Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଏଗଜିଟ ପୋଲ: ଏନଡିଏକୁ ୩୦୦ ଆସନ, ମୋଦୀଙ୍କୁ ମିଳିଲା ପୁରସ୍କାର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ର ଅନ୍ତିମ ପର୍ଯ୍ୟାୟ ମତଦାନ ରବିବାର ଶେଷ ହେବା ପରେ ସନ୍ଧ୍ୟାରେ ଏଗଜିଟ ପୋଲ ଆସିଛି । ଏଥିରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଉଛି । ବିରୋଧୀଙ୍କୁ ସବୁ ପ୍ରକାରର ଉଦ୍ୟମ ବିଫଳ ହେବ ବୋଲି କୁହାଯାଉଛି ।…
କେଦାରନାଥ ଗସ୍ତ ଶେଷ କରି ବଦ୍ରୀନାଥ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ ‘କେଦାରନାଥ’ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାଜ୍ୟର ଜଣାଶୁଣା ବିଷ୍ଣୁପୀଠ (ବଦ୍ରୀନାଥ ଧାମ) ପାଇଁ ଗସ୍ତ କରିଛନ୍ତି । ମୋଦୀ ଶନିବାର କେଦାରନାଥରେ ପହଂଚି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଏହା ପରେ ସେଠାରେ…
ଲୋକସଭା ନିର୍ବାଚନ: ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି, ସନ୍ଧ୍ୟାରେ ଏଗଜିଟ ପୋଲ, ୨୩ରେ ଫଳାଫଳ
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପରିପ୍ରେକ୍ଷୀରେ ରବିବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଅନ୍ତିମ ପର୍ଯ୍ୟାୟରେ ୮ଟି ରାଜ୍ୟର ୫୯ଟି ଆସନରେ ମତଦାନ ଚାଲିଛି । ଆଜି ସନ୍ଧ୍ୟା ୫ଟାରେ ଏଗଜିଟ ପୋଲ ଆସିବ ।…
ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨ ଦିନିଆ କେଦାରନାଥ-ବଦ୍ରୀନାଥ ଗସ୍ତ
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ଶେଷ ହୋଇଛି । ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ରବିବାର ମତଦାନ ଗ୍ରହଣ କରାଯିବ ଏବଂ ମେ’ ୨୩ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର…
ଫନି ମାଡରେ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ନଷ୍ଟ
ଭୁବନେଶ୍ୱର,- ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ୧୨ ଏକର ପରିମିତ ଅଞ୍ଚଳରେ ଅବସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ ‘କଳାଭୂମି’ ଚଳିତ ଫନୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟ ପରିସରରେ ଥିବା ଶତାଧିକ ଛୋଟ ଗଛ ନଷ୍ଟ ହେବା ସହ ବଡ଼ବଡ଼ ପୁରୁଣା ଗଛଗୁଡ଼ିକ ଉ ପୁଡ଼ି ପଡ଼ିଛି । ସଂଗ୍ରହାଳୟ ଭିତର…
ଉପକୂଳ ଅଞ୍ଚଳରେ ଏଣିକି ବାତ୍ୟା ପ୍ରତିରୋଧ କରିପାରୁଥିବା ବୃକ୍ଷ ରୋପଣ କରାଯିବ
ଭୁବନେଶ୍ୱର- ଫନୀ ପ୍ରଳୟଙ୍କରୀ ବାତ୍ୟାର କ୍ଷୟକ୍ଷତି ଅତୁଳନୀୟ, ଏସବୁକୁ ଆଉଥରେ ଭରଣା କରିବା ଯେଉଁ ଭଳି ପୂର୍ବବତ ସବୁଜସୁନ୍ଦର ଭୁବନେଶ୍ୱର, ପୁରୀ, କଟକ ବିଶେଷକରି ବାଲୁଖଣ୍ଡ ଅଭୟାରଣ୍ୟ ପୂର୍ବ ଅବସ୍ଥାକୁ ଆଣିବାକୁ ଆଉ ୨୦ ବର୍ଷ ଲାଗିଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ…
ରେକର୍ଡ: ୧୩ ଘଣ୍ଟା ୨୦ ମିନିଟରେ ୫୩ ମେଦବହୁଳ ରୋଗୀଙ୍କ ଅପରେଶନ
ଇନ୍ଦୋର: ଡାକ୍ତରୀ ବିଶେଷଜ୍ଞ ଦଳ ମଧ୍ୟପ୍ରଦେଶର ଇନ୍ଦୋରରେ ୧୩ ଘଣ୍ଟା ୨୦ ମିନିଟରେ ୫୩ ଜଣଙ୍କର ମେଦବହୁଳ ହ୍ରାସ କରିବା ପାଇଁ ସର୍ଜରୀ କରିଛନ୍ତି । ଏଥିରେ ୧୮୨ କିଲୋ ଓଜନର ରୋଗୀ ମଧ୍ୟ ସାମିଲ ଥିଲେ । ଏହାକୁ ୱାଲ୍ଡ ବୁକ ଅଫ ରେକଡର୍ସ ଲଣ୍ଡନ କୀର୍ତ୍ତିମାନ ଭାବେ ମାନ୍ୟତା ଦେଇ ସର୍ଜନଙ୍କ…