Browsing Category

ଦେଶ-ବିଦେଶ

ମହାକାଶରେ ୩୪୦ ଦିନ ବିତାଇବା ପରେ ଫେରିଲେ କେଲୀ, ବଦଳିଗଲା ଡିଏନଏ

ୱାସିଂଟନ: ମହାକାଶରେ ଏକ ବର୍ଷ ବିତାଇଥିବା ନାସାର ଅନ୍ତରୀକ୍ଷ ଯାତ୍ରୀ ସ୍କଟ କେଲୀଙ୍କ ଶରୀର ଆଗ ପରି ଆଉ ରହୁନାହିଁ । ତାଙ୍କର ଶରୀରରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସେ ପୃଥିବୀ ପରିକ୍ରମା କରୁଥିବା ବେଳେ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ୩୪୦ ଦିନ ବିତାଇଥିଲେ । ସେ ତିନି ବର୍ଷ…

ଜାଲିଆନୱାଲା ହତ୍ୟାକାଣ୍ଡ ୧୦୦ ବର୍ଷ ପୂର୍ତ୍ତି: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜାଲିଆନୱାଲା ହତ୍ୟାକାଣ୍ଡରେ ଜୀବନ ହରାଇଥିବା ଶତାଧିକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜିର ଦିନରେ ୧୦୦ ବର୍ଷ ତଳେ ଲୋମଟାଙ୍କୁରା ଜାଲିଆନୱାଲା ହତ୍ୟାକାଣ୍ଡ ଘଟିଥିଲା । ପଂଜାବର…

୧୦ ରାଜ୍ୟରେ ଲୋକସଭା ନିର୍ବାଚନ ଶେଷ: ମତଦାନ ଉତ୍ସାହଜନକ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ଓ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହୋଇଥିବା ମତଦାନ ଉତ୍ସାହଜନକ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ କୁହାଯାଇଛି । । ଇତି ମଧ୍ୟରେ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଲେକସଭା ନିର୍ବାଚନ ଶେଷ ହୋଇଯାଇଛି ।…

ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ: ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ମଙ୍ଗଳବାର କହିଛନ୍ତି, ଯଦି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲୋକସଭା ନିର୍ବାଚନ ପୁଣିଥରେ ଜିତିିବେ ତା’ହେଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ । ଗଣମାଧ୍ୟମକୁ ଇମରାନ ଖାନ କହିଛନ୍ତି, ଯଦି…

ଚୌକିଦାରକୁ କଂଗ୍ରେସ ଡରୁଛି: ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବାଇ: ଯେଉଁ ଲୋକମାନେ ୬ ମାସ ହେବ କହୁଛନ୍ତି ଚୌକିଦାର ଚୋର ଅଟେ, ଏବେ ସେମାନଙ୍କ ଘରୁ ଟଙ୍କା ବିଡ଼ା ବାହାରୁଛି । ଅସଲ ଚୋର ହେଉଛି କଂଗ୍ରେସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ମହାରାଷ୍ଟ୍ରର ଲାତୁର ଠାରେ ଆୟୋଜିତ ଏକ ବିଶାଳ ରାଲିକୁ ସମ୍ବୋଧନ କରି କହିଛନ୍ତି । କଂଗ୍ରେସ…

ବିଜେପିର ଏହି ଘୋଷଣା କଂଗ୍ରେସର ଚିନ୍ତା ବଢାଇଦେଇଛି, ଖସିଯ଼ାଇପାରେ ମଧ୍ୟବିତ୍ତ ଶ୍ରେଣୀ ଭୋଟବ୍ୟାଙ୍କ

ନୂଆଦିଲ୍ଲୀ : ଆଜି ବିଜେପି ପକ୍ଷରୁ ଜାରି ନିର୍ବାଚନୀ ଘୋଷଣାପତ୍ରରେ କୁହାଯ଼ାଇଛି ଯ଼େ ଦଳ ପୁଣି କ୍ଷମତାକୁ ଆସିଲେ ଆୟକର ଛାଡ ସୀମାକୁ ଆହୁରି ବଢାଇବ  । ଲୋକଙ୍କ ଉପରେ ଟିକସ ବୋଝକୁ କମାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଟିକସ ପରିସରରେ ସାମିଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଏପରି ଘୋଷଣା କରି…

ଟାଇମ୍ସ ନାଓ-ଭିଏମଆର ସର୍ଭେ : ଏନଡିଏକୁ ମିିଳିବ ବହୁମତ, ଓଡ଼ିଶାରେ ବିଜେପି ୧୨ଟି ଆସନ ଜିତିବ

ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ । ଏହି ପୂର୍ବାନୁମାନ କରିଛି ଟାଇମ୍ସ ନାଓ-ଭିଏମଆର ସର୍ଭେ । ଏହି ସର୍ଭେରେ କୁହାଯାଇଛି ଯେ ଏନଡିଏ ୨୭୯ଟି ଆସନ ଜିତିବ ଓ ବିରୋଧୀ ୟୁପିଏ ମୋଟ ପ୍ରାୟ ୧୪୯ଟି ଆସନ ଜିଣିବ । ଅନ୍ୟମାନେ ପ୍ରାୟ…

ନିର୍ବାଚନୀ ଇସ୍ତାହାର ଜାରି, ୭୫ ସଂକଳ୍ପ ନେଇ ଜନତାଙ୍କ ନିକଟରେ ପହଂଚିବ ବିଜେପି

ଭୁବନେଶ୍ୱର: ତିନି ଦିନ ପରେ ଅର୍ଥାତ ଏପ୍ରିଲ ୧୧ରୁ ଦେଶରେ ସାଧାରଣ ନିର୍ବାଚନଆରମ୍ଭ ହେବା ପୂର୍ବରୁ ଭାରତୀୟ ଜନତା ପାର୍ଟି ସେମାବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି । ବିଜେପି ଦେଶର ବିକାଶ ପାଇଁ ୭୫ଟି ସଂକଳ୍ପ ନେଇ ସାଧାରଣ ଜନତାଙ୍କ ପାଖକୁ ପହଂଚୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦେଖନ୍ତୁ ଭିଡିଓ: ଜମ୍ମୁରେ ନବଜ୍ୟୋତ ସିଦ୍ଧୁଙ୍କୁ ବିରୋଧ, ମୋଦୀ-ମୋଦୀ ଶ୍ଲୋଗାନ ଦେଲେ ଲୋକେ

ନୂଆଦିଲ୍ଲୀ: ପଂଜାବ ସରକାରରେ ମନ୍ତ୍ରୀ ଏବଂ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଶନିବାର ଜମ୍ମୁର କଟରାରେ ପ୍ରବଳ ବିରୋଧ ହୋଇଛି। ଏଠାରେ ଶ୍ରଦ୍ଧାଳୁମାନେ ସିଦ୍ଧୁଙ୍କ ସମ୍ମୁଖରେ ମୋଦୀ-ମୋଦୀ ଚିତ୍କାର କରିଛନ୍ତି। ନବଜ୍ୟୋତି ସିଦ୍ଧୁ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ପାଇଁ ପହଂଚିଥିଲେ।…

୮ରେ ଜାରି ହେବ ବିଜେପିର ନିର୍ବାଚନୀ ଇସ୍ତାହାର!

ନୂଆଦିଲ୍ଲୀ: ସପ୍ତଦଶ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଦେଶର ୨୦ଟି ରାଜ୍ୟର ବିଭିନ୍ନ ଲୋକସଭା ଆସନରେ ଅନିଷ୍ଠିତ ହେବ । ଏପ୍ରିଲ ୧୧ ପରେ ବିଭିନ୍ନ ତାରିଖରେ ମେ’ ୧୯ ଯାଏଁ ଆହୁରି ୬ଟି ପର୍ଯ୍ୟାୟରେ ମତଦାନ ହେବ । ଏହା ପୂର୍ବରୁ ରାଜନୈତିକ ଦଳମାନେ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି ।…