Sign in
Sign in
Recover your password.
A password will be e-mailed to you.
Browsing Category
ଆଶାର ଆଲୋକ
ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ
ନୂଆଦିଲ୍ଲୀ - ଜୁଲାଇ ୧୮ରୁ ୨୩ତାରିଖ ପର୍ଯ୍ୟନ୍ତ ଜେଇଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏହା ଘୋଷଣା କରିଛନ୍ତି । ତେବେ ଜୁଲାଇ ୨୬ତାରିଖ ଏନ.ଇ.ଇ.ଟି (ନିଟ୍) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ଜେଇଇ-…
ଗୀତଞ୍ଜଳୀ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର
ଗୀତଞ୍ଜଳୀ ପାଇଁ ନୋବେଲ୍ ପୁରସ୍କାର ପାଇଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର । ଏହି ରଚନା ପାଇଁ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କୁ ୧୯୧୩ ମସିହାରେ ନୋବେଲ୍ ପୁରସ୍କାର ମିଳିଥିଲା । ଏଥିପିଁ ୧୯୧୫ ମସିହାରେ ତାଙ୍କୁ ସାର୍ ଉପାଧୀ ପ୍ରଦାନ କରାଯାଇଥିଲା ।
ସେହି ସମୟରେ…
ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର
ଜାତିର ପିତା ମହାତ୍ମା ଗାନ୍ଧୀ । ସାରା ବିଶ୍ୱରେ ଶାନ୍ତିର ପ୍ରତୀକ । ତେବେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ପ୍ରଥମେ ମହାତ୍ମା ବୋଲି ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ସମ୍ବୋଧନ କରିଥିଲେ ।
ଏହାପରେ ଗାନ୍ଧିଜୀଙ୍କୁ ସମସ୍ତେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ । ବିଶ୍ୱକବି…
ରବୀନ୍ଦ୍ରନାଥ ଠାକୁର ଥିଲେ ମହାନ କବି ଓ ବିଚାରକ
ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଥିଲେ ଜଣେ ମହାନ କବି ଓ ବିଚାରକ । କେବଳ ଗୀତାଞ୍ଜଳୀ କାବ୍ୟ ପାଇଁ ସାହିତ୍ୟରେ ପ୍ରଥମ ନୋବେଲ୍ ପୁରସ୍କାର ନୁହେଁ ଶାନ୍ତି ନିକେତନର ପ୍ରତିଷ୍ଠା ସହ ଅନେକ କଳାକୃତୀ ଓ କାବ୍ୟ ସେ ରଚନା କରିଯାଇଛନ୍ତି। ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର…
୧୯୨୫ ମସିହାରେ କାଶୀରେ ପ୍ରବାସୀ ବଙ୍ଗୀୟଙ୍କର ସାହିତ୍ୟ ସମ୍ମିଳନୀର ସ୍ଥାପନା କରିଥିଲେ ଗୁରୁଦେବ
ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନିଜର କାବ୍ୟ କବିତା ଗୀତାଞ୍ଜଳୀ ପାଇଁ ନୋବେଲ ପୁରସ୍କାର ପାଇଛନ୍ତି। ସାହିତ୍ୟ ପ୍ରତି ଗୁରୁବେଦ ରବୀନ୍ଦ୍ରନାଥ ଠାକୁରଙ୍କର ଅବଦାନ ଅତୁଳନୀୟ । ୧୯୨୫ ମସିହାରେ କାଶୀ ପ୍ରବାସ ସମୟରେ ଗୁରୁବେଦ ରବୀନ୍ଦ୍ରନାଥ ଠାକୁର କାଶୀରେ ପ୍ରବାସୀ ବଙ୍ଗ ସାହିତ୍ୟ ସମ୍ମିଳନୀର…
ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପତ୍ର ଯୋଗୁଁ କାଶୀ ଆସିଥିଲେ ଗୁରୁଦେବ
ନେବୋଲ ବିଜେତା ରବୀନ୍ଦ୍ରନାଥ ଠାକୁର ସାରା ବିଶ୍ୱରେ ତାଙ୍କ କଳାକୃତୀ ଓ କାବ୍ୟ ପାଇଁ ପ୍ରସିଦ୍ଧ ।୧୮୬୧ ମେ ୭ ତାରିଖରେ ତାଙ୍କର ଜନ୍ମ ହୋଇଥିବା ବେଳେ ୧୯୪୧ ମସିହା ଅଗଷ୍ଟ ୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ବିଶ୍ୱକବି ନାମରେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ବିଶ୍ୱବିଦିତ । ୧୯୩୫…
ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଗାଡି କଟକଣା କୋହଳ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ
ରାଜ୍ୟରେ ଲକ୍ଡାଉନ୍ ସମୟରେ ଅଣ୍ଡର୍ଟେକିଂ ଲେଖି ଗାଡ଼ି ଛାଡ଼ିବା ଲାଗି ଗତକାଲି ହାଇକୋର୍ଟ ଦେଇଥିବା ରାୟର ଆଜି ଏହାର ସଂଶୋଧନ କରିଛନ୍ତି । କେବଳ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି ।…
କରୋନା ମହାମାରୀର ମୁକାବିଲା -କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ
ନୂଆଦିଲ୍ଲୀ ୧୧-୦୪- କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଶତପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଉଭୟ ଜାତୀୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟସେବା ବିକାଶ ଲାଗି ବିନିଯୋଗ କରାଯିବ । ଏହି ‘ଭାରତ କୋଭିଡ୍-୧୯ ଜରୁରୀ…
ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ ଲୋକାର୍ପିତ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ ଲୋକାର୍ପିତ କରିଛନ୍ତି । ଭୁବନେଶ୍ୱର ସମ୍ ହସ୍ପିଟାଲରେ ଏହି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏଠାରେ ୫୨୫ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର…
କରୋନା ବିରୋଧରେ ଲମ୍ବା ଲଢେଇରେ ଆମେ ବିଜୟୀ ହେବା – ମୋଦୀ
ନୂଆଦିଲ୍ଲୀ - କରୋନା ଭୂତାଣୁ ବିଶ୍ୱବ୍ୟାପୀ ମହାମାରୀ ଭାବେ ଉଭା ହୋଇଥିବାବେଳେ ଭାରତ ଅନ୍ୟସବୁ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ଦେଶ, ଯିଏ ଏହି ଭୂତାଣୁକୁ ବୁଝିଛି ଏବଂ ଏହା ବିରୋଧରେ ଏକ ବଡ଼ ଯୁଦ୍ଧ ଆରମ୍ଭ
କରିଛି । ଏଥିରେ ଥକିବାର ନାହିଁ କି ହାରିବାର ନାହିଁ । ଏହି ଲମ୍ବା ଲଢ଼େଇରେ ଆମକୁ…