Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ଦେଶରେ ଯାତ୍ରୀବାହି ଟ୍ରେନ ଚଳାଚଳ ଆରମ୍ଭ
ନୂଆଦିଲ୍ଲୀ - ଦେଶବ୍ୟାପି ପର୍ଯ୍ୟାୟ କ୍ରମେ ଯାତ୍ରୀବାହି ଟ୍ରେନ୍ ସେବା ଆରମ୍ଭ ହେଉଛି ।
୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ୩୦ଟି ମାର୍ଗରେ ଚଳାଚଳ କରିବ । ଏଥିପାଇଁ ସେମବାର ସନ୍ଧ୍ୟାରୁ ବୁକିଂ ଆରମ୍ଭ ହୋଇଛି । ସଂରକ୍ଷିତ
ଟିକଟର ଅବଧି ୭ ଦିନ ବଳବତ୍ତର ରହିବ । ତେବେ ନିଶ୍ଚିତ ସଂରକ୍ଷିତ…
କଟିବନି କେନ୍ଦ୍ରସରକାରୀ କର୍ମଚାରୀଙ୍କର ଦରମା
ନୂଆଦିଲ୍ଲୀ - କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା ହ୍ରାସ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ।
There is no proposal under consideration of Govt for any cut whatsoever in the existing salary…
ପ୍ରବାସୀ ଭାରତୀୟ ସ୍ୱଦେଶ ଫେରିଲେ
ନୂଆଦିଲ୍ଲୀ - କରୋନା ଭାଇରସ ସଂକ୍ରମଣ କାରଣରୁ ବିଭିନ୍ନ ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ସ୍ୱଦେଶ ଫେରିଛନ୍ତି । ଏମାନେ ବିମାନ ଓ ଜାହାଜରେ ଆସୁଛନ୍ତି ।
ହଜାର ହଜାର ପ୍ରବାସୀ ଭାରତୀୟମାନଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିମାନ ବନ୍ଦର ଓ ବନ୍ଦରରେ ବ୍ୟାପକ ପ୍ରସ୍ତୁତି…
ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ
ବିଶାଖାପାଟଣା - କିରଣଡୁଲ-ବିଶାଖାପାଟଣା ରେଳ ରାସ୍ତାରେ ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ଘଟଣାରେ ୪ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବୁରାଗୁହାଳୁ-ଚିମିଡିପଲି ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର…
କାରଖାନା ଶ୍ରମିକମାନଙ୍କ ପାଇଁ ଗାଇଡ୍ଲାଇନ୍ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର - କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି ।
- କୌଣସି ସାବାଳକ ଶ୍ରମିକଙ୍କୁ କାରଖାନାରେ ଦୈନିକ ୧୨ ଘଣ୍ଟାରୁ ଅଧିକ କି…
ପୁରୀରେ ଅଟକି ଥିବା ୩୮ ପର୍ଯ୍ୟଟକ ଘରକୁ ଫେରିଲେ
ପୁରୀ - ଲକ୍ ଡାଉନ ଯୋଗୁ ପୁରୀରେ ଅଟକି ଥିବା ଝାଡଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶର ୩୮ ଜଣ ପର୍ଯ୍ୟଟକ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜର ଘରକୁ ଫେରିଛନ୍ତି ।
ତେବେ ଯିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ରାଞ୍ଜିଟ୍ ପାସ୍ ଓ ୨ଦିନ…
ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ
ନୂଆଦିଲ୍ଲୀ - ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହା ଘୋଷଣା କରିଛନ୍ତି । ତେବେ ଜୁଲାଇ ୨୬ତାରିଖ ଏନ.ଇ.ଇ.ଟି (ନିଟ୍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଜେଇଇ-…
ଭାରତର ବଜାର ପାଖରେ ବଡ ଶକ୍ତି ରହିଥିବାରୁ ଆଗାମୀ ଦିନରେ ଏହା ବିଶ୍ୱର ବଡ ବ୍ରାଣ୍ଡ ହେବାର ସମ୍ଭାବନା
ନୂଆଦିଲ୍ଲୀ - କରୋନା ପରବର୍ତ୍ତୀ ସ୍ଥିତିରେ ଭାରତ ବିଶ୍ୱ ଅର୍ଥନୀତିର ସମ୍ଭାବନାର କେନ୍ଦ୍ର ହେବା ନେଇ ସୁଯୋଗରୁ ଓଡ଼ିଶା କିପରି ଲାଭ ପାଇପାରିବ ସେ ଦିଗରେ କାର୍ଯ୍ୟ କରିବା ଲାଗି ଉପସାଗରୀୟ ୬ଟି ପ୍ରମୁଖ ଦେଶରେ ରହୁଥିବା ଓଡ଼ିଆ ସମାଜର ବ୍ୟକ୍ତିମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
ସମସ୍ତ ଜୋନ୍ରେ ବନ୍ଦ ରହିବ ଏହି ଅନୁଷ୍ଠାନ, ଖୋଲା ରହିବ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ସହ..
ନୂଆଦିଲ୍ଲୀ - କରୋନା ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ରେ ଦେଶର ବିଭିନ୍ନ ଅଞ୍ଚଳକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି । ଏହି ୩ଟି ଜୋନ୍ରେ ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ସିନେମାହଲ୍, ସପିଂମଲ୍, ଅଡିଟୋରିୟମ, ଜିମ୍ନାସିୟମପାର୍କ, ସୁଇମିଂପୁଲ୍ ଆଦି ବନ୍ଦ…
ଭାରତରେ କରୋନା ଭୟଙ୍କର ହେଲା ୩ ରାଜ୍ୟରେ ,ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ଟି ନୂଆ ମାମଲା
ନୂଆଦିଲ୍ଲୀ - ଭାରତରେ କରୋନା ସ୍ଥିତି ଅଧିକ ବଢିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୫୫୩ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିଥିବାବେଳେ ୭୨ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨ ହଜାର ୫୩୩ରେ ପହଞ୍ôଚଛି । ଏପର୍ଯ୍ୟନ୍ତ ଭାରତରେ ୧୩୭୩…