Browsing Category

ଆଶାର ଆଲୋକ

ଅଶୋଧିତ ପେଟ୍ରୋଲ ଡିଜେଲ ତୈଳ କମ୍‌ ଉତ୍ପାଦନ କରିବ ସାଉଦିଆରବ

ସାଉଦୀ ଆରବ ଜୁଲାଇ ମାସରେ ଦୈନିକ ଏକ ନିୟୁତ ବ୍ୟାରେଲ ତୈଳ କମ୍‍ ଉତ୍ପାଦନ କରିବ ବୋଲି ଘୋଷଣା କରିଛି । ଭିଏନାରରେ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ବୈଠକ ପରେ ଏହି ଘୋଷଣା କରାଯାଇଛି । ସାଉଦୀ ଆରବ ଏହାର ତୈଳ ଉତ୍ପାଦନ ହ୍ରାସ କରିବା ବିଷୟ ନିଜ ତରଫରୁ ନିଷ୍ପତ୍ତି ନେଇଛି । ସାଉଦୀ ଆରବ…

ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନ

ଏନ୍‍.ସି.ଇ.ଆର୍‍.ଟି.ର ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପରିବର୍ତ୍ତନକରାଯାଇଛି । ସି.ବି.ଏସ୍‍.ଇ. ଦଶମ ଶ୍ରେଣୀ ବହିରୁ ଛାତ୍ରଛାତ୍ରୀମାନଙ୍କ ପାଇଁପିରିୟଡିକ୍‍ ଟେବୁଲ, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ବିଷୟଗୁଡ଼ିକ ହଟାଇଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବାପାଇଁ ଏହି…

ନିଶା କାରବାରରେ ଲିପ୍ତ ଅପରାଧୀମାନଙ୍କୁ ୬ ମାସ ପାଇଁ ଭୁବନେଶ୍ୱର ଛାଡ଼ିବାକୁ କମିଶନରେଟ୍‍ ପକ୍ଷରୁ ନିର୍ଦ୍ଦେଶନାମା

ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ଓ ନିଶା ବେପାରୀଙ୍କବିରୋଧରେ କମିଶନରେଟ୍‍ ପୁଲିସ୍‍ ଶୂନ୍ୟ ସହନଶୀଳତା ନୀତି ଆପଣେଇଛି ।ପୁଣି ଥରେ ଅପରେସନ୍‍ ହ୍ୱାଇଟ୍‍ ସ୍ପାଇଡର୍‍କୁ ପୁଲିସ୍‍ ପକ୍ଷରୁ ଜୋର୍‍ଦାରକରାଯାଇଛି । ଏଣିକି ରାଜଧାନୀରେ ନିଶା କାରବାରରେ ଲିପ୍ତ ଥିବାଅପରାଧୀମାନଙ୍କୁ ୬ ମାସ…

ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ

ସମବାୟ କ୍ଷେତ୍ରରେ ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‍ ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନକରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ…

ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍‍

ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍‍ ଆସନ୍ତାକାଲିଠାରୁସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ବୋଲି ସୂଚନାମିଳିଛି । ପୂର୍ବରୁ ଏହି ଦାବୀ ନେଇ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓକେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ଏହି ଦାବି ପୂରଣ ହୋଇଥିବାରୁ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି

ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିଛି । ଆଞ୍ଚଳିକ ପାଣିପାଗବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟିଜିଲ୍ଲାରେ କଟକ, ଜଗତ୍‍ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ,ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷାହେବାର…

କର୍ଣ୍ଣାଟକରେ କଂଗ୍ରେସର ବଲେ ବଲେ – ମିଳିଲା ବଳ

କର୍ଣ୍ଣାଟକରେ କ୍ଷମତାକୁ ଆସିବାର ସପ୍ତାହେ ପରେ କଂଗ୍ରେସ ସରକାରରେ ୨୪ ଜଣ ବିଧାୟକଙ୍କୁ କ୍ୟାବିନେଟ୍‍ ମନ୍ତ୍ରୀ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।ରାଜ୍ୟପାଳ ଥାବଡ଼ ଚାନ୍ଦ ଗେହଲତ୍‍ ରାଜଭବନରେ ସେମାନଙ୍କୁ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମାୟା, ଉପମୁଖ୍ୟମନ୍ତ୍ରୀ ଡି.କେ…

ଆମେରିକାରେ ପାଳନ କରାଯିବ ଭାରତୀୟ ପର୍ବ – ସେଠାକାରେ ସଂସଦରେ ଆଗତ ହେଲା ବିଲ୍‌

ଆମେରିକାରେ ଦୀପାବଳିକୁ ଏକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ଆମେରିକାର ଜଣେ ପ୍ରମୁଖ ସାଂସଦ ଗ୍ରେସ୍‍ ମେଙ୍ଗ୍‍ ଗତକାଲି ଆମେରିକା କଂଗ୍ରେସରେ ଏକ ବିଲ୍‍ ଆଗତ କରିଛନ୍ତି । ଏହି ନିଷ୍ପତ୍ତିକୁ ଆମେରିକାର ବିଭିନ୍ନ ସଂପ୍ରଦାୟ ବ୍ୟାପକ ସମର୍ଥନ ଜଣାଇଛନ୍ତି । ମେଙ୍ଗ୍‍ ଏକ ଆନୁଷ୍ଠାନିକ…

‘ବିକଶିତ ଭାରତ ଆଟ୍‍ ୨୦୪୭ : ଟିମ୍‍ ଇଣ୍ଡିଆର ଭୂମିକା’

ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍‍ କାଉନ୍‍ସିଲ୍‍ର ଅଷ୍ଟମ ବୈଠକ ପ୍ରଗତି ମଇଦାନର କନ୍‍ଭେନ୍ସନ ସେଣ୍ଟରରେ ଚାଲିଛି । ଏହି ବୈଠକରେ ‘ବିକଶିତ ଭାରତ ଆଟ୍‍ ୨୦୪୭ : ଟିମ୍‍ ଇଣ୍ଡିଆର ଭୂମିକା’ ଉପରେ ଆଲୋକପାତ କରାଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ’ ନୀତି ଆୟୋଗ ଚେୟାରମ୍ୟାନ୍‍ ଭାବେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ପାର୍ଲାମେଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ଅଟ୍ଟାଳିକାକୁ ଉଦ୍‍ଘାଟନ କରିଛନ୍ତି ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଆମ ସମ୍ବାଦଦାତା ଜଣାଇଛନ୍ତି ନୂଆ ପାର୍ଲାମେଣ୍ଟ ଅଟ୍ଟାଳିକା ୬୫ହଜାର ବର୍ଗମିଟର ଅଞ୍ଚଳରେ ଅବସ୍ଥିତ । ଏଥିରେ ଆଞ୍ଚଳିକ କଳା, ହସ୍ତଶିଳ୍ପ ଓ ସଂସ୍କୃତିର ପ୍ରତିଫଳନ ହୋଇଛି । ଦେଶର ବିବିଧତାରେ ଏକତାର ଏଥିରେ…