Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଯୋଗ ସବୁବେଳେ ଶାନ୍ତି-ସଦଭାବନା ସହିତ ଜଡ଼ିତ: ପ୍ରଧାନମନ୍ତ୍ରୀ ମୋଦୀ
ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି, ଶାନ୍ତି, ସମୃଦ୍ଧି ଏବଂ ସଦଭାବକୁ ଉଚ୍ଚସ୍ତରକୁ ନେଇଯିବା ହେଉଛି ଯୋଗର ସିଦ୍ଧାନ୍ତ । ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ପ୍ରାୟ ୩୦…
ନଦୀ-ପାହାଡ଼ରେ ଯୋଗ କଲେ ଭାରତୀୟ ଯବାନ
ନୂଆଦିଲ୍ଲୀ: ପଂଚମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଯବାନମାନେ ଶୁକ୍ରବାର ଯୋଗ ଦିବସକୁ ଅଧିକ ସ୍ମରଣୀୟ ରଖିବା ପାଇଁ ନଦୀ ଓ ପାହାଡ଼ ଶିଖରରେ ଯୋଗ କରିଛନ୍ତି । ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାରୁ ନଦୀରେ ଯୋଗ ପ୍ରଦର୍ଶନ କରିଥିବା ବେଳେ ସିକ୍କିମରେ…
ଡାଇରିଆ ଜନିତ ଶିଶୁ ମୃତ୍ୟୁ ୨୦୨୨ ପର୍ଯ୍ୟନ୍ତ ଶୂନ୍ୟ ସ୍ତରକୁ ଅଣାଯିବା ଲକ୍ଷ୍ୟ: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବଦ୍ଧନ ବର୍ଷ ୨୦୨୨ ପର୍ଯ୍ୟନ୍ତ ଦେଶରେ ଡାଇରିଆ କାରଣରୁ ହେଉଥିବା ଶିଶୁମାନଙ୍କର ମୃତ୍ୟୁକୁ ଶୂନ୍ୟ କରିବା ପାଇଁ ନୂଆ ରଣନୀତି ଓ ନୂତନ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ଦେଶରେ ପ୍ରଜନନାତ୍ମକ, ମାତୃତ୍ୱ, ନବଜାତ, ଶିଶୁ…
ଓମ ବିର୍ଲା ଲୋକସଭା ବାଚସ୍ପତି ପ୍ରାର୍ଥୀ ପାଇଁ ଆଜି କରିବେ ନାମାଙ୍କନ, ଆସନ୍ତାକାଲି ନିର୍ବାଚନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଲୋକସଭା ବାଚସ୍ପତି ପାଇଁ ରାଜସ୍ଥାନର କୋଟା-ବୁନ୍ଦୀ ଆସନରୁ ସାଂସଦ ଓମ୍ ବିର୍ଲାଙ୍କ ନାମକୁ ପ୍ରସ୍ତାବ ଦେଇଛି । ଏହି ନୋଟିସକୁ ଏନଡିଏର ୧୦ଟି ଦଳ ସମର୍ଥନ ଦେଇଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ନୀତିନ ଗଡ଼କରୀ, ରାଜନାଥ…
ଆଜିଠାରୁ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ: ବହୁପ୍ରତିକ୍ଷୀତ ସଂଦଦର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ମୋଦୀ ସରକାରଙ୍କ ଏହା ହେବ ପ୍ରଥମ ବଜେଟ ଅଧିବେଶନ । ସଂସଦର ଚଳିତ ଅଧିବେଶନରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବେ । ତିନ ତଲାକ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ…
ରୋହିତଙ୍କ ବିସ୍ଫୋରକ ଶତକ
