Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଭାରତର ଚନ୍ଦ୍ରଯାନ-୧ର ତଥ୍ୟ ସତ ବୋଲି ମାନିଲା ନାସା, ଚନ୍ଦ୍ରରେ ରହିଛି ବରଫ
ନ୍ୟୁୟର୍କ.- ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ଚନ୍ଦ୍ରଯାନ-୧ ପ୍ରରଣ କରିଥିଲା । ଏହା ଚନ୍ଦ୍ରରେ ପାଣିଥିବା କଥା ଏହି ଯାନ ଦେଇଥିବା ତଥ୍ୟ ଓ ଫଟୋରୁ ସ୍ପଷ୍ଟ ହୋଇଥିଲା । ତେବେ ଚନ୍ଦ୍ରର ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମାଟି ତଳେ ବରଫ ଜମି ରହିଥିବା ଏହି…
କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ
ତ୍ରିଭେନ୍ଦ୍ରମ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ଅନେକ ସ୍ଥାନରେ ବହୁ ଲୋକ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧରକରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣାଯାଉଛି । କେଉଁଠାରେ ଉଦ୍ଧାରକାରୀମାନେ ଗର୍ଭବତୀ ମହିଳାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କରୁଛନ୍ତି ତ କେଉଁଠାରେ ଛୋଟ ପିଲାକୁ ସେନାର ଜବାନ…
କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟପାଇଁ ମହାକାଶରେ ଭାରତର ୫ କୃତ୍ରିମ ଉପଗ୍ରହ କାମ କରୁଛନ୍ତି
ନୂଆଦିଲ୍ଲୀ.- କେରଳରେ ୧୦୦ ବର୍ଷରେ ପରେ ଏପରି ପ୍ରଳୟଙ୍କରୀ ବନ୍ୟା ଆସିଛି । ଏବ ବର୍ଷା କମିଥିବା ବେଳେ ବିଭନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ମାତ୍ର ବନ୍ୟାର ପ୍ରକୋପ ଏପରି ଥିଲା ଯେ କେରଳର ଅଧିକାଂଶ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଅନେକସ୍ଥାନରେ ଏକ ମହଲା ଘର…
୧୬ ବର୍ଷିୟ ସୌରଭ ଭାରତ ପାଇଁ ବନ୍ଧୁକ ଚାଳନାରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ
ନୂଆଦିଲ୍ଲୀ.- ୧୬ ବର୍ଷିୟ ବନ୍ଧୁକ ଚାଳକ ସୌରଭ ଚୌଧୁରୀ ଭାରତ ପାଇଁ ଏସିଆନ୍ କ୍ରୀଡାରେ ବନ୍ଧୁକ ଚାଳନାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି । ସେ ବିଶ୍ୱ କନିଷ୍ଠ ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରେକର୍ଡ କରିଥିଲେ । । ସେ ସର୍ବମୋଟ ୨୪୦.୭ ପଏଣ୍ଟ ସ୍କୋର…
କଲେଜ(ମହାବିଦ୍ୟାଳୟ)ରେ ମୋବାଇଲ୍ ନିଷେଧ!
ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ମୋବାଇଲ୍ ନିଷେଧ କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳରେ ମୋବାଇଲ୍ ନିଷେଧ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ୍ ବ୍ୟବହାର ନକରନ୍ତି…
ଆଡଭାନୀଙ୍କ ପାଇଁ ଜେଲ୍ରେ ରୋଷେଇ କରୁଥିଲେ ବାଜପେୟୀ, ଜରୁରୀକାଳୀନ ପରିସ୍ଥିତିରେ ଦୁଇ ଜଣ ଏକାଠି ଜେଲ୍ରେ ଥିଲେ
ନୂଆଦିଲ୍ଲୀ.- ବରିଷ୍ଠ ବିଜେପି ନେତା ଲାଲ୍ କୃଷ୍ଣ ଆଡଭାନୀଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ରୋଷେଇ କରୁଥିଲେ । ଆଡଭାନୀ ନିଜର ଏକ ଲେଖାରେ ଏହି କଥାକୁ ପ୍ରକାଶ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତ ବେଳେ ଦୁଇଜଣଙ୍କୁ ବାଙ୍ଗାଲୋର ଜେଲ୍ରେ ବନ୍ଦୀ କରାଯ।ଇଥିଲା…
ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ହେଲେ ଯୁବକ
ରାୟପୁର.- ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲମାନ ଯୁବକ ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ମହମ୍ମଦ ଇବ୍ରାହିମ୍ ସିଦ୍ଦିକି ନାମକ ୩୩ ବର୍ଷିୟ ଯୁବକ ୨୩ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି । ଏବେ ସେ ଧର୍ମ…
ଜିଲାପାଳ କହିଲେ ସରକାରୀ ବଙ୍ଗଳାରେ ଭୁତ ଅଛନ୍ତି
ହାଇଦ୍ରାବାଦ.- ଅନେକ ଲୋକ ଭୁତକୁ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ଏଥିରେ ବିଶ୍ୱାସ କରନ୍ତି ନାହିଁ । ମାତ୍ର ଜଣେ ଜିଲାପାଳ ଏକ ସାକ୍ଷାତକାରରେ ତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳାର ପ୍ରଥମ ମହଲାରେ ଭୁତ ରହୁଥିବା କଥା କହିବାପରେ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଏହାର…
ଅଟଳ ବିହାରୀ ବାଜପେୟୀଙ୍କୁ ଫେସ୍ବୁକ୍ରେ ସମାଲୋଚନା କରି ଛେଚା ଖାଇଲେ ସହ ପ୍ରଧ୍ୟାପକ
ପାଟଣା.- ଜନ ନାୟକ ଅଟଳ ବିହାରୀ ବାଜପେୟୀଙ୍କୁ ନିଜ ଫେସ୍ବୁକ୍ ଆକାଉଣ୍ଟରେ ସମାଲୋଚନା କରିବା ଜଣେ ସହ ପ୍ରଧ୍ୟାପକ( ଆସିଷ୍ଟାଣ୍ଟ ପ୍ରଫେସର)ଙ୍କୁ ମହଙ୍ଗା ପଡିଛି । କିଛି ଛାତ୍ର ଓ ଅନ୍ୟ ଲୋକ ତାଙ୍କୁ ନିର୍ଧୁମ ଛେଚିଥିବା ଅଭିଯୋଗ ହୋଇଛି ।
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନିଧନ…
ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମରାନ୍ ଖାନ୍, ଶପଥ ଗ୍ରହଣ ଉତ୍ସବରେ ନବଜୋତ ସିଂ ସିଦ୍ଧୁ…
ଇସଲାମବାଦ. ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ପୂର୍ବତନ କ୍ରିକେଟିୟରଇମରାନ୍ ଖାନ୍ ଶପଥ ଗ୍ରହଣ କରିଛନ୍ତି । । ସେ ପାକିସ୍ତାନ ତେହରିକ୍ ଇ ଇନସାଫ୍ ଦଳର ମୁଖ୍ୟ । ଗତ ନିର୍ବାଚନରେ ତାଙ୍କ ଦଳ ସର୍ବାଧିକ ଆସନ ଜିତିଥିଲା । ଶୁକ୍ରବାରରେ ଜାତୀୟ ଆସମ୍ବ୍ଲିରେ ଅନୁଷ୍ଠିତ ନିର୍ବାଚନରେ…