ପବଜି ମୋବାଇଲ୍‌ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ମିଳୁଛି୨୦୦ ଟଙ୍କା କୁପନ , ପ୍ଲେ ଷ୍ଟୋରରୁ କିଣି ପାରିବେ କୌଣସି ଗେମ୍‌

0 5,462

ନୂଆଦିଲ୍ଲୀ ୧୦।୧୧………… ପବଜି ମୋବାଇଲ୍‌ ପ୍ଲେୟାରଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରେ ୨୦୦ ଟଙ୍କା ମିଳୁଛି। ଏହି ଟଙ୍କାରେ ପ୍ଲେ ଷ୍ଟୋରରୁ କୌଣସି ଗେମ୍‌ କିଣି ପାରିବେ । ପବଜି ମୋବାଇଲ୍‌ ସିଜିନ୍‌ର ୧୦ରେ ନୂଆ ଦି ରୁଇନସ୍‌ ମ୍ୟାପ ରହିଛି । ଏହି କୁପନର ଲିମିଟେଡ୍‌ ଭ୍ୟାଲିଡିଟି ରହିଛି ।

ଗୁଗୁଲ୍‌ ଏବେ ପବଜିରେ ଗେମ୍‌ରେ ଏହି ଅଫର୍‌ ଦିଆଯାଉଛି । ଏବେ ଗୁଗୁଲ୍‌ ପ୍ଲେଷ୍ଟୋରର ମେନ୍‌ ମେନୁରେ ଏହି ଅଫର୍‌ ମିଳୁଛି । ରିଓ୍ୱାର୍ଡ ସେକ୍ସନରେ ବି ଏହି ଅଫର୍‌ ମିଳୁଛି । ପ୍ରଥମେ ଏହି ଅଫର୍‌କୁ ଗୁଗୁଲ୍‌ ପ୍ଲେ ଷ୍ଟୋର ର୍ ଅଭେଲ୍‌ କରି ପରେ ଗେମ୍‌ରେ ଆଭେଲ୍‌ କରିପାରିବେ ।
ଏହି ୨୦୦ ଟଙ୍କା ଉପଯୋଗ କରିବା ପାଇଁ ୩୫୦ ଟଙ୍କାର ଗେମ୍‌ କିଣିବା ପାଇଁ ପଡିବ । ଏଥିରେ ୟୁଜର୍‌ଙ୍କୁ କୁପନ୍‌ କୋଡ୍‌ ବ୍ୟବହାର କରିବାପାଇଁ ପଡିବ ।
ଏହାକୁ ଆଭେଲ୍‌ କରିବା ପାଇଁ ସୀମିତ ସମୟ ରହିବ । ଏବୋ ପବଜି ର ସିଜିନ୍‌ ୧୦ରେ ୦.୧୫.୫ ଅପ଼ଡେଟ୍‌ରେ ଫ୍ୟୁଚରଷ୍ଟିକ୍‌ ଓ୍ୱେଷ୍ଟଲ୍ୟାଣ୍ଡର ଥିମ୍‌କୁ ଫରି ଅଫ୍‌ ଦି ଓ୍ୱେଷ୍ଟଲ୍ୟାଣ୍ଡ ବୋଲି ନାମ ଦିଆଯାଇଛି ।
ସିଜିନ୍‌ ୧୦ର ଅପଡେଟ୍‌ରେ ଟିମ୍‌ ଡେଥ୍‌ମ୍ୟାଚ ମୋଡ ବି ରହିଛି । ଏହି ନୂଆ ମ୍ୟାପରେ ରେନ୍‌ ଫରେଷ୍ଟ ଓ ଗହଳ ପରିବା କ୍ଷେତ ଓ ମେଜ୍‌ପାଥ ରହିଛି । ଏଥିରେ ନୂଆ ବନ୍ଧୁକ ଓ ଗାଡି ରହିଛି ।
ଭିକେଣ୍ଟି ମ୍ୟାପରେ ଗେମ୍‌ ପ୍ଲେରେ ଅଧିକ ମଜା ଉଠାଇ ପାରିବେ ।

Leave A Reply