୋପାଥିକ୍ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ କାଉଂଟ୍ ସିଜର ମେଟିଙ୍କ ୨୧୫ତମ ଜୟନ୍ତି ପାଳନ ଅବସରରେ ରାଜ୍ୟ ଇଲେକ୍ଟ୍ରୋପାଥିକ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଭୂବନେଶ୍ୱରର ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଛି ।

ଡାବର ଚୱନପ୍ରାଶ ପକ୍ଷରୁ ସାଇନ୍ସ ଇନ ଆକ୍ସନ କ୍ୟାମ୍ପେନ୍‌ ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ

ଓଡିଶାରେ ସ୍ୱାସ୍ଥ୍ୟ ସମସ୍ୟାଗୁଡିକୁ ସମ୍ବୋଧିତ କରିବା ପାଇଁ ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ସ୍ୱତନ୍ତ୍ର…

ମଣିପାଲସିଗ୍‌ନା ହେଲ୍‌ଥ ଇନ୍ସୁରାନ୍ସ ନିଜର ମଜଭୁତ ମଲ୍ଟି-ଚ୍ୟାନେଲ ଡିଷ୍ଟ୍ରିବ୍ୟୁଶନ ନେଟ୍‌ୱର୍କ ଓ ମଲ୍ଟି-ପ୍ରଡକ୍ଟ ଅଫରିଙ୍ଗ ସହିତ ଓଡିଶାରେ ଏହାର ଉପସ୍ଥିତି ବିସ୍ତାର କରିବା ଜାରି ରଖିଛି । ପୂର୍ବାଂଚଳ ଭାରତରେ ନିଜର ଉପସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବା ଓ ରୋଗୀମାନଙ୍କୁ ସେବା

ସର୍ବାଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା: ମନ୍ତ୍ରୀ ଅଶୋକ ପଣ୍ଡା

ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍ ପୁରସ୍କୃତ ୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ

ଗର୍ଭବତୀଙ୍କୁ ରକ୍ତଦାନ କରି ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବୁର୍ଲା: ଜଣେ ଗର୍ଭବତୀଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ସୁବଦେଗା ବ୍ଲକ ଅନ୍ତର୍ଗତ ପଂଚମାହାଳ ଗ୍ରାମର ଇଚ୍ଛା ସନ୍ଧା (୨୨ବର୍ଷ) ନାମକ ଜଣେ ଗର୍ଭବତୀଙ୍କୁ ଗୁରୁତର ପ୍ରସବ ଯନ୍ତ୍ରଣା ଯୋଗୁଁ ବୁର୍ଲାସ୍ଥିତ ଭିଏସଏସ ଡାକ୍ତରଖାନାରେ

ମା’ମାନଙ୍କ ସଶକ୍ତୀକରଣ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ: ନବୀନ ପଟ୍ଟନାୟକ

-ଜନତା ମଇଦାନରେ କୃଷି ଓଡ଼ିଶା ୨୦୨୪ର ଉଦ୍‌ଘାଟିତ- ୧୦ ମହିଳା ଚାଷୀଙ୍କ ସମେତ ୨୭ ଜଣ ଚାଷୀ ପୁରସ୍କୃତ ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି କେବଳ ଏକ ପରିବାରକୁ ନୁହେଁ, ସାରା ସମାଜକୁ ତାହାର ଲାଭ ମିଳିଥାଏ । ସେମାନଙ୍କ ସଶକ୍ତୀକରଣ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ।

ଆସନ୍ତା ୧୨ ରୁ ୧୪ ତାରିଖ ଜନତା ମଇଦାନରେ ଅନୁଷ୍ଠିତ ହେବ କୃଷି ଓଡ଼ିଶା – ୨୦୨୪

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି (ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ)ର ମିଳିତ ସହଯୋଗରେ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ‘କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର