ଇସ୍ପାତ ଏକ୍ସପ୍ରେସ ଓ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନ୍ ଆସନ୍ତାକାଲିଠାରୁ
ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲୀ ଷ୍ଟେସନରେ ଅଟକିବ ବୋଲି ସୂଚନା
ମିଳିଛି । ପୂର୍ବରୁ ଏହି ଦାବୀ ନେଇ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ
କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ । ଏହି ଦାବି ପୂରଣ ହୋଇଥିବାରୁ ସେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ
ଧନ୍ୟବାଦ ଦେଇଛନ୍ତି । ଏହାଦ୍ୱାରା ସେହସ ଅଞ୍ଚଳବାସୀ ଉପକୃତ ହେବେ
ବୋଲି ଶ୍ରୀମତୀ ସିଂହଦେଓ କହିଛନ୍ତି ।
Comments are closed, but trackbacks and pingbacks are open.