ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେପରି ବ୍ୟାଘାତ ନ ହେବ ସେଥିପାଇଁ ଭାରତର ମେଡିକାଲ୍‍ କଲେଜରେ ସୁବିଧା ସୃଷ୍ଟି କରିବାକୁ-…

ୟୁକ୍ରେନ୍‍ ଓ ରୁଷ୍‍ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଗତକାଲି ୭୭ ଜଣ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନ୍‍ରୁ ଭୁବନେଶ୍ୱରକୁ ଫେରିଛନ୍ତି । ଛାତ୍ରଛାତ୍ରୀମାନେ ପ୍ରଥମେବିମାନ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ । ଏହାପରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ

୫୦୦ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ…

ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‍ରେ ଫଶି ରହିଥିବା ପ୍ରାୟ ୫୦୦ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଗୁରୁତ୍ୱାରୋପ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଓଡ଼ିଆ ଛାତ୍ରଛାତ୍ରୀ ପୋଲାଣ୍ଡ,

୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍‍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ୍‍ ସୀମାକୁ…

ୟୁକ୍ରେନ୍‍ର ଖାର୍‍କିଭ୍‍ ଓ ପେଶୋଚିନ୍‍ରେ ଫଶି ରହିଥିବା ୬୫ ଜଣ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍‍ ଯୋଗେ ନିରାପଦଭାବେ ପଶ୍ଚିମ ୟୁକ୍ରେନ୍‍ ସୀମାକୁ ଆଣିବାରେ ସଫଳ ହୋଇଛନ୍ତି । ସେହି ଅଞ୍ଚଳରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ

ବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ରାଜ୍ୟରେ ନିରାଡ଼ମ୍ବର ଭାବରେ ପାଳନ

ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜୟନ୍ତୀ ରାଜ୍ୟରେ ନିରାଡ଼ମ୍ବର ଭାବରେପାଳନ କରାଯାଇଛି । ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ଏକ ଧାରାରେ ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସୀ

ରାଜ୍ୟ ସରକାର ଜାରି କରିଥିବା ନୂତନ କରୋନା ମାର୍ଗଦର୍ଶିକା
ଲାଗୁ

ରାଜ୍ୟ ସରକାର ଜାରି କରିଥିବା ନୂତନ କରୋନା ମାର୍ଗଦର୍ଶିକା ଲାଗୁ ହୋଇଛି । ମହାଶିବରାତ୍ରୀ, ଦୋଳପୂର୍ଣ୍ଣିମା, ହୋଲି ପାଳନ ସକାଶେ ଅନୁମତି ଦିଆଯାଇଥିଲାବେଳେ କେବଳ ଘର ଭିତରେ ସଦସ୍ୟମାନଙ୍କ ମଧ୍ୟରେ ହୋଲି ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସର୍ବସାଧାରଣ ସ୍ଥାନ ଓ ରାସ୍ତାଘାଟରେ ହୋଲି

ରାଜ୍ୟରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ
ପକ୍ଷରୁ ମାସିକିଆ ଆକଳନ ବିବରଣୀ ପ୍ରକାଶ

ରାଜ୍ୟରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ମାସିକିଆ ଆକଳନ ବିବରଣୀ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି, ମାର୍ଚ୍ଚରୁ ମେ ମଧ୍ୟରେ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍‍ ତାପମାତ୍ରା ରହିବ । ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର,

ଚଳିତ ନିର୍ବାଚନରେ ପ୍ରଥମ ଥରପାଇଁ ପୌର ପରିଷଦ ଏବଂ ଏନ୍‍.ଏ.ସି.ର ଅଧ୍ୟକ୍ଷ ଓ ମହାନଗର ନିଗମର ମେୟର ପ୍ରତ୍ୟକ୍ଷ ଭାବେ…

ରାଜ୍ୟର ତିନୋଟି ମହାନଗର ନିଗମ ଓ ୧୦୬ଟି ପୌରାଞ୍ଚଳ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ । ଏହି ଅବଧି ମଧ୍ୟରେ ପଡୁଥିବା ସରକାରୀ ଛୁଟି ଦିନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରାଯାଇପାରିବ । ଏଥିପାଇଁ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜୁ ଜନତା ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ

ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶାସକ ବିଜୁ ଜନତା ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁ ଜନତା ଦଳ ଜିଲ୍ଲା ପରିଷ୍ଠଦ ଗଠନ କରିବା ସୁନିଶ୍ଚିତ ହୋଇଛି । ୨୦୧୨ ପଞ୍ଚାୟତ

ପଞ୍ଚାୟତ ନିର୍ବାଚନରେ ପୋଛି ନେଲା ବିଜେଡି ଐତିହାସିକ ବିଜୟ – ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆସନ ଜିତିଲା

ପଞ୍ଚାୟତ ନିର୍ବାଚନ ଭୋଟ୍‍ ଗଣତି ୩୦୭ଟି ଜିଲ୍ଲା ପରିଷଦ ଜୋନ୍‍ପାଇଁ ଭୋଟ୍‍ ଗଣତି ଜାରି ରହିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ବି.ଜେ.ଡି. ଅନ୍ୟ ରାଜନୈତିକ ଦଳଠାରୁ ଯଥେଷ୍ଟ ଆଗୁଆ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୮୫୧

ବିଜେଡି ଆଗୁଆ

ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍‍ଗଣତି ଆରମ୍ଭ ହୋଇଛି । ଏହି ଗଣତି ୩ଦିନ ଧରି ଚାଲିବ । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‍ରେ ଭୋଟ୍‍ଗଣତି ଚାଲିଛି । ଭୋଟ୍‍ଗଣତି ପାଇଁ ଗଣନା କେନ୍ଦ୍ର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆମ