Browsing Category

ଦେଶ-ବିଦେଶ

ପ୍ରଥମ ବିଦେଶ ଗସ୍ତ ଶେଷ ପରେ ଆଜି ତିରୁପତି ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ବିଦେଶ ଗସ୍ତ ଅବସରରେ ଶନିବାର ମାଳଦ୍ୱୀପ ଯାଇଛନ୍ତି । ଗସ୍ତ ଶେଷ ହେବା ପରେ ମୋଦୀ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଆଧ୍ୟାତ୍ମିକ ସହର ତିରୁପତି ଯିବେ । ମୋଦୀ ତିରୁମାଲାର ଭେଙ୍କଟେଶ୍ୱରଙ୍କୁ ପୂଜାର୍ଚ୍ଚନା କରିବେ…

ଭାରତ ସହ ସୁସଂପର୍କ ରଖିବାକୁ ଚାହୁଁଛି ପାକିସ୍ତାନ, ଜୟଶଙ୍କରଙ୍କୁ ଲେଖିଲା ପତ୍ର

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରୋଶୀ ନିଜର ଭାରତ ସମକକ୍ଷ ଏସ ଜୟଶଙ୍କରଙ୍କୁ ଏକ ପତ୍ର ଲେଖିଛନ୍ତି । ଚିଠିରେ ପାକିସ୍ତାନ ବିଦେଶ ସଚିବ ଉଲ୍ଲେଖ କରିଛନ୍ତି, ତାଙ୍କର ଦେଶ ଭାରତ ସହିତ ସୁସଂପର୍କ ରକ୍ଷା କରିବାକୁ ଚାହୁଁଛି । ଜୟଶଙ୍କରଙ୍କୁ ଚିଠିରେ ବିଦେଶ ମନ୍ତ୍ରୀ…

ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି: ହେବ ବଡ଼ ଆର୍ଥିକ ସର୍ବେକ୍ଷଣ

ନୂଆଦିଲ୍ଲୀ: ଯେମିତି କି ନୂଆ ମୋଦୀ ସରକାର ଠାରୁ ଆଶା କରାଯାଉଥିଲା ଯେ, ସେ ଆର୍ଥିକ ସମ୍ବନ୍ଧୀୟ କାମ ଶୀଘ୍ର କରିବେ । ସେହି ପକ୍ରିୟାରେ ସରକାର ଆଗକୁ ବଢିବାର ଦେଖାଯାଉଛି । ମୋଦୀ ସରକାର ୨.୦ ଦେଶ ସାରା ଅର୍ଥିକ ସର୍ବେକ୍ଷଣ କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ପର୍ଯ୍ୟନ୍ତ ରୋଜଗାରକୁ…

ଜମ୍ମୁ କଶ୍ମୀର: ଘରେ ପ୍ରବେଶ କରି ଛୋଟ ଝିଅକୁ ଗୁଳିକଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜାମ୍ମୁ କଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ଇଦ ପାଳନ କରୁଥିବା ବେଳେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ବୁଧବାର ସକାଳୁ ପୁଲୱାମାର ନରବଳ ଗାଁର ଗୋଟିଏ ଘରରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ । ଘରେ ପଶିଥିବା ଆତଙ୍କବାଦୀମାନେ ଲୋକମାନଙ୍କୁ ଗୁଳକରିଥିଲେ ।…

୧୩ଜଣଙ୍କୁ ନେଇ ଉଡିଥିବା ବାୟୁସେନା ବିମାନ ଏଏନ-୩୨ ନିଖୋଜ

ଇଟାନଗର/ନୂଆଦିଲ୍ଲୀ: ସୋମବାର ଅପରାହ୍ଣରେ ନିଖୋଜ ହୋଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ମଙ୍ଗଳବାର ପୂର୍ବାହ୍ଣ ୯ଟା ସୁଦ୍ଧା ଠାବ କରାଯାଇପାରି ନାହିଁ । ଏହି ବିମାନକୁ ଋଷିଆ ନିର୍ମାଣ କରିଥିଲା । ସେନାର ସି-୧୩୦ଜେ ଏବଂ ଯବାନମାନେ ନିଖୋଜ ବିମାନକୁ ଖୋଜିବାରେ ଲାଗିପଡ଼ିଛନ୍ତି । ଜାତୀୟ…

ପ୍ରତରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପୂର୍ବରୁ ସହିଦଙ୍କୁ ଶ୍ରଦ୍ଧାଂଜଳି ଦେଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମନ୍ତ୍ରାଳୟର କାର୍ଯ୍ୟଭାର ଗ୍ରହଣ କରିବା ପୂବରୁ ଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ପୀଠ (ନ୍ୟାସନାଲ ୱାର ମେମୋରିଆଲ) ପହଂଚିଛନ୍ତି । ସେଠାରେ ସେ ସହିଦମାନଙ୍କୁ ଶ୍ରଦ୍ଧାଂଜଳି ଦେଇ ପ୍ରଣାମ କରିଛନ୍ତି । ଏହି…

୨୪ କ୍ୟାବିନେଟ ମନ୍ତ୍ରୀ, ୨୪ ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର) ଓ ୯ ରାଷ୍ଟ୍ରମନ୍ତ୍ରୀ ସହିତ ଦେଖନ୍ତୁ ମୋଦୀଙ୍କ ପୂରା ଟିମ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୭ ସଦସ୍ୟଙ୍କ ସହିତ ଗୁରୁବାର ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ମନ୍ତ୍ରିମଣ୍ଡଳରେ କିଛି ନବାଗତଙ୍କୁ ମନ୍ତ୍ରୀ ପଦ ମିଳିଛି । ସେହିପରି କିଛି ସାଂସଦ ଦ୍ୱିତୀୟ ଥର ମନ୍ତ୍ରୀ ହେବାର…

ଆଜି ମୋଦୀଙ୍କ ଶପଥ ଗ୍ରହଣ ସମାରୋହ, ୪ ରାଷ୍ଟ୍ରପତି, ୩ ପ୍ରଧାନମନ୍ତ୍ରୀ ଓ ୮୦୦୦ ଅତିଥି ରହିବେ ଉପସ୍ଥିତ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଗୁରୁବାର ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟାରେ ୨ୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କର ଏହି ଶପଥ ଗ୍ରହଣ ସମାରୋହ ପାଇଁ ଭବ୍ୟ ଆୟୋଜନ କରାଯାଇଛି । ଏହି ଶପଥ ଗ୍ରହଣ ସମାରୋହରେ ୪ଟି ଦେଶର ରାଷ୍ଟ୍ରପତି, ୩ଟି ଦେଶର ପ୍ରଧାନମନ୍ତ୍ରୀ ଓ ଜଣେ…

ପ୍ରେରଣା: ଲକ୍ଷାଧିକ ଦରମାର ଚାକିରି ଛାଡ଼ି ଗୋସେବା କଲେ ୪ ଭାଇ-ଭଉଣୀ

ରାଜକୋଟ: ଗାଈମନଙ୍କର ସେବା କରିବା ପାଇଁ ଗୁଜୁରାଟର ଚାରି ସଂପର୍କୀୟ ଭାଇ-ଭଉଣୀ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଦେଇଛନ୍ତି । ନିଜର ତିନି ସଂପର୍କୀୟ ଭାଇ-ଭଉଣୀ ସହିତ ୨୦୧୭ରେ ଗୋଶାଳା ପାଇଁ ଚାକିରି ଛିଡି ଥିବା ଡାକ୍ତର ଶ୍ୟାମା ଗୋଂଦଲିୟାକୁ ତାଙ୍କ ମା-ବାପା ପଚାରିଥିଲେ ଯେ ତୁମେ କ’ଣ ଗାଈର…

ମୋଦୀ ସରକାରରେ କିଏ ହେବେ ମନ୍ତ୍ରୀ, ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜର ନୂତନ କ୍ୟାବିନେଟକୁ ନେଇ ବୈଠକରେ ଅଧ୍ୟକ୍ଷତା କରିପାରନ୍ତି । କ୍ୟାବିନେଟ ମନ୍ତ୍ରୀଙ୍କ ନାମ ନିର୍ଦ୍ଧାରଣ କରିବା ଲାଗି ବୋଧେ ମନ୍ତ୍ରୀଙ୍କ ସହିତ ବୈଠକ କରିପାରନ୍ତି । କୁହାଯାଉଛି ଯେ, ମୋଦୀ ଦିନକ ପରେ ଅର୍ଥାତ ୩୦ ତାରିଖରେ…