Browsing Category

ଖବର

ମହିଳାମାନଙ୍କ ପାଇଁ ଶୁଭାରମ୍ଭ ହେଲା ଉଦ୍ୟମ ଶକ୍ତି ପୋର୍ଟାଲ

ନୂଆଦିଲ୍ଲୀ:ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ମହିଳା ଉଦ୍ୟୋଗୀମାନଙ୍କ ସକାଶେ ଏକ ପୋର୍ଟାଲ୍‌ (www.udyamsakhi.org)ର ଶୁଭାରମ୍ଭ କରାଯାଇଛି । ଏମଏସଏମଇ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଗିରିରାଜ…

10,000 ବୈଦ୍ୟୁତିକ କାର କ୍ରୟ କରିବା ପାଇଁ ଟେଣ୍ଡର ଆହ୍ୱାନ କରିବ ଇଇଏସଏଲ

ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର କେ ସିଂ ଆଜି ଜାତୀୟ ଇ-ମୋବିଲିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମଗ୍ର ଇ-ମୋବିଲିଟି ପରିସ୍ଥାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ସାମିଲ…

ରାଷ୍ଟ୍ରପତିଙ୍କୁ ଭେଟିଲେ କୋରିଆ ସଂସଦୀୟ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା କୋରିଆ ସାଧାରଣତନ୍ତ୍ରର ଏକ ପ୍ରତିନିଧିମଣ୍ଡଳ ଆଜି (ମାର୍ଚ୍ଚ 08, 2018) ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ କୋରିଆ ଜାତୀୟ ସଂସଦର ବାଚସ୍ପତି ଶ୍ରୀ…

ସୋମବାରରେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ । ଉଭୟ ନେତା ଏହାପରେ ମିର୍ଜାପୁର ଅଭିମୁଖେ ଯାତ୍ରା କରିବେ । ବାରଣାସୀ ଫେରିବା ପୂର୍ବରୁ ସେଠାରେ ସେମାନେ ଏକ ସୌରଶକ୍ତି କେନ୍ଦ୍ର ଉଦ୍ଘାଟନ କରିବେ ।…

ଦିଲ୍ଲୀରେ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀ , ୬୧ଟି ଦେଶଙ୍କର ଅଂଶ ଗ୍ରହଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଭିଭାଷଣ ମୁଁ ଦିଲ୍ଲୀରେ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ଆଜି ଏହି ଐତିହାସିକ ଦିବସର ମଞ୍ଜି ନଭେମ୍ବର 2015ରେ ପ୍ୟାରିସରେ 21ତମ କନଫରେନ୍ସ ଅଫ ପାର୍ଟିଜ ସମୟରେ…

ଏଥର ହେବ ପ୍ରବଳ ଗରମ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ନୂଆଦିଲ୍ଲୀ :  ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ମାସ ଆରମ୍ଭରୁ ଭାରତର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ…

ବିଜେପୁରରେ ବାଜିଲା ଶଙ୍ଖ, ବିଜେଡିର ବାଜିମାତ

ଭୁବନେଶ୍ୱର(ଓଡିଶାନେକ୍ସଟ୍‌): ସବୁ କଳ୍ପନାଜଳ୍ପାନାକୁ ପଛରେ ପକାଇ ବିଜେପୁରରେ ବିଜେଡ ବାଜିମାତ କରିଛି । ଉପ ନିର୍ବାଚନରେ ଶୁଣାଯାଇଛି ବିଜୟ ଶଙ୍ଖର ଧ୍ୱନୀ । ରୀତା ସାହୁ ବହୁ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଅଶୋକ  ପାଣିଗ୍ରାହୀଙ୍କ ଠାରୁ ଆଗୁଆ ।ବିଜେଡର  ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ନ…

ଖୋଲିଲା ଶ୍ରୀଦେବୀଙ୍କର ମୃତ୍ୟୁ ରହସ୍ୟ

ଶ୍ରୀଦେବୀଙ୍କର ସ୍ୱାମୀ ବୋନି ଯାଇଥିଲେ ସରପ୍ରାଇସ୍‌ ଦେବାକୁ ହେଲେ ତାଙ୍କ ମୃତ୍ୟୁରେ ଏବେ ସମସ୍ତେ ସରପ୍ରାଇସରେ ଦୁବାଇ(ଓଡିଶା ନେକ୍ସଟ୍‌) ବଲିଉଡ୍‌ର ଚାନ୍ଦନୀ , ହାଓ୍ୱା ହାଓ୍ୱାଇ ତଥା ପ୍ରଥମ ସୁପରଷ୍ଟାର ମହିଳା ଅଭିନେତ୍ରୀ ଶ୍ରୀଦେବୀଙ୍କର ଦୁବାଇରେ ଆକସ୍ମିକ ଦେହାନ୍ତ ହୋଇଥିଲା । ଏହାକୁ…

ଓଡିଆ ସୁନ୍ଦରୀ କିଙ୍ଗ ଫିସରର କ୍ୟାଲେଣ୍ଡର ଗର୍ଲ

ଭୁବନେଶ୍ୱର(ଓଡିଶାନେକ୍ସଟ୍‌): ଓଡିଶାର ସୁଶ୍ରୀ ଶ୍ରେୟା ମିଶ୍ର କିଙ୍ଗଫିସରରେ କ୍ୟାଲେଣ୍ଡକ ଗର୍ଲ ଭାବରେ ପରିଚିତ। ଏବେ ବଲିଉଡ୍‌ରେ ସୁଶ୍ରୀ ବେଶ୍‌ ସକ୍ରିୟ । ୨୦୧୫ ମସିହାରେ ସେ ମିସ୍‌ ୟୁନାଇଟେଡ କଣ୍ଟିନେଣ୍ଟ ପ୍ରତିଯୋଗିତାରେ ଅଂସ ଗ୍ରହଣ କରିଥିଲେ । ସମ୍ବଲପୁରରେ ୧୯୯୧ ମସିହାରେ ଜନ୍ମ…

ଭଲ କାମ ଯୋଗୁଁ ଉଚ୍ଚ ପ୍ରଶଂସିତ ଜମ୍ମୁ କଶ୍ମୀରରେ ଓଡିଆ ସିଂହମ ପୁଲିସ ଅଧିକାରୀ

ଶ୍ରୀନଗର(ଓଡିଶାନେକ୍ସଟ୍‌)  ଜମ୍ମୁ କଶ୍ମୀରରେ ଏବେ ଜଣେ ଓଡିଆ ଆପିଏସ୍‌ ଅଧିକାରୀ ନିଜର ଭଲକାମ ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ପୁଲିସ ଅଧିକାରୀ ଜଣଙ୍କ ହେଲେ ସେଠାରେ ନୂଆକରି ନିଯୁକ୍ତି ପାଇଥିବା ଆଇଜି(ଟ୍ରାଫିକ) ବସନ୍ତ ରଥ । ଏକ ଗରିବ ପରିବାରରେ ବସନ୍ତ ଜନ୍ମ ହୋଇଥିଲେ । ମାତ୍ର…