ମାଞ୍ଚେଷ୍ଟର - ପାକିସ୍ତାନ ବିପକ୍ଷରେ ଚାଲିଥିବା ବିଶ୍ୱକପ୍ ଦିନିକିଆ ମ୍ୟାଚରେ ରୋହିତ ଶର୍ମା ଶତକୀୟ ପାରି ଖେଳିଛନ୍ତି । ସେ ୮୫ଟି ବଲ୍ରେ ଶତକ ହାସଲ କରିଛନ୍ତି । ୯ଟି ଚୌକା ଓ ୩ଟି ଛକା ସହାୟତାରେ ସେ ଶତକ ହାସଲ କରିଛନ୍ତି ।
ସେହିପରି ଶିଖର ଧାଓ୍ୱନଙ୍କ ଅନୁପସ୍ଥିତିରେ ତାଙ୍କ…
ପଶ୍ଚିମବଙ୍ଗ: ଥମୁନି ରାଜନୈତିକ ହିଂସା, ବୋମା ବିସ୍ଫୋରଣରେ ୩ ଟିଏମସି ନେତାଙ୍କ ମୃତ୍ୟୁ
କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଉତ୍କଟ ରୂପ ନେଇଛି । ମୁର୍ଶିଦାବାଦ ଜିଲ୍ଲାର ଡୋମକଲର କୁଚିଆମୋଡା ଗ୍ରାମରେ ଶୁକ୍ରବାର ୨ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯିବାରୁ ଗୋଟିଏ ଗୋଷ୍ଠୀର ଲୋକେ ଉତ୍ତେଜିତ ହୋଇଛନ୍ତି । ଉତ୍ତେଜିତ ଲୋକେ ବିରୋଧୀ ଗୋଷ୍ଠୀଙ୍କ ଉପରକୁ ବୋମା ବିସ୍ଫୋରଣ କରିଛନ୍ତି…
ଅଷ୍ଟ୍ରେଲୀୟ କଂପାନି ବିରୋଧରେ ମୋକଦ୍ଦର୍ମା କଲେ ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ: କ୍ରିକେଟ୍ ମହାକୁମ୍ଭ (କ୍ରିକେଟ୍ ବିଶ୍ୱକପ୍ ୨୦୧୯) ଇଂଲଣ୍ଡରେ ଜାରି ଥିବା ବେଳେ ସଚିନ ତେନ୍ଦୁଲକର ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ୱକପ୍ରେ କମେଣ୍ଟ୍ରି କରୁଥିବା ସଚନି ତେନ୍ଦୁଲକର ଅଷ୍ଟ୍ରେଲିଆର ଏକ କଂପାନି ବିରୋଧରେ ମୋକଦ୍ଦମା କରିଛନ୍ତି। ସଚିନଙ୍କ କହିବା ଅନୁସାରେ ବ୍ୟାଟ୍…
ଡାକ୍ତର ଆନ୍ଦୋଳନ: ପଶ୍ଚିମବଙ୍ଗ-ଦିଲ୍ଲୀ-ମୁମ୍ବାଇରେ ରୋଗୀ ହନ୍ତସନ୍ତ
ନୂଆଦିଲ୍ଲୀ: କୋଲକାତା ଠାରୁ ଆରମ୍ଭ କରି ମୁମ୍ବାଇ ଓ ଦିଲ୍ଲୀ ଯାଏଁ ରୋଗୀ ଚିକିତ୍ସା ଛାଡି ଡାକ୍ତରମାନେ ଆନ୍ଦୋଳନସ୍ଥଳକୁ ଓହ୍ଲାଇଛନ୍ତି । ଫଳରେ ରୋଗୀ ସେବା ବିପର୍ଯ୍ୟସ୍ତ ଦେଖାଯାଇଛି । ପଶ୍ଚିମବଙ୍ଗରେ ଡାକ୍ତରୀ ଆନ୍ଦୋଳନକୁ ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ଅଖିଳ ଭାରତୀୟ ବିରୋଧ ଦିବସ ଘୋଷିତ…
ବିଶ୍ୱକପ୍ରେ ଭାରତ ବିପକ୍ଷ ମ୍ୟାଚ୍ରେ ଆମେ ଆହୁରି ଅଧିକ ପରିଶ୍ରମ କରିବୁ: ପାକିସ୍ତାନ ଅଧିନାୟକ
ଲଣ୍ଡନ: ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ କହିଛନ୍ତି, ତାଙ୍କର ଟିମ୍ ଫିଲ୍ଡିଂ କ୍ଷେତ୍ରରେ ଆହୁରି ପରିଶ୍ରମ କରିବ। ବିଶେଷ ଭାବେ ଭାରତ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଟିମ୍ ନିଜର ସମସ୍ତ ପ୍ରକାରର ଶକ୍ତି ବ୍ୟବହାର କରିବ। ସୂଚନାଯୋଗ୍ୟ ଯେ, ମଂଚେଷ୍ଟରସ୍ଥିତ…