Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି
ଭୁବନେଶ୍ୱର ୧୦।୧୧ - ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ…
ଅଯୋଧ୍ୟାରେ ହେବ ରାମ ମନ୍ଦିର -ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ - ବହୁ ପ୍ରତିକ୍ଷୀତ ଅଯୋଧ୍ୟା ଜମି ବିବାଦ ମାମଲାର ଚୂଡାନ୍ତ ରାୟ ଗତକାଲି ସୁପ୍ରିମକୋର୍ଟ ଶୁଣାଇଛନ୍ତି । ଅଯୋଧ୍ୟାର ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ କରିବାପାଇଁ ଏହି ଜମିକୁ ଏକ ଟ୍ରଷ୍ଟ ହାତକୁ ହସ୍ତାନ୍ତର କରିବା ସକାଶେ ୩ରୁ ୪ ମାସ ଭିତରେ ଏକ ଯୋଜନା ପ୍ରସ୍ତୁତ କରିବାପାଇଁ…
ପବଜି ମୋବାଇଲ୍ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଛି୨୦୦ ଟଙ୍କା କୁପନ , ପ୍ଲେ ଷ୍ଟୋରରୁ କିଣି ପାରିବେ କୌଣସି…
ନୂଆଦିଲ୍ଲୀ ୧୦।୧୧............ ପବଜି ମୋବାଇଲ୍ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୦୦ ଟଙ୍କା ମିଳୁଛି। ଏହି ଟଙ୍କାରେ ପ୍ଲେ ଷ୍ଟୋରରୁ କୌଣସି ଗେମ୍ କିଣି ପାରିବେ । ପବଜି ମୋବାଇଲ୍ ସିଜିନ୍ର ୧୦ରେ ନୂଆ ଦି ରୁଇନସ୍ ମ୍ୟାପ ରହିଛି । ଏହି କୁପନର ଲିମିଟେଡ୍ ଭ୍ୟାଲିଡିଟି ରହିଛି ।…
ଶନିବାରରେ ଆସିବ ଅଯୋଧ୍ୟା ମାମଲାର ରାୟ
ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ ଶେଷ ହୋଇଛି । ଆସନ୍ତାକାଲି ଶନିବାର ପୂର୍ବାହ୍ନରେ ଏହାର ରାୟ ପ୍ରକାଶ ପାଇବ । ଶନିବାର ସକାଳ ୧୦ଟା ୩୦ ସମୟରେ ଏହା ପ୍ରକାଶ ପାଇବ । ପ୍ରଧାନ ବିଚାରପତି ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ । ଏଥିପାଇଁ ଉତ୍ତରପ୍ରଦେଶର ବିଭିନ୍ନ…
ଆସୁଛି ନୂଆ ଫାୟାର ଆର୍ମ ନିୟମ, ଜଣେ ବ୍ୟକ୍ତି ଗୋଟିଏ ବନ୍ଧୁକ, ନିୟମ ଖିଲାପ କଲେ ୧୦ ବର୍ଷରୁ ଆଜୀବନ ଜେଲ୍
ଆସୁଛି ନୂଆ ଫାୟାର ଆର୍ମ ନିୟମ, ଜଣେ ବ୍ୟକ୍ତି ଗୋଟିଏ ବନ୍ଧୁକ, ନିୟମ ଖିଲାପ କଲେ ୧୦ ବର୍ଷରୁ ଆଜୀବନ ଜେଲ୍
ନୂଆଦିଲ୍ଲୀ -- ଏବେ ସରକାର ଫାୟାର ଆର୍ମ ପାଇଁ ନୂଆ ନିୟମ ପ୍ରଣୟନ କରିବାପାଇଁ ଯାଉଛନ୍ତି । ତିନଥର ଫାୟାର ଆର୍ମ ନିୟମ ଖିଲାପ କଲେ ୧୦ ବର୍ଷର ଜେଲ୍ ଦଣ୍ଡ ପ୍ରବାଧାନ ରହିଛି । ଏହା…
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ…
ନୂଆଦିଲ୍ଲୀ - ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଓ ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ସତରା ଓ ସମସ୍ତିପୁର ଲୋକସଭା ଆସନ ସମେତ ୧୭ଟି ରାଜ୍ୟରେ ୫୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ…
ଜଷ୍ଟିସ୍ ଶରଦ ଅରବିନ୍ଦ୍ ବୋବ୍ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ - ଜଷ୍ଟିସ୍ ଶରଦ ଅରବିନ୍ଦ୍ ବୋବ୍ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଆସନ୍ତା ନଭେମ୍ବର ୧୭ ତାରିଖରେ ବର୍ତ୍ତମାନ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ରଞ୍ଜନ୍ ଗୋଗୋଇ ଅବସର ନେବେ।
ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…
ହରିୟାନା ନିର୍ବାଚନ ଗତ ଥର କିଏ କେତେ ଆସନ ଜିତିଥିଲା ।
ହରିୟାନା ଉତ୍ତର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ . ୨୦୧୪ ନିର୍ବାଚନରେ ବିଜେପି-୪୭, ଆଇଏଡ଼ଏଲଡ଼ି-୧୯ ଓ କଂଗ୍ରେସ ୧୫ଟି ଆସନ ଜିତିଥିଲେ ।
ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା । ମନୋହର ଲାଲ ଠକ୍କର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ହରିୟାନାରେ ୯୦ଟି ଆସନ ରହିଛି ।…
୨୧ ଅକ୍ଟୋବରରେ ହରିୟାନା ନିର୍ବାଚନ
୨୧ ଅକ୍ଟୋବରରେ ହରିୟାନା ନିର୍ବାଚନ
ହରିୟାନା ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।
ଅକ୍ଟୋବର ୨୪ ତାରିଖରେ ହରିୟାନାଭୋଟ ଗଣତି ହେବ।
ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି ।
ହରିୟାନାରେ ୧.୨୮ କୋଟି ମତଦାତା ଅଛନ୍ତି।
ସେହି ସମୟରେ…