Browsing Category

ଖବର

ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଇଂଟେରିୟର ଡିଜାଇନର୍ସ ପକ୍ଷରୁ ଭୁବନେଶ୍ୱର କେନ୍ଦ୍ରର ପ୍ରତିଷ୍ଠା ସମାରୋହ ଆୟୋଜିତ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଇଂଟେରିୟର ଡିଜାଇନର୍ସ (ଆଇଆଇଆଇଡି) ଏହାର ଭୁବନେଶ୍ୱର ସେଂଟରର ସଫଳ ପ୍ରତିଷ୍ଠା ସମାରୋହ ଘୋଷଣା କରିଛି ଯାହା ସାରା ଦେଶରେ ଇଂଟେରିିୟର ଡିଜାଇନରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ସଂସ୍ଥାର ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ

ଭାରତୀୟ ତଟରକ୍ଷୀ ବାହିନୀ ସହ ଏମ୍‌ଓୟୁ ସ୍ୱାକ୍ଷର କରିଛି ଆମାଜନ ଇଣ୍ଡିଆ

ଭୁବନେଶ୍ୱର : କମ୍ପାନୀରେ ପୂର୍ବତନ ସେନା କର୍ମଚାରୀମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି) ସହ ଏକ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ମହିଳା, ଏଲ୍‌ଜିବିଟିକ୍ୟୁଆଇଏ+, ବରିଷ୍ଠ ସେନା

ଅଲ୍ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ୍ ପୋଟେଙ୍କୁ ଅଧିନାୟକ ଘୋଷଣା, ମହେଶ ସିନ୍ଦେ ଉପ…

ଭୁବନେଶ୍ୱର: ଓଡ଼ିଶାର କଟକରେ ୨୦୨୩ ଡିସେମ୍ବର ୨୪ରୁ ୨୦୨୪ ଜାନୁଆରି ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲ୍‌ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ ପୋଟେଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଏହି ୨୬ ବର୍ଷୀୟ ଅଲରାଉଣ୍ଡର ଆଟାକର ହେଉଛନ୍ତି ଜଣେ ଚର୍ଚ୍ଚିତ ଖୋଖୋ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ଭିନ୍ନକ୍ଷମ ଆଇନସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା

ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ହାଇ-ଫାଇବର ସପ୍ଲିମେଂଟ୍‌

ଟାଇପ୍ ୨ ଡାଇବେଟିସ୍ ଥିବା ୧୫୨୪ ଜଣ ରୋଗୀଙ୍କ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି ହାଇ-ଫାଇବର୍ ସପ୍ଲିମେଂଟ୍‌ର ବ୍ୟବହାର ଭୁବନେଶ୍ୱର : ଟାଇପ୍‌-୨ ଡାଇବେଟିସ୍ ରୋଗରେ ପୀଡିତ ୩୦୪୨ ଜଣ ଲୋକ ଓ ୧୫୨ ଜଣ ଡାକ୍ତରଙ୍କ ମଧ୍ୟରେ ପରିଚାଳନା କରାଯାଇଥିବା ଏକ ସର୍ବଭାରତୀୟ ସ୍ତରର ସର୍ବେକ୍ଷଣ

ୟୁଏସଏଆଇଡି ପକ୍ଷରୁ ୟସ୍ ଉଦ୍ୟୋଗୀ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ବିଜେତାଙ୍କ ନାମ ଘୋଷିତ

ଭୁବନେଶ୍ୱର : ୟୁନାଇଟେଡ୍ ଷ୍ଟେଟ୍ସ୍ ଏଜେନ୍ସି ଫର୍ ଇଂଟରନ୍ୟାସନାଲ୍ ଡେଭଲପମେଂଟ୍ (ୟୁଏସ୍‌ଏଆଇଡି), ଜନ ହଫକିନ୍ସଙ୍କ ସ୍ୱୀକୃତ ଜାପାଇଗୋ ନେତୃତ୍ୱାଧୀନ ମୋମେଂଟମ୍ କଂଟ୍ରି ଆଣ୍ଡ ଗ୍ଲୋବାଲ୍ ଲିଡରସିପ୍ ପ୍ରକଳ୍ପ ପକ୍ଷରୁ ଅଗ୍ରଣୀ ସାମାଜିକ ଇନକୁବେଟର ଭିଲିଗ୍ରୋର ମିଳିତ ସହଯୋଗିତାରେ ୟସ୍

ଗୋପାଳପୁର ବନ୍ଦର ଓ ଆଭାଡା ଗ୍ରୁପ୍ ପକ୍ଷରୁ ଅତ୍ୟାଧୁନିକ ଗ୍ରିନ୍ ଆମୋନିଆ ସଂରକ୍ଷଣ ବ୍ୟବସ୍ଥା ଉନ୍ମୋଚିତ

ଭୁବନେଶ୍ୱର : ଗୋପାଳପୁର ବନ୍ଦର ଲିମିଟେଡ୍ ପକ୍ଷରୁ ଦେଶର ଅଗ୍ରଣୀ ଶକ୍ତି କଂପାନି ଆଭାଡା ଗ୍ରୁପ୍ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ମାଧ୍ୟମରେ ଗୋପାଳପୁର ବନ୍ଦର ଠାରେ ଏକ ଗ୍ରିନ ଆମୋନିଆ ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ,

ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବାଙ୍ଗାଲୋରରେ ଏଆଇ-ପ୍ରେରିତ ଫର୍ଟିଲିଟି ସେଂଟର୍…

ଭୁବନେଶ୍ୱର: ସନ୍ତାନ ଫର୍ଟିଲିଟି ସେଂଟର ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବେଙ୍ଗାଲୁରୁରେ ଏକ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ର ସ୍ଥାପନ କରାଯାଇଛି ଯାହା ଫର୍ଟିଲିଟି ଯତ୍ନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି କେନ୍ଦ୍ର ଆର୍ଟିଫିସିଆଲ ଇଟେଂଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତି

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ଵାରା ୧୬ଦିନରେ ରେକର୍ଡ ୨୧୧୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ମଙ୍ଗଳବାର ଯାତ୍ରାର ୧୬ତମ ଦିବସରେ ୨୧୧୦ରୁ ଉର୍ଦ୍ଧ୍ବ ଆଇଡିଆ ସଂଗ୍ରହ କରିଛି । ଷ୍ଟାର୍ଟଅପ ଭ୍ୟାନ ଗୁଡ଼ିକ ରାଜ୍ୟର ୨ଟି ପ୍ରମୁଖ ଜିଲ୍ଲା କୋରାପୁଟ ଏବଂ ଅନୁଗୁଳ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