Browsing Category

ଆଶାର ଆଲୋକ

ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ-ୟୁନିସେଫ୍‌ ରିପୋର୍ଟ

ଓଡିଶା ରେ ଟିକାକରଣ ର କଭରେଜ ହାର ଦେଶ ରେ ସର୍ବୋଚ୍ଚ -ୟୁନିସେଫ ରିପୋର୍ଟ ଦିଲ୍ଲୀ,୨୦ ଏପ୍ରିଲ ୨୦୨୩ : ସାରା ବିଶ୍ୱରେ ଭାରତ ହେଉଛି ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ। କରୋନା ସମୟରେ ଯେତେବେଳେ ବିଶ୍ୱର ଅନେକ ଦେଶରେ ଟିକାକରଣ ଉପରୁ ଭରସା ତୁଟିଥିଲା, ସେତେବେଳେ ଭାରତ ଟିକାକରଣକୁ ଅଧିକ

ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁ

ରାଜ୍ୟ ସରକାର ବାରବାଟୀ ଦୁର୍ଗର ବିକାଶ ନିମନ୍ତେ କେନ୍ଦ୍ରକୁକୌଣସି ପ୍ରସ୍ତାବ ଦେଇ ନ ଥିବା ଜଣାପଡ଼ିଛି । ଆଜି ଲୋକସଭାରେସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ରପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏହା କହିଛନ୍ତି । ସାଂସଦ ଶ୍ରୀ ମହତାବ୬୦୦ ବର୍ଷ ପୁରାତନ

ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍‍ ଏବଂ ଭଦ୍ରକ ମଧ୍ୟରେ ଏକ
ନୂଆ ପାସେଞ୍ଜର ମେମୁ ଟ୍ରେନ୍‍ ନିୟମିତ ଚଳାଚଳ କରିବ

ଆସନ୍ତା ଶୁକ୍ରବାରଠାରୁ ନୟାଗଡ଼ ଟାଉନ୍‍ ଏବଂ ଭଦ୍ରକ ମଧ୍ୟରେ ଏକନୂଆ ପାସେଞ୍ଜର ମେମୁ ଟ୍ରେନ୍‍ ନିୟମିତ ଚଳାଚଳ କରିବ । ଏନେଇପୂର୍ବତଟ ରେଳବାଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିଅନୁଯାୟୀ ଆସନ୍ତାକାଲି ଅପରାହ୍ଣରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାରଉଦ୍‍ଘାଟନ

ରାଜ୍ୟରେ ସବୁଜ ଶକ୍ତି ପରିବହନ କରିବା ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି

ରାଜ୍ୟରେ ଏକ ନୂତନ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରାଯିବ ।ଏଥିରେ ସବୁଜ ଶକ୍ତି ପରିବହନ କରିବା ପାଇଁ ୫୦ କୋଟି ଟଙ୍କାବ୍ୟୟବରାଦ କରାଯାଇଛି ବୋଲି ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବକହିଛନ୍ତି । ସେ କହିଛନ୍ତି, ଓଡ଼ିଶା ନବୀକରଣୀୟ ଶକ୍ତି ବିକାଶ ପାଣ୍ଠି ପାଇଁମଧ୍ୟ ୫୦ କୋଟି ଟଙ୍କା

ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର

ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର

ତେବେ ଋଣର ସଦୁପଯୋଗ ହେଉନାହିଁ -ଖାଲି ଋଣ ଦେଲେ ମହିଳାମାନେ ସଶକ୍ତ ହେବେ ନାହିଁ

ବିଧାନସଭାରେ ଗତକାଲି ମିଶନଶକ୍ତି ବିଭାଗକୁ ନେଇ ବିରୋଧୀସଦସ୍ୟଙ୍କ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବରେ ଉଭୟ ଶାସକ ଓବିରୋଧୀ ଦଳଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଭାଗନେଇ ବିରୋଧୀ ଦଳ ପକ୍ଷରୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରମିଶନଶକ୍ତିକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା ।

ମେଟ୍ରିକ୍‍ ପରୀକ୍ଷାରେ ଡ୍ରପ୍‍ଆଉଟ୍‍ ପିଲାମାନେ ସପ୍ଳିମେଣ୍ଟାରୀ
ପରୀକ୍ଷା ଦେବେ

ଚଳିତବର୍ଷ ମେଟ୍ରିକ୍‍ ପରୀକ୍ଷାରେ ଡ୍ରପ୍‍ଆଉଟ୍‍ ପିଲାମାନେ ସପ୍ଳିମେଣ୍ଟାରୀପରୀକ୍ଷା ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସସୂଚନା ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଗତବର୍ଷ ଅପେକ୍ଷା ଏଥର ବହୁତକମ୍‍ ପିଲା ଡ୍ରପ୍‍ଆଉଟ୍‍ ହୋଇଛନ୍ତି । ସେମାନେ କାହିଁକି

ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭
ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ

ଚଳିତବର୍ଷ ଫେବୃୟାରୀ ୨୮ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୮ ହଜାର ୭୧୭ବେରୋଜଗାର ଯୁବକ ଯୁବତୀ କର୍ମନିୟୋଜନ କାର୍ଯ୍ୟାଳୟ ଗୁଡ଼ିକରେନାମ ପଞ୍ଜିକରଣ କରିଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀପ୍ରୀତିରଂଜନ ଘଡ଼ାଇ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି । ସେକହିଛନ୍ତି ବେରୋଜଗାର

ମହାଷୌଧି ମାଟି ଭଲ କଲେ ଅନେକ ରୋଗ

ପ୍ରକୃତିର ଏକ ଅନନ୍ୟ ଅବଦାନ ମାଟି। ସୃଷ୍ଟି ସଂରଚନା ପାଇଁ ଏହା ଅପରିହାର‌୍ୟ୍ୟ ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ମଧ୍ୟଗୁରୁତ୍ବପୂର୍ଣ୍ଣ। ବିଶେଷକରି ଚର୍ମରୋଗ ଏବଂ ସୌନ୍ଦର‌୍ୟ୍ୟ ସଂକ୍ରାନ୍ତ ସମସ୍ୟାରେ ଏହା ଉପକାରୀ ହୋଇଥାଏ। ମାଟି ପ୍ରୟୋଗ ଦ୍ବାରା ବିଭିନ୍ନ ଶାରୀରିକ ସମସ୍ୟା ଦୂର

ତିନିଘଣ୍ଟା ବନ୍ଦ ହୋଇଯାଇଥିଲା ହୃତ୍ ପିଣ୍ଡ ହେଲେ ଡାକ୍ତରଖାନା କର୍ମଚାରୀ ମିଳିମିଶି ବଞ୍ଚାଇଦେଲେ

ଟରୋଣ୍ଟ - ଡାକ୍ତରଖାନା କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଗୋଟିଏ ତିନି ବର୍ଷର ଶିଶୁ ନୂଆ ଜୀବନ ପାଇଛି । କାନାଡାର ଆଣ୍ଟାରିଓ ପ୍ରଦେଶରେ ଗୋଟିଏ ଶିଶୁ ପାଣିରେ ବୁଡିଯାଇଥିଲା । ୫ ମିନିଟ ପରେ ତାକୁ ଉଦ୍ଧାର କରାଯାଇଥିଲା । ମାତ୍ର ତାହାର ହୃତପିଣ୍ଡ କାମ କରିବା ବନ୍ଦ କରିଦେଇଥିଲା ।