ଦିନ- ଶୁକ୍ରବାର , ମୀନ୨ ଦିନ ଚୈତ୍ର ୧୫ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୬,୨୦୧୮ ବିକ୍ରମ ସମ୍ବତ –୨୦୭୪ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୫-୫୮-୦୨ ସୂର୍ଯ୍ୟାସ୍ତ-୫-୫୨-୪୨
ତିଥି- କୃଷ୍ଣ ଚତୁର୍ଦ୍ଦଶୀ ସନ୍ଧ୍ୟା ୬-୦୮ ନକ୍ଷତ୍ର- ସନ୍ଧ୍ୟା ୭/୧୩ଶତ୍ତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଚନ୍ଦ୍ର ଅହୋରାତ୍ର
ଘାତବାର- ବିଛା, ଧନୁ ଓ ମୀନ ରାଶି ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶି ,
ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା, ବିଛା,ଧନୁ,,କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି
ସାମ୍ବତ୍ସରିକ ଶ୍ରାଦ୍ଧ-ଚର୍ତୁଦଶୀ ତିଥିର ଏକୋଦିଷ୍ଟ ଓ ପାର୍ବଣ
ଯୋଗୀନି ସ୍ଥିତି- ପଶ୍ଚିମରେ ସନ୍ଧ୍ୟା ୬-୦୮ ପରେ ଐଶାନ୍ୟ ଯାତ୍ରା ନିଷେଧ
ଶୁଭ କର୍ମ- ନାହିଁ
ଶୁଭ ବେଳା- ଅମୃତ ବେଳା-ଦିନ ୮-୧୭ରୁ ଦିନ ୧୦-୪୧ ,ଦିନ ୧-୦୫ରୁ ଦିନ ୨-୪୧,ଦିନ ୪-୧୭ରୁ ଦିନ ୫-୫୩
ମାହେନ୍ଦ୍ର ବେଳା-ଶୁଭ- ଦିନ ୧୦-୪୧ରୁ ୧୨-୨୯
ଅଶୁଭ ବେଳା-ଦିନ ଦିନ ୧୦-୪୨ରୁ ଦିନ୧୧-୫୩, ରାତି ୮-୫୩ରୁ ୧୦-୨୩
ପୁଷ୍କରଦୋଷ- ରାତି ୭-୧୩ ପରେ ଏକ ପାଦ