Browsing Category

ଖବର

ଓଡିଶା ପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୧ କ୍ଷପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ

ଭଦ୍ରକ :  ଓଡିଶା ଭଦ୍ରକ ଉପକୂଳରେ ଥିବା ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୧ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ଉତ୍‌କ୍ଷେପଣ କରାଯାଇଛି ।ମଙ୍ଗଳବାର  ସକାଳ ୮ଟା ୩୪ ମିନିଟରେ ଏହି ଉତ୍‌କ୍ଷେପଣ କରାଯାଇଥିଲା । ଭୂପୃଷ୍ଟରୁ ଭୂପୃଷ୍ଟକୁ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ପାରିବ । ଏହା ୭ଶହର ୧୩…