Browsing Category

ସତ-ମିଛ

ଆଜି ରସଗୋଲା ଦିବସ , ଜଗନ୍ନାଥଙ୍କ ପାଖରେ ରଥରେ ରସଗୋଲା ଭୋଗ ଲଗାଉଛନ୍ତି ଶ୍ରଦ୍ଧାଳୁ

ପୁରୀ .- ଆଜି ସାରା ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି । ପ୍ରତି ବର୍ଷ ଜଗନ୍ନାଥଙ୍କ ନୀଳାଦ୍ରୀ ବିଜେ ଦିନ ଆମ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଇଥାଏ । ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ରସଗୋଲାକୁ ନେଇ ବିବାଦ ଚାଲିଥିବା ବେଳେ , ପଶ୍ଚିମବଙ୍ଗରେ ଏହା ମାତ୍ର ପ୍ରାୟ ୧୨୦ ବର୍ଷ ତଳେ…

ଅଦାର ଆଣ୍ଟିବାଓଟିକ ଗୁଣ

ଆଣ୍ଟିବାୟୋଟିକ୍ ଗୁଣ ଯୋଗୁ ଥଣ୍ଡା, ସର୍ଦି, ଜ୍ୱର ଆଦି ହେଲେ ଅଦା ଖୋଜା ପଡେ। ଶରୀରରେ ଥିବା ଭୂତାଣୁ ଏବଂ ସଂକ୍ରମଣ ଯୋଗୁ ସର୍ଦି, କାଶ ହୋଇଥାଏ। ଏପରି ସ୍ଥିତିରେ ଅଦା ଖାଇବା ଦ୍ୱାରା ଏହି ଭୂତାଣୁ କବଳରୁ ମୁକ୍ତି ମିଳେ। ଅଦା ମଧ୍ୟ ଏକ ପ୍ରାକୃତିକ ଯନ୍ତ୍ରଣାନିବାରକ ଯାହା ଶ୍ୱାସ ଏବଂ…

ଶ୍ରୀ ଜଗନ୍ନାଥଙ୍କ ପାଇଁ କିପରି ଓ କେଉଁଠି ହୁଏ ପୋଡ ପିଠା

ଉତ୍କଳୀୟ ପରମ୍ପରା ଓ ସ୍ନେହ ସୌହାର୍ଦ୍ଦର ଭାବ ଦେଖିବାକୁ ମିଳେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ. ମାଉସୀ ଘରେ ଖୁଦ ଭଜା ଖାଇଥିବା କାଳିଆ ଠାକୁର, ବାହୁଡାରେ ଖାଆନ୍ତି ପୋଡ ପିଠା. ମାଉସୀ ମା ମନ୍ଦିର ବା ଅର୍ଦ୍ଧାସିନୀଙ୍କ ପୂଜକ ରଘୁନାଥଦାଶଙ୍କ ଘରେ ବାହୁଡାର ଦୁଇ ତିନି ଦିନ ପୂର୍ବରୁ ଏଥିପାଇଁ…

କାହିଁକି ଟଙ୍ଗା ଯାଏ ଲଙ୍କା ଓ ଲେମ୍ବୁ ଏହାର ବୈଜ୍ଞାନିକ ଅବଲୋକନ ଓ ବିଶ୍ୱାସ

ଲଙ୍କା ଓ ଲେମ୍ବୁ ଓହଳାଇବା ଭାରତୀୟ ସମାଜରେ ଧନର ଦେବୀ ଲକ୍ଷ୍ମୀଙ୍କୁ କୁହାଯାଏ। ତାଙ୍କର ଯାଆଁଳା ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ, ଯାହାକୁ ଓଡ଼ିଶାର ଲୋକେ ଅଲକ୍ଷଣୀ କହନ୍ତି। ଏହି ଅଲକ୍ଷ୍ମୀଙ୍କ ନଜର କାଳେ ଦୋକାନ ଓ ଗାଡ଼ି ଉପରେ ପଡ଼ିଯିବ ସେଥିପାଇଁ ସେମାନେ ଲଙ୍କା ଓ ଲେମ୍ବୁ ଓହଳାଇଥା’ନ୍ତି।…

ଆଡପ ଅଭଡା

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୂଙ୍କ ପାଖରେ ଭୋଗ ଲାଗିଛି ଅନ୍ନପ୍ରସାଦ । ଆଉ ଭକ୍ତମାନେ ପ୍ରସାଦ ରୂପେ ଖାଇବାକୁ ପାଇଛନ୍ତି ସେମାନଙ୍କ ପ୍ରିୟ ଆଡପ ଅଭଡା । କୁହାଯାଏ ଆଡପ ମଂଡପରେ ମହାପ୍ରଭୂଙ୍କୁ ଦର୍ଶନ କରି ଆଡପ ଅଭଡା ଖାଇଲେ ଶହେ ଜନ୍ମର ପାପ କ୍ଷୟ ହୁଏ । ତେଣୁ କାହିଁ କେତେ ଦୂରରୁ ଆସିଥିବା…

ଗୁଣ୍ଡିଚା ମାର୍ଜନା, ରଥଯ।ତ୍ରାର ଏକ ବିଶେଷ ପରମ୍ପରା

ଶ୍ରୀଗୁଣ୍ଡିଚା ଯାତ୍ରାର ଅବ୍ୟବହିତ ପୂର୍ବରୁ  ରଥଯାତ୍ରର ଠିକ୍‌ ଗୋଟିଏ ଦିନ ପୂର୍ବରୁ  ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପାଳିତ ହୋଇଯାଇଛି ଗୁଣ୍ଡିଚା ମାଜଣା ।ପରମ୍ପରା ଅନୁସାରେ ଶତାଧିକ ସଂକୀର୍ତନ ମଣ୍ଡଳୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଏହାକୁ ପରିଷ୍କାର କରିବା ସହ ଅର୍ନ୍ତବେଦୀ ମାଜଣା କରିଛନ୍ତି ବା…

ନିଃସ୍ୱାର୍ଥ ମନରେ ଭଲ କାମ କରିଥିଲେ ଭାବନ୍ତୁ ନାହିଁ ଏଥିରୁ କ’ଣ ଲାଭ ମିଳିବ

ଭୁବନେଶ୍ୱର: ପ୍ରଚଳିତ ଲୋକକଥା ଅନୁସାରେ ପୁରାତନ ସମୟରେ କୌଣସି ଏକ ନଦୀ କୂଳରେ ଆଶ୍ରମ ନିର୍ମାଣ କରି ଜଣେ ସନ୍ଥ ରହୁଥିଲେ । ସେହି ଆଶ୍ରମର ଆଖପାଖରେ ବହୁତ ଗୁଡିଏ ଲମ୍ବା ଲମ୍ବା ଘାସ ହୋଇଯାଇଥିଲା । ସନ୍ଥ ସେହି ଘାସରୁ ଟୋକେଇ ବନାଇବା କଳା ଜାଣିଥିଲେ । ଗୋଟିଏ ଦିନ ସନ୍ଥ ଆଶ୍ରମକୁ ସଫା କଲେ ଓ…

କପାଳର ଏହି ସ୍ଥାନକୁ ମାତ୍ର ୩୦ ସେକେଣ୍ଡ ଦବାଇଲେ ପାଇବେ ବହୁତ ସୁଫଳ

ଆକ୍ୟୁପ୍ରେସରରେ ଶରୀରରେ ଅନେକ ଅଂଶକୁ ସକ୍ରିୟ କରିଥାଏ । ଭାରତରେ ଆଗରୁ ଯୋଗରେ ଅନେକ ପ୍ରକାରର ମୁଦ୍ରା ରହିଛି । ଏପରି ଏକ ମୁଦ୍ରା ଅଛି ଯାହା ଶରୀରରେ ଅନେକ ଫାଇଦା ଦେଇଥାଏ । ଆଜିକାଲି ଏହାର ବହୁଳ ବ୍ୟବହାର ହେଉଛି । ଏହା ଦ୍ୱାର ବହୁତ ଫାଇଦା ମିଳୁଛି । ଆପଣଙ୍କ ଯଦି କାମର ଚାପ ରହୁଛି ,…

ଦୀର୍ଘାୟୁ ର ରହସ୍ୟ

ସୁସ୍ଥ ରହବା ପାଇଁ ସନ୍ତୁଳିତ ଆହାର ଏବଂ ଆୟୁର୍ବେଦ ଶାସ୍ତ୍ର ଅନସୁାରେ ଦିନଚର୍ଯ୍ୟା, ରାତିଚର୍ଯ୍ୟା ଓ ଋତଚୁର୍ଯ୍ୟା ପାଳନର ଏକାନ୍ତ ଆବଶ୍ୟକତା ଅଛି। ସାଧାରଣ ରୋଗର ଚିକିତ୍ସା ପାଇଁ ହାତ ପାଆନ୍ତାରେ ତଥା ବାଡ଼ିବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷଲତାକୁ ଚିହ୍ନି ତା’ର ଔଷଧୀୟ…

ତେଜପତ୍ର ଧୂଆଁ ଦେଲେ ଅସରପା ରହିବେନି

ସମସ୍ତେ ରୋଷେଇ ଘରେ ତେଜପତ୍ରର ବ୍ୟବହାର କରି ଥାଆନ୍ତି। ତେଜପତ୍ରକୁ ମସଲାରେ ବ୍ୟବହାର କରାଯାଇଥାଏ, ଯାହାକି ଭୋଜନର ସ୍ୱାଦ ଓ ସୁଗନ୍ଧକୁ ବଢ଼ାଇ ଥାଏ। ତେଜପତ୍ରର ବ୍ୟବହାର ମସଲା ଛଡ଼ା ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯାହାକି ଖୁବ୍‌ କମ୍‌ ଲୋକ ଜାଣିଥିବେ। କେବଳ ଏତିକି ନୁହେଁ ତେଜପତ୍ରର…