Browsing Category

ଖବର

ସକାଳୁ ମୋଦି କିପରି ପଥର ଉପରେ କରୁଛନ୍ତି ବ୍ୟାୟାମ ଦେଖନ୍ତୁ, ଭିଡିଓ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ପାଇଁ ଆହ୍ୱାନ ଦେଇଛନ୍ତି । ବ୍ୟାୟାମ କଲେ ସମସ୍ତେ ସୁସ୍ଥ ସବଳ ରହିବେ । ଏହା ଦେଶର ପ୍ରଗତି ପାଇଁ ହିତକର । ସେ ଏକ ବଗିଚାରେ ବ୍ୟାୟାମ କରିବା ସହ ଏକ ପଥର ଉପରେ କିଛି ଯୋଗ ଓ ବ୍ୟାୟାମ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଦେଖନ୍ତୁ…

ମୃଦୁପାନୀୟ  ଆମ ଶରୀର ପାଇଁ କେତେ କ୍ଷତିକାରକ, ଜାଣନ୍ତୁ

ଆଜିକାଲି ଆମେ ସୋଡା ପାନୀୟ ପିଇବାକୁ ପସନ୍ଦ କରୁଛୁ । ବଜାରରେ ବିଭିନ୍ନ ବହୁରାଷ୍ଟ୍ରୀୟ ବ୍ରାଣ୍ଡର ମୃଦୁ ସୋଡା ପାନୀୟ ମିଳୁଛି । ପିଲାଙ୍କଠାରୁ ଆରମ୍ଭ କରି ବୁଢା ସମସ୍ତେ ଏହାକୁ ପିଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ କେବେ ଭାବିଛନ୍ତି  ଏଗୁଡ଼ିକଆମ ଶରୀର ପାଇଁ କେତେ କ୍ଷତିକାରକ ? ଆସନ୍ତୁ …

କଣ ସତରେ ନକଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି ? କେତେ ସତ କେତେ ମିଛ ?

ଆଜିକାଲି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ନେଇ ଅନେକ ଚର୍ଚ୍ଚା ହେଉଛି । ଏ ସଂପର୍କରେ ଏକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଯଥା ୟୁଟ୍ୟୁବ, ଫେସବୁକ,ହ୍ୱାଟ୍ସଆପ ଆଦିରେ ବୁଲୁଛି । ତେବେ ଏହା କଣ ସତ ?

ଭିଭୋର ନୂଆ ଏକ୍ସ-୨୧ ସ୍ମାର୍ଟଫୋନ୍‌, ଡିସପ୍ଲେ ମଧ୍ୟରେ ଫିଙ୍ଗରପ୍ରିଣ୍ଟ ସେନସର

ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଯୁକ୍ତ ସ୍ମାର୍ଟଫୋନ୍‌ ଏକ୍ସ-୨୧ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏଥିରେ ସ୍ୱତନ୍ତ୍ର ସୁରକ୍ଷିତ ଅନ୍‌ ଲକିଂ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଫୋନ୍‌…

କଦଳୀରେ ଏପରି ନାଲି , କଳା ଅଂଶ କି ଗାର ଥିଲେ ତାହା ବିଷାକ୍ତ, ଜାଣନ୍ତୁ

ଅନେକ ଲୋକ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଫଳ ମୂଳ ଖାଇ ଥଆନ୍ତି . ମାତ୍ର କେତକ ଫଳ ମୂଳରେ ଫଙ୍ଗସ୍‌ ଥାଇ ତାହା ମଣିଷ ଓ ଜୀବ ଜନ୍ତୁଙ୍କ ପାଇଁ ବିଷାକ୍ତ କରି ଦେଇ ଥାଆନ୍ତି ।  ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ବିଷାକ୍ତ । ପେଟ ଫମ୍ପା,ମୋଡି ହେବା , ଝାଡା କି ବାନ୍ତି ହେବା ଦେଖାଯାଇଥାଏ ।…

ମୋଦିଙ୍କ ଗସ୍ତ ପୂର୍ବରୁ ….

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସୁଛନ୍ତି । କଟକଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ନିଜ ସରକାରର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ସଫଳତା କଥା କହିବେ । ତେବେ ଏହାକୁ ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିର ଏକ ପ୍ରଚାର ଅଭିଯାନ ଭାବେ…

ଆୟୁଷ ଶବ୍ଦକୁ ଇଂରାଜୀ ଭାଷାରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି

ବୈଜ୍ଞାନିକ ଏବଂ ଟେକନିକାଲ ଶବ୍ଦାବଳୀ ଆୟୋଗ ବୈଜ୍ଞାନିକ ଏବଂ ଟେକନିକ ଉଦେ୍ଦଶ୍ୟଗୁଡିକ ପାଇଁ ଆୟୁଷ ଶବ୍ଦକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଚିକିତ୍ସାର ପାଞ୍ଚଟି ପରମ୍ପରାଗତ ଏବଂ ପୂରକ ପ୍ରଣାଳୀ ଆୟୁବୈଦ, ଯୋଗ, ପ୍ରାକୃତିକ ଚିକିତ୍ସା…

ଦିନେ ଏକ ଚାଉଳମିଲରେ କାମକରୁଥିଲେ ବିଏସ ୟେଦ୍ୟୁରାପା

ବାଙ୍ଗାଲୁରୁ : ବିଏସ ୟେଦ୍ୟୁରାପା କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆଜି ପୂର୍ବାହ୍ନ ୯ଟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଗତ ରାତିସାରା ଉଭୟ ବାଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ରାଜନୈତିକ…

କର୍ଣ୍ଣାଟକରେ ମୋଦି ମ୍ୟାଜିକ, ବିଜେପି ସରକାର ଗଢିବା ସମ୍ଭାବନା

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୧୦ଟି ସିଟରେ ଆଗୁଆ ରହି ମ୍ୟାଜିକ ସଂଖ୍ୟାଠାରୁ ମାତ୍ର ୨ଟି ସିଟ ପଛରେ ରହିଛି । ସେହିପରି କଂଗ୍ରେସ ୬୨ଟି ସିଟରେ ଆଗୁଆ ରହିଥିବାବେଳେ ଓ ଜେଡିଏସ ୪୮ ସିଟରେ…