ଓମିକ୍ରନ୍‍ ସଂକ୍ରମଣ ୬୦ପ୍ରତିଶତ- ଏବେ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉ ଥିବାଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛ

0 92

ଜିନମ୍‍ ସିକୁଏନ୍‍ସିଂ ଅନୁଯାୟୀ ଦେଶରେ ଓମିକ୍ରନ୍‍ ସଂକ୍ରମଣ ୬୦ ପ୍ରତିଶତ ଥିବାବେଳେ ଏବେ ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉ ଥିବା ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ ।
ସେ କହିଛନ୍ତି, ବାହାର ଦେଶର ଯାତ୍ରୀଙ୍କ ଆଗମନ ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢ଼ୁଛି, ତାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି । ଅନ୍ୟ ଦେଶରେ ଏଭଳି ଘଟିଛି । ଆଉ କିଛି ଦିନରେ ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ ।

Leave A Reply