Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍ ବ୍ୟବହାର ପାଇଁ ଅନୁମତି
ପଞ୍ଚାୟତ ନିର୍ବାଚନରେ ଗାଡି ଓ ମାଇକ୍ ବ୍ୟବହାର ପାଇଁ ସ୍ଥାନୀୟ ତହସିଲଦାର ଅନୁମତି ଦେଇପାରିବେ ବୋଲି ରାଜ୍ୟ ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପ୍ରଚାରରେ ମାଇକ୍ ଓ ଗାଡ଼ି ବ୍ୟବହାର ଅନୁମତି ପାଇଁ ପ୍ରାର୍ଥୀମାନେ ସମସ୍ୟାର ସମ୍ମୁଖୀନ ହେବା ସହ ଏନେଇ ରାଜ୍ୟ ନିର୍ବାଚନ!-->…
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ପୁରୀ ଗସ୍ତରେ ଆସିବେ
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ୨ ଦିନିଆ ପୁରୀ ଗସ୍ତରେ ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ନରସିଂହ ଭୋଳ ଆଜି ପୁରୀ ଗସ୍ତରେ ଯାଇ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିଛନ୍ତି । ମିଳିଥିବା!-->…
ପଞ୍ଚାୟତ ନିର୍ବାଚନ-ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ
ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ
ପଞ୍ଚାୟତ ନିର୍ବାଚନ ସକାଶେ ମତଦାନ ସାବ୍ୟସ୍ତ କରିବା ଲାଗି ସରକାରୀ କର୍ମଚାରୀ ଏବଂ ସରକାରୀ ଅନୁବନ୍ଧିତ ବୋର୍ଡ ଓ ବେସରକାରୀ ପ୍ରତିଷ୍ଠାନର କର୍ମଚାରୀ ୩ଦିନ ଛୁଟି ନେଇପାରିବେ । ଏନେଇ!-->!-->!-->…
ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ
ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ଡିଗ୍ରୀ କଲେଜ ଓ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକରେ ଆସନ୍ତା ୬ ତାରିଖରୁ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଏନେଇ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି,!-->…
ଓଡ଼ିଶାରେ ରେଳବାଇ ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ
। ଓଡ଼ିଶା ପାଇଁ ୯ ହଜାର ୭୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ରେଳବାଇ ସୂତ୍ରରୁ ଜଣାପଡ଼ିଛି । ସେଥିମଧ୍ୟରୁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୮୯୧ କୋଟି ଟଙ୍କା, ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି, ହରିଦାସପୁର-ପାରାଦୀପ ସକାଶେ ୮୫ କୋଟି ଏବଂ ତାଳଚେର-ବିମଳାଗଡ଼ ରେଳପଥ ନିମନ୍ତେ ୨୫୦!-->…
କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ
କେନ୍ଦ୍ର ବଜେଟ୍ରେ ରେଳମନ୍ତ୍ରଣାଳୟ ପାଇଁ ୧ଲକ୍ଷ ୪୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପୂର୍ବ ଆର୍ଥିକ ବର୍ଷ ବଜେଟ୍ ତୁଳନାରେ ପ୍ରାୟ ୨୦ହଜାର କୋଟିରୁ ଅଧିକ ଥିବା ଜଣାପଡିଛି । ଏହା ଅଟକି ରହିଥିବା ପ୍ରକଳ୍ପ କାର୍ଯ୍ୟଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଆଗକୁ ବଢାଇବାରେ ସହାୟକ ହେବ ।!-->…
୧୬୫କୋଟି ଡୋଜ୍ରୁ ଅଧିକ ଟିକାଦାନ କରି ଭାରତ ଆଉ ଏକ ସଫଳତା ହାସଲ
ଦେଶବ୍ୟାପୀ ଚାଲିଥିବା ସର୍ବବୃହତ୍ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗେଇ ଚାଲିଛି । ୧୬୫କୋଟି ଡୋଜ୍ରୁ ଅଧିକ ଟିକାଦାନ କରି ଭାରତଆଉ ଏକ ସଫଳତା ହାସଲ କରିଛି । ଆଜି ସନ୍ଧ୍ୟା ସୁଦ୍ଧା ୧୬୫ କୋଟି ୫୯ ଲକ୍ଷ ୬୪ହଜାରରୁ ଅଧିକ ଡୋଜ୍ ଟିକାଦାନ କରାଯାଇଥିବା ଜଣାପଡିଛି । ୧ କୋଟି ୧୧ଲକ୍ଷ ୨୯!-->…
ରାଜ୍ୟରେ ମାଟ୍ରିକ ଓ ଯୁକ୍ତ-୨ ପରୀକ୍ଷା ଯଥା ସମୟରେ ହେବ
ରାଜ୍ୟରେ ମାଟ୍ରିକ ଓ ଯୁକ୍ତ-୨ ପରୀକ୍ଷା ଯଥା ସମୟରେ ହେବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ତେଣୁ ଏଥିପାଇଁପରୀକ୍ଷାର୍ଥୀମାନେ ପ୍ରସ୍ତୁତ ରହିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଗତ କିଛିଦିନର ସ୍ଥିତିକୁ ଲକ୍ଷ୍ୟ କଲେ ରାଜ୍ୟର କରୋନା ସଂକ୍ରମଣ ହ୍ରାସ!-->…
ଓମିକ୍ରନ୍ ସଂକ୍ରମଣ ୬୦ପ୍ରତିଶତ- ଏବେ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉ ଥିବାଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର…
ଜିନମ୍ ସିକୁଏନ୍ସିଂ ଅନୁଯାୟୀ ଦେଶରେ ଓମିକ୍ରନ୍ ସଂକ୍ରମଣ ୬୦ ପ୍ରତିଶତ ଥିବାବେଳେ ଏବେ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉ ଥିବା ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା!-->…
ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ
ସାଧାରଣତନ୍ତ୍ର ଦିବସ-୨୦୨୨ ଅବସରରେ ଦେଶର ୯୩୯ ଜଣ ପୁଲିସ କର୍ମଚାରୀଙ୍କୁ ସାହସିକତା ଓ ସେବା ପଦକରେ ସମ୍ମାନିତ କରାଯିବ । ୧୮୯ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ସାହସିକତା ପାଇଁ ପୁଲିସ ପଦକରେ ସମ୍ମାନିତ ହେବେ । ଅନ୍ୟପକ୍ଷରେ ୮୮ ଜଣ ପୁଲିସ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି!-->…